ବରବେଶରେ ମଶାଣି: ବିବାହର ଦିନକ ପୂର୍ବରୁ ବିଷାକ୍ତ ମଦ ନେଲା ଜୀବନ,ଶେଷ ଇଚ୍ଛା ପୂରଣ କଲେ ପରିବାର

ଭଦ୍ରକ: ଆଜି ବର ସାଜି ରୋଶଣି କରି ବାହା ହେବାକୁ ଯାଇଥାନ୍ତେ ସେ। ହେଲେ ନିୟତି କିଛି ଅଲଗା ଲେଖି ଥିଲା। ଜୀବନସାଥୀର ହାତ ଧରିବା ପୂର୍ବରୁ ସସସ୍ତଙ୍କ ହାତ ଛାଡି ଚାଲିଗଲେ ଏକ ଭିନ୍ନ ଦୁନିଆକୁ। ଯେଉଁଠି ଫେରିବାର ବାଟ ଆଉ ନ ଥାଏ। ଭଦ୍ରକ ଜିଲ୍ଲା ତିହିଡି ଥାନା ଅନ୍ତର୍ଗତ ପାଢିସାହି ଗାଁର କାର୍ତ୍ତିକ ନାୟକଙ୍କ ମୃତ୍ୟୁ ଓ ମୃତ୍ୟୁ ପରର କାହାଣି ଖୁବ୍‌ ହୃଦୟ ବିଦାରକ। କାରଣ ମୃତ୍ୟୁ ପରେ ବରବେଶରେ ସଜେଇ […]

bhd

bhd

Rakesh Mallick
  • Published: Friday, 28 April 2017
  • Updated: 28 April 2017, 08:44 PM IST

Sports

Latest News

ଭଦ୍ରକ: ଆଜି ବର ସାଜି ରୋଶଣି କରି ବାହା ହେବାକୁ ଯାଇଥାନ୍ତେ ସେ। ହେଲେ ନିୟତି କିଛି ଅଲଗା ଲେଖି ଥିଲା। ଜୀବନସାଥୀର ହାତ ଧରିବା ପୂର୍ବରୁ ସସସ୍ତଙ୍କ ହାତ ଛାଡି ଚାଲିଗଲେ ଏକ ଭିନ୍ନ ଦୁନିଆକୁ। ଯେଉଁଠି ଫେରିବାର ବାଟ ଆଉ ନ ଥାଏ।

ଭଦ୍ରକ ଜିଲ୍ଲା ତିହିଡି ଥାନା ଅନ୍ତର୍ଗତ ପାଢିସାହି ଗାଁର କାର୍ତ୍ତିକ ନାୟକଙ୍କ ମୃତ୍ୟୁ ଓ ମୃତ୍ୟୁ ପରର କାହାଣି ଖୁବ୍‌ ହୃଦୟ ବିଦାରକ। କାରଣ ମୃତ୍ୟୁ ପରେ ବରବେଶରେ ସଜେଇ ହୋଇ ମଶାଣିକୁ ଯାଇଛନ୍ତି କାର୍ତ୍ତିକ।

ବରବେଶରେ ମଶାଣି

ଆଜି କାର୍ତ୍ତିକଙ୍କ ବାହାଘର ଥିଲା। ହେଲେ ବିଷାକ୍ତ ମଦ୍ୟପାନ ଯୋଗୁଁ ଗତକାଲି ତାଙ୍କର ମୃତ୍ୟୁ ହୋଇଥିଲା।  କାର୍ତ୍ତିକଙ୍କ ଶେଷ ଇଚ୍ଛା ପୂରଣ କରିବାକୁ ଯାଇ ପରିବାର ଲୋକେ ଓ ଗ୍ରାମବାସୀ ତାଙ୍କୁ ବର ବେଶରେ ମଶାଣିକୁ ନେଇ ସଂସ୍କାର କରିଥିଲେ।

ସୂଚନା ଅନୁସାରେ, ଗତ ୨୬ତାରିଖରେ ଗାଁରେ ଏକ ଏକାଦଶାହ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। କାର୍ତ୍ତିକଙ୍କ ଅନ୍ୟ ୭ଜଣ ମଦ ପିଇଥିଲେ। ପରେ ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ଭଦ୍ରକ ସହରରେ ଥିବା ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗତକାଲି ରାତିରେ କାର୍ତ୍ତିକ ପ୍ରାଣ ହରାଇଥିଲେ।

ଅଭିଯୋଗ ଆସିବା ପରେ ଉପଜିଲ୍ଲାପାଳ ଏବଂ ଅନ୍ୟ ପ୍ରଶାସନିକ ଅଧିକାରୀ ହସ୍ପିଟାଲ୍‌କୁ ଯାଇ ଅସୁସ୍ଥମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ତିହିଡ଼ି ଥାନା ପୋଲିସ୍ ପାଢ଼ୀସାହି ଗାଁକୁ ଯାଇ ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story