ପୋଲାଭରମ୍ ପ୍ରସଙ୍ଗ: ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ସମୟ ମାଗିଲା ବିଧାନସଭା ଗୃହ କମିଟି

ଭୁବନେଶ୍ୱର:ପୋଲାଭରମ୍ ପ୍ରକଳ୍ପ ବିବାଦ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପାଇଁ ସୋମବାର  ବିଧାନସଭା ଗୃହ କମିଟି ସମୟ ମାଗିଛି । ଚଳିତ ମାସ ୨୭ ତାରିଖରୁ ଜାନୁଆରୀ ୧୮ ମଧ୍ୟରେ ସମୟ ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ  ଗୃହ କମିଟି ଅନୁରୋଧ କରିଛି । ଗୃହ କମିଟି ସଦସ୍ୟ ତଥା ମନ୍ତ୍ରୀ ସଞ୍ଜୟ ଦାସବର୍ମା କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ତାରିଖ ମିଳିବା ପରେ କମିଟିର କଂଗ୍ରେସ ଓ ବିଜେପି ସଦସ୍ୟମାନଙ୍କ ସହିତ ଆଲୋଚନା କରାଯିବ।  

sanjya dasbarma

sanjya dasbarma

Rakesh Mallick
  • Published: Monday, 21 December 2015
  • Updated: 21 December 2015, 11:25 AM IST

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story