ପୋଲାଭରମ୍ ପ୍ରକଳ୍ପ ବିବାଦ: ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଆଜି ବସିବ ଗୃହ କମିଟି ବୈଠକ

ଭୁବନେଶ୍ୱର: ଘନଉଛି ପୋଲାଭରମ୍ ପ୍ରକଳ୍ପ ବିବାଦ। ଗୁରୁବାର ପୋଲାଭରମ୍ ସଂପର୍କିତ ବିଧାନସଭା ଗୃହ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ଅପରାହ୍ନ ୫ଟାରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବିଧାନସଭା ପରିସରରେ ଏହି ବୈଠକ ବସିବ। ବୈଠକରେ ଗୃହ କମିଟିର ସଦସ୍ୟ ଥିବା ସମସ୍ତ ଦଳର ବିଧାୟକମାନେ ଯୋଗ ଦେବେ। ଏହି ବୈଠକରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ନେଇ ନିଷ୍ପତ୍ତି ହୋଇପାରେ। ଗତବର୍ଷ ଜୁଲାଇ ୧୨ ତାରିଖରେ ଏହି ୨୫ ଜଣିଆ କମିଟିର ପ୍ରଥମ ବୈଠକ ବସିଥିଲା। ଏଥିରେ ଗୃହ କମିଟି […]

assembly

assembly

Rakesh Mallick
  • Published: Thursday, 10 December 2015
  • Updated: 10 December 2015, 03:01 AM IST

Sports

Latest News

ଭୁବନେଶ୍ୱର: ଘନଉଛି ପୋଲାଭରମ୍ ପ୍ରକଳ୍ପ ବିବାଦ। ଗୁରୁବାର ପୋଲାଭରମ୍ ସଂପର୍କିତ ବିଧାନସଭା ଗୃହ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ଅପରାହ୍ନ ୫ଟାରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବିଧାନସଭା ପରିସରରେ ଏହି ବୈଠକ ବସିବ। ବୈଠକରେ ଗୃହ କମିଟିର ସଦସ୍ୟ ଥିବା ସମସ୍ତ ଦଳର ବିଧାୟକମାନେ ଯୋଗ ଦେବେ। ଏହି ବୈଠକରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ନେଇ ନିଷ୍ପତ୍ତି ହୋଇପାରେ।

ଗତବର୍ଷ ଜୁଲାଇ ୧୨ ତାରିଖରେ ଏହି ୨୫ ଜଣିଆ କମିଟିର ପ୍ରଥମ ବୈଠକ ବସିଥିଲା। ଏଥିରେ ଗୃହ କମିଟି ସଦସ୍ୟମାନେ ପୋଲାଭରମ୍ ପ୍ରକଳ୍ପର ଉଚ୍ଚତାକୁ ନେଇ ଆପତ୍ତି ଉଠାଇଥିଲେ। ଏହାପରେ ପ୍ରଧାନମନ୍ତ୍ରୀଙ୍କୁ ଭେଟି କମିଟି ଏସମ୍ପର୍କରେ ସ୍ମାରକପତ୍ର ପ୍ରଦାନ କରିବ ବୋଲି ନିଷ୍ପତ୍ତି ହୋଇଥିଲା।
ଏହା ପୂର୍ବରୁ ଗତବର୍ଷ ଜୁଲାଇ ୧୪ ତାରିଖରେ ପ୍ରକଳ୍ପକୁ ବିରୋଧ କରି ବିଜେଡି ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଦାବିପତ୍ର ଦିଆଯାଇଥିଲା।

ସେପଟେ ଆଜି ବିଧାନସଭାରେ କୃଷି ଓ ଶକ୍ତି ବିଭାଗର ଅତିରିକ୍ତ ଖର୍ଚ୍ଚ ଦାବି ସମ୍ପର୍କରେ ଆଲୋଚନା ହେବ। କୃଷି ବିଭାଗ ଅତିରିକ୍ତ ଖର୍ଚ୍ଚ ଦାବି ସମୟରେ ରାଜ୍ୟର ମରୁଡ଼ି ପରିସ୍ଥିତି ଓ ଚାଷୀ ଆତ୍ମହତ୍ୟାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିପାରନ୍ତି ବିରୋଧୀ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story