ଦିଲ୍ଲୀ ପୋଲିସ୍ ଢାଞ୍ଚାରେ ସ୍ପେଶାଲ୍ ସେଲ୍ ଗଠନ କରିବାକୁ ପ୍ରସ୍ତାବ, ସବୁ ମଦ୍ରାସାର ଅନୁଧ୍ୟାନ କରିବାକୁ ଡିଇଓଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ଓଡିଶାରୁ ସନ୍ଦିଗ୍ଧ ଆତଙ୍କବଦୀ ଗିରଫ ହେବା ପରେ ରାଜ୍ୟ ସରକାରଙ୍କ ସମେତ ପୋଲିସ ପ୍ରଶାସନ ତତ୍ପର ହୋଇଉଠିଛି। ରାଜ୍ୟରେ କୌଣସି ବ୍ୟକ୍ତି ଅତଙ୍କବାଦୀଙ୍କ ସହ ପ୍ରତ୍ୟକ୍ଷ ଭାବେ ସମ୍ପୃକ୍ତ ଥିବା ପରି ଘଟଣା ପ୍ରଥମେ ଘଟିଛି। ରାଜ୍ୟରେ ଏକାଧିକ ଆତଙ୍କବାଦୀ ଲିଙ୍କ ଥିବା ନେଇ ଜଣାପଡିବା ପରେ ବର୍ତ୍ତମାନ ଓଡ଼ିଶାକୁ ସେମାନେ ଟାର୍ଗେଟ କରିଥିବା ଏକପ୍ରକାର ନିଶ୍ଚିତ ହୋଇଛି। ଏପରି ସ୍ଥିତିରେ ରାଜ୍ୟ ସରକାର ଓ ପୋଲିସ ପ୍ରଶାସନ ସୁରକ୍ଷା ବ୍ୟବସ୍ଥା ଉପରେ ଅଧିକ ଜୋର […]

police camisoner

police camisoner

Rakesh Mallick
  • Published: Thursday, 17 December 2015
  • Updated: 17 December 2015, 12:08 PM IST

Sports

Latest News

ଭୁବନେଶ୍ୱର: ଓଡିଶାରୁ ସନ୍ଦିଗ୍ଧ ଆତଙ୍କବଦୀ ଗିରଫ ହେବା ପରେ ରାଜ୍ୟ ସରକାରଙ୍କ ସମେତ ପୋଲିସ ପ୍ରଶାସନ ତତ୍ପର ହୋଇଉଠିଛି। ରାଜ୍ୟରେ କୌଣସି ବ୍ୟକ୍ତି ଅତଙ୍କବାଦୀଙ୍କ ସହ ପ୍ରତ୍ୟକ୍ଷ ଭାବେ ସମ୍ପୃକ୍ତ ଥିବା ପରି ଘଟଣା ପ୍ରଥମେ ଘଟିଛି। ରାଜ୍ୟରେ ଏକାଧିକ ଆତଙ୍କବାଦୀ ଲିଙ୍କ ଥିବା ନେଇ ଜଣାପଡିବା ପରେ ବର୍ତ୍ତମାନ ଓଡ଼ିଶାକୁ ସେମାନେ ଟାର୍ଗେଟ କରିଥିବା ଏକପ୍ରକାର ନିଶ୍ଚିତ ହୋଇଛି। ଏପରି ସ୍ଥିତିରେ ରାଜ୍ୟ ସରକାର ଓ ପୋଲିସ ପ୍ରଶାସନ ସୁରକ୍ଷା ବ୍ୟବସ୍ଥା ଉପରେ ଅଧିକ ଜୋର ଦେଉଛନ୍ତି। ଦିଲ୍ଲୀ ପୋଲିସ ଢାଞ୍ଚାରେ ରାଜ୍ୟରେ ସ୍ପେଶାଲ ସେଲ ଗଠନ ଲାଗି ସରକାରଙ୍କୁ କମିଶନରେଟ ପୋଲିସ ପ୍ରସ୍ତାବ ଦେଇଛି। ସେହିପରି ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ଡିଇଓମାନଙ୍କୁ ସବୁ ମଦ୍ରାସାର ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଦିଲ୍ଲୀ ପୋଲିସ ଢାଞ୍ଚାରେ ଓଡ଼ିଶାରେ ଗଠନ ହେବ ସ୍ପେଶାଲ ସେଲ୍। ଏ ନେଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଏହି ସେଲ୍ ମୁଖ୍ୟତଃ ଆତଙ୍କବାଦୀ କାର୍ଯ୍ୟକଳାପ ଓ ସଂଗଠିତ ଅପରାଧ ଉପରେ ନଜର ରଖିବ ବୋଲି ପୋଲିସ କମିଶନର ରାଜେନ୍ଦ୍ର ପ୍ରସାଦ ଶର୍ମା ସୂଚନା ଦେଇଛନ୍ତି।ଓଡ଼ିଶାରେ ବିଭିନ୍ନ ସମୟରେ ଆତଙ୍କବାଦୀ ଲିଙ୍କ୍ ଓ କାର୍ଯ୍ୟକଳାପରେ ସମ୍ପୃକ୍ତି ନେଇ ଅଭିଯୋଗ ଆସିବା ପରେ ଏଭଳି ସେଲ୍ ଗଠନ ପାଇଁ କମିଶନରେଟ୍ ପୋଲିସ୍ ପ୍ରସ୍ତାବ ଦେଇଥିବା ସେ କହିଛନ୍ତି।

ସେହିପରି ସନ୍ଦିଗ୍ଧ ଅଲକାଏଦା ଆତଙ୍କବାଦୀ ଅବଦୁର୍ ରେହମାନ୍ ଚଳାଉଥିବା ମଦ୍ରାସା ନେଇ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର। ମଦ୍ରାସା ପରିଚାଳନା ନେଇ ସଂଖ୍ୟାଲଘୁ ବ୍ୟାପାର ଫେରାଇଥିବା ପ୍ରସ୍ତାବ ସତ୍ୟ ବୋଲି କହିଛନ୍ତି ମନ୍ତ୍ରୀ। ଏ ନେଇ ରିପୋର୍ଟ ଦେବାକୁ ଡିଇଓଙ୍କୁ କୁହାଯାଇଛି। ଟାଙ୍ଗୀରେ ଥିବା ମଦ୍ରାସା ବେଆଇନ ହୋଇଥିବା ଜଣାପଡିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଥିସହ ସବୁ ମଦ୍ରାସାର ଅନୁଧ୍ୟାନ ପାଇଁ ଡିଇଓଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି। ପୂର୍ବରୁ ସଂଖ୍ୟାଲଘୁ ବ୍ୟାପାର ନିର୍ଦ୍ଦେଶକ କହିଥିଲେ, ଦାୟିତ୍ୱ ହସ୍ତାନ୍ତର ଲାଗି ଗଣଶିକ୍ଷା ବିଭାଗ ପ୍ରସ୍ତାବ ଦେଇଥିଲା। ଜୁନରେ ଆସିଥିବା ଏହି ପ୍ରସ୍ତାବକୁ ଗତ ୧୦ତାରିଖରେ ଫେରାଇ ଦେଇଥିଲୁ।

ରାଜ୍ୟରେ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ ପରେ ଆତଙ୍କବାଦୀ କାର୍ଯ୍ୟକଳାପ ଉପରେ ଆଲର୍ଟ ରହିବାକୁ ପୋଲିସ ବିଭାଗକୁ ରାଜ୍ୟ ଗୃହ ସଚିବ ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story