ମହିଳା ସାମ୍ୱାଦିକ କେମିତି ବନିଲେ ପୀଡ଼ିତା: ପୋଲିସ ଆଗରେ କହିଲେ ଗୋଟି ଗୋଟି କଥା

ଭୁବନେଶ୍ୱର: ଚଳନ୍ତା ବସ୍‌ରେ ଯୁବତୀଙ୍କୁ ଅସଦାଚରଣ ଘଟଣାର ତଦନ୍ତ ଆରମ୍ଭ କରିଛି କମିଶନରେଟ ପୋଲିସ। ଆଜି ପୀଡ଼ିତା ସାମ୍ୱାଦିକ ଓ କଣ୍ଡକ୍ଟରଙ୍କ ବୟାନ୍‌ ରେକର୍ଡ଼ କରିଛି ପୋଲିସ୍‌। ଖୁବ୍‌ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ। ଅସଦାଚରଣରେ ଶିକାର ହୋଇଥିବା ମହିଳା ସାମ୍ୱାଦିକଙ୍କ ଫୋନ୍‌ କଲ୍‌କୁ କଣ ପାଇଁ ପୋଲିସ ରିସିଭ କରିପାରିଲା ନାହିଁ ତାହାର ମଧ୍ୟ ତଦନ୍ତ କରାଯିବ ବୋଲି ପୋଲିସ କମିଶନର ୱାଇ.ବି. ଖୁରାନିଆ କହିଛନ୍ତି। ଚଳନ୍ତା ବସ୍‌ରେ ଜଣେ ଯୁବତୀଙ୍କୁ ଅସଦାଚରଣ ଘଟଣା ଖବର ପ୍ରକାଶ […]

cuttack-girl

cuttack-girl

Rakesh Mallick
  • Published: Friday, 31 March 2017
  • Updated: 31 March 2017, 06:21 PM IST

Sports

Latest News

ଭୁବନେଶ୍ୱର: ଚଳନ୍ତା ବସ୍‌ରେ ଯୁବତୀଙ୍କୁ ଅସଦାଚରଣ ଘଟଣାର ତଦନ୍ତ ଆରମ୍ଭ କରିଛି କମିଶନରେଟ ପୋଲିସ। ଆଜି ପୀଡ଼ିତା ସାମ୍ୱାଦିକ ଓ କଣ୍ଡକ୍ଟରଙ୍କ ବୟାନ୍‌ ରେକର୍ଡ଼ କରିଛି ପୋଲିସ୍‌। ଖୁବ୍‌ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ। ଅସଦାଚରଣରେ ଶିକାର ହୋଇଥିବା ମହିଳା ସାମ୍ୱାଦିକଙ୍କ ଫୋନ୍‌ କଲ୍‌କୁ କଣ ପାଇଁ ପୋଲିସ ରିସିଭ କରିପାରିଲା ନାହିଁ ତାହାର ମଧ୍ୟ ତଦନ୍ତ କରାଯିବ ବୋଲି ପୋଲିସ କମିଶନର ୱାଇ.ବି. ଖୁରାନିଆ କହିଛନ୍ତି।

ଚଳନ୍ତା ବସ୍‌ରେ ଜଣେ ଯୁବତୀଙ୍କୁ ଅସଦାଚରଣ ଘଟଣା ଖବର ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ପୋଲିସ୍‌ ତନାଘନା ଆରମ୍ଭ କରିଥିଲା। ଯୁବତୀ ଜଣଙ୍କ ଅସଦାଚରଣର ଶିକାର ହୋଇଥିବା ବସ୍‌କୁ ପୋଲିସ ଚିହ୍ନଟ କରିଛି। କଟକ ଡିସିପିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍‌ ଘଟଣାର ତଦନ୍ତ କରୁଛି।

ଗତ ବୁଧବାର ସକାଳ ସାଢ଼େ ୭ଟାରେ ଯୁବତୀ ଜଣକ ପଟ୍ଟାମୁଣ୍ଡାଇରୁ ବସ୍‌ ଧରିଥିଲେ। କେନ୍ଦ୍ରାପଡ଼ା ପର୍ଯ୍ୟନ୍ତ ସବୁ ଠିକ୍‌ଠାକ୍‌ ଥିଲା । କେନ୍ଦ୍ରାପଡ଼ା ବସ୍‌ଷ୍ଟାଣ୍ଡରୁ ଜଣେ ମଧ୍ୟ ବୟସ୍କ ବ୍ୟକ୍ତି ବସ୍‌ରେ ଚଢିବା ପରେ ଆତଙ୍କ ଯେମିତି ଖେଳି ଯାଇଥିଲା। ଗାଡି କିଛି ବାଟ ଆଗକୁ ଯାଇଛି, ସେହି ବ୍ୟକ୍ତିଜଣକ ଯୁବତୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଆରମ୍ଭ କରିଦେଇଥିଲେ। ପୀଡିତା ବାରଣକୁ ସେ କିନ୍ତୁ ଖାତିର କରି ନ ଥିଲେ। ଚଣ୍ଡିଖୋଲରେ ପରିସ୍ଥିତି ଅସହ୍ୟ ହେବାରୁ ଯୁବତୀ ପାଟି କରିଥିଲେ। ମାତ୍ର ଅନ୍ୟ ଯାତ୍ରୀମାନେ ପାଟି ନ ଖୋଲି ଚୁପ୍‌ ବସିଥିଲେ। କିଛି ସମୟରେ ପରେ ବସ୍‌ କଣ୍ଡକ୍ଟର ଆସି ବୁଝାଶୁଝା କରିବା ପରେ ଯୁବତୀ ଜଣକ ତାଙ୍କ ସିଟ୍‌ରେ ବସିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story