ପୋଲିସ ଓ ସରକାରୀ ଓକିଲଙ୍କୁ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରୁଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଗୃହ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ବେଳେ ଆଜି ବିରୋଧୀ ଦଳ ନେତା ନରସିଂହ ମିଶ୍ର ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଥିଲେ। ସେ କହିଥିଲେ ରାଜ୍ୟରେ ପୋଲିସ ଓ ସରକାରୀ ଓକିଲଙ୍କୁ ମୁଖ୍ୟମନ୍ତ୍ରୀ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରୁଛନ୍ତି। ପୋଲିସ ଆଇନ ଓ ଲୋକାୟୁକ୍ତ ଆଇନ କାର୍ଯ୍ୟକାରୀ ନ ହେବା ପାଇଁ ସରକାର ଦାୟୀ। ସେ ଆହୁରି ଅଭିଯୋଗ କରିଥିଲେ ରାଜ୍ୟରେ ପ୍ରତିଦିନ ୬ ଜଣ ମହିଳା ବଳାତ୍କାର ଶିକାର ହେଉଛନ୍ତି। ବିଜେଡି ନେତାଙ୍କ ସହ ଅପରାଧୀମାନେ […]

narasingh-mishra

narasingh-mishra

Rakesh Mallick
  • Published: Thursday, 08 December 2016
  • Updated: 08 December 2016, 09:17 PM IST

Sports

Latest News

narasingh-mishraଭୁବନେଶ୍ୱର: ଗୃହ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ବେଳେ ଆଜି ବିରୋଧୀ ଦଳ ନେତା ନରସିଂହ ମିଶ୍ର ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଥିଲେ। ସେ କହିଥିଲେ ରାଜ୍ୟରେ ପୋଲିସ ଓ ସରକାରୀ ଓକିଲଙ୍କୁ ମୁଖ୍ୟମନ୍ତ୍ରୀ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରୁଛନ୍ତି। ପୋଲିସ ଆଇନ ଓ ଲୋକାୟୁକ୍ତ ଆଇନ କାର୍ଯ୍ୟକାରୀ ନ ହେବା ପାଇଁ ସରକାର ଦାୟୀ।

ସେ ଆହୁରି ଅଭିଯୋଗ କରିଥିଲେ ରାଜ୍ୟରେ ପ୍ରତିଦିନ ୬ ଜଣ ମହିଳା ବଳାତ୍କାର ଶିକାର ହେଉଛନ୍ତି। ବିଜେଡି ନେତାଙ୍କ ସହ ଅପରାଧୀମାନେ ସମ୍ପର୍କ ରଖି ଖସି ଯାଉଛନ୍ତି। ଆକ୍ରୋଶମୂଳକ ଭାବେ କଂଗ୍ରେସ ନେତା ରମେଶ ଜେନାଙ୍କୁ ଗିରଫ କରାଯାଇ ତାଙ୍କ ନାଁରେ ମାମଲା ରୁଜୁ କରାଯାଉଛି।

ରାଜ୍ୟରେ ଆଇନଶୃଙ୍ଖଲା ପରିସ୍ଥିତି ଠିକ୍‌ ରହିଛି ବୋଲି ଆଜି ଗୃହ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ବେଳେ ପୋଲିସର ସକ୍ରିୟତା ଯୋଗୁଁ ରାଜ୍ୟରେ ମାଓ ଉପଦ୍ରବ କମିଛି ଓ କନ୍ଧମାଳ, କଳାହାଣ୍ଡି, ବୌଦ୍ଧ ଏବଂ ନୟାଗଡ଼ ଜିଲ୍ଲାରେ ମାଓବାଦୀଙ୍କ କାର୍ଯ୍ୟକଳାପ ହ୍ରାସ ପାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ୨୦୧୫-୧୬ ବର୍ଷରେ ୪୮ ଜଣ ମାଓବାଦୀ ନିହତ ହୋଇଥିବା ବେଳେ ୮୮ ଜଣ ଗିରଫ ହୋଇଛନ୍ତି ଓ ୯୫ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି ବୋଲି ସେ ସୂଚନା ଦେଇଥିଲେ।

ସେ ଆହୁରି କହିଥିଲେ ମହିଳାଙ୍କ ସୁରକ୍ଷା ପାଇଁ ଆଣ୍ଟି ହ୍ୟୁମାନ ଟ୍ରାଫିକିଙ୍ଗ ୟୁନିଟ୍‌ ଗଠନ କରାଯାଇଛି। ମହିଳାଙ୍କ ପ୍ରତି ଅପରାଧ ରୋକିବା ପାଇଁ ମହିଳା-ଶିଶୁ ଡେସ୍କ ଗଠନ ହୋଇଛି। ଜଘନ୍ୟ ଅପରାଧର ତଦାରଖ କରିବା ପାଇଁ ସ୍ୱତନ୍ତ୍ର ପିପି ନିଯୁକ୍ତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story