କନ୍ଧମାଳରେ ମାଓବାଦୀ ଓ ପୋଲିସ୍ ଗୁଳିବିନିମୟ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ବାରଖମା ଥାନା ଅନ୍ତର୍ଗତ ପଖୋରୀ ବନ୍ଧ ଜଙ୍ଗଲରେ ଆଜି ପୁଣି ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ପଖୋରୀ ବନ୍ଧ ଜଙ୍ଗଲରେ ସୁରକ୍ଷାକର୍ମୀ ମାନେ କମ୍ବିଂ ଅପରେସନ୍ କରୁଥିବା ସମୟରେ ଗୁଳି ବିନିମୟ ହୋଇଛି। କନ୍ଧମାଳ ଏସପି କନୱର ବିଶାଳ ସିଂହ କହିଛନ୍ତି, “ଗୁଳିବିନିମୟ ପରେ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି । କ୍ଷୟକ୍ଷତିର କୌଣସି ସୂଚନା ମିଳିନାହିଁ।  ଟିମ୍ ଫେରିଲେ  ଅଧିକ ତଥ୍ୟ ଜଣାପଡ଼ିବ।” ମାର୍ଚ୍ଚ ୨୮ ତାରିଖରେ କନ୍ଧମାଳ […]

sp

sp

Rakesh Mallick
  • Published: Wednesday, 30 March 2016
  • Updated: 30 March 2016, 12:14 PM IST

ଫୁଲବାଣୀ: କନ୍ଧମାଳ ଜିଲ୍ଲା ବାରଖମା ଥାନା ଅନ୍ତର୍ଗତ ପଖୋରୀ ବନ୍ଧ ଜଙ୍ଗଲରେ ଆଜି ପୁଣି ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ପଖୋରୀ ବନ୍ଧ ଜଙ୍ଗଲରେ ସୁରକ୍ଷାକର୍ମୀ ମାନେ କମ୍ବିଂ ଅପରେସନ୍ କରୁଥିବା ସମୟରେ ଗୁଳି ବିନିମୟ ହୋଇଛି।

କନ୍ଧମାଳ ଏସପି କନୱର ବିଶାଳ ସିଂହ କହିଛନ୍ତି, “ଗୁଳିବିନିମୟ ପରେ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି । କ୍ଷୟକ୍ଷତିର କୌଣସି ସୂଚନା ମିଳିନାହିଁ।  ଟିମ୍ ଫେରିଲେ  ଅଧିକ ତଥ୍ୟ ଜଣାପଡ଼ିବ।”

ମାର୍ଚ୍ଚ ୨୮ ତାରିଖରେ କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଅଞ୍ଚଳର ଲଡ଼ାପଦର ଗାଁ ନିକଟରେ ଥିବା ଜଙ୍ଗଲରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଗୋଛାପଡ଼ା ଅଞ୍ଚଳର ଲଡ଼ାପଦର ଗାଁ  ନିକଟସ୍ଥ ଜଙ୍ଗଲରେ  ସୁରକ୍ଷା କର୍ମୀମାନେ କମ୍ବିଂ ଅପରେସନ୍  କରୁଥିବା ସମୟରେ ଗୁଳି ବିନିମୟ ହୋଇଥିଲା।  କମ୍ବିଂ ବେଳେ ମାଓ କ୍ୟାମ୍ପ ଠାବ କରାଯାଇଛି। ମାଓ କ୍ୟାମ୍ପରୁ କିଛି ମାଓ ସାମଗ୍ରୀ ଜବତ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story