ପୋଲିସ୍ ପଦକ ଘୋଷଣା: ବିନୟତୋଷ ମିଶ୍ର ଓ ପ୍ରସନ୍ନ ଦାସ ପାଇବେ ରାଷ୍ଟ୍ରପତି ପଦକ

ଭୁବନେଶ୍ୱର: ସ୍ୱାଧୀନତା ଦିବସ ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ପୋଲିସ୍ ପଦକ ଘୋଷଣା କରାଯାଇଛି। ଓଡ଼ିଶାରୁ ୧୬ ଜଣ ସାହାସିକତା ପଦକ ପାଇବାକୁ ମନୋନୀତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଏସ୍‌ପି ବ୍ରିଜେଶ କୁମାର ରାୟ, ମିତ୍ରଭାନୁ ମହାପାତ୍ର ଓ ସର୍ଜେଣ୍ଟ ଚନ୍ଦ୍ରଶେଖର ଦାସ। ବିଶିଷ୍ଟ ସେବା ପାଇଁ ୨ ଜଣ ରାଷ୍ଟ୍ରପତି ପୋଲିସ୍ ପଦକ ପାଇବାକୁ ମନୋନୀତ ହୋଇଛନ୍ତି। ସେମାନେ ହେଲେ ଆଇଜି ବିନୟତୋଷ ମିଶ୍ର ଓ ଇନ୍ସପେକ୍ଟର ପ୍ରସନ୍ନ କୁମାର ଦାସ। ୧୧ […]

police

police

Rakesh Mallick
  • Published: Sunday, 14 August 2016
  • Updated: 14 August 2016, 02:03 PM IST

Sports

Latest News

ଭୁବନେଶ୍ୱର: ସ୍ୱାଧୀନତା ଦିବସ ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ପୋଲିସ୍ ପଦକ ଘୋଷଣା କରାଯାଇଛି। ଓଡ଼ିଶାରୁ ୧୬ ଜଣ ସାହାସିକତା ପଦକ ପାଇବାକୁ ମନୋନୀତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଏସ୍‌ପି ବ୍ରିଜେଶ କୁମାର ରାୟ, ମିତ୍ରଭାନୁ ମହାପାତ୍ର ଓ ସର୍ଜେଣ୍ଟ ଚନ୍ଦ୍ରଶେଖର ଦାସ। ବିଶିଷ୍ଟ ସେବା ପାଇଁ ୨ ଜଣ ରାଷ୍ଟ୍ରପତି ପୋଲିସ୍ ପଦକ ପାଇବାକୁ ମନୋନୀତ ହୋଇଛନ୍ତି। ସେମାନେ ହେଲେ ଆଇଜି ବିନୟତୋଷ ମିଶ୍ର ଓ ଇନ୍ସପେକ୍ଟର ପ୍ରସନ୍ନ କୁମାର ଦାସ। ୧୧ ଜଣଙ୍କୁ ଉଲ୍ଲେଖନୀୟ ସେବା ପାଇଁ ପୋଲିସ୍ ପଦକ ଦିଆଯିବ। ଅଗ୍ନିଶମ ସେବା ପାଇଁ ରବୀନ୍ଦ୍ର କୁମାର ସ୍ୱାଇଁ ପଦକ ପାଇବେ। ତିନି ଜଣ ହୋମଗାର୍ଡ ପଦକ ପାଇବେ। ସେମାନେ ହେଲେ ଅଭିରାମ ଖୁଣ୍ଟିଆ, ଚନ୍ଦ୍ରମଣି ପଟ୍ଟନାୟକ ଓ ବିଭୂତି ଭୂଷଣ ପଣ୍ଡା।

ପଦକ ପାଇବାକୁ ମନୋନୀତ ହୋଇଥିବା ପୋଲିସ୍ ଅଧିକାରୀ ଓ କର୍ମଚାରୀଙ୍କୁ ପୋଲିସ୍ ଡିଜି ଶୁଭେଚ୍ଛା ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story