କେନ୍ଦ୍ରାପଡ଼ାରେ ବିଜେପିର ମିଶ୍ରଣ ପର୍ବ ସରିଲା, କିନ୍ତୁ ...

କେନ୍ଦ୍ରାପଡ଼ା: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଆଜି କେନ୍ଦ୍ରାପଡାରେ ବିଜେପିର ମିଶ୍ରଣ ପର୍ବ ଆୟୋଜିତ ହୋଇଯାଇଛି। ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡା ଏବଂ ଆଳିର ପୂର୍ବତନ ବିଧାୟକ ଦୋଳଗୋବିନ୍ଦ ନାୟକ ଏହି ଅବସରରେ ବିଜେପିରେ ସାମିଲ ହୋଇଛନ୍ତି। ଏହି କାର୍ଯ୍ୟକ୍ରମ ପୂର୍ବରୁ ଦଳ ମଧ୍ୟରେ ଥିବା ଅସନ୍ତୋଷ ପଦାକୁ ଆସିଥିଲା। ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କୁ କାର୍ଯ୍ୟକ୍ରମକୁ ଡକା ଯାଇ ନ ଥିବା ଅଭିଯୋଗରେ ଜିଲ୍ଲା ସଭାପତି ସୁକାନ୍ତ ଦ୍ୱିବେଦୀ କାର୍ଯ୍ୟକ୍ରମକୁ ବର୍ଜନ କରିଥିଲେ। […]

bjp

bjp

Rakesh Mallick
  • Published: Sunday, 11 June 2017
  • Updated: 11 June 2017, 05:01 PM IST

Sports

Latest News

କେନ୍ଦ୍ରାପଡ଼ା: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଆଜି କେନ୍ଦ୍ରାପଡାରେ ବିଜେପିର ମିଶ୍ରଣ ପର୍ବ ଆୟୋଜିତ ହୋଇଯାଇଛି। ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡା ଏବଂ ଆଳିର ପୂର୍ବତନ ବିଧାୟକ ଦୋଳଗୋବିନ୍ଦ ନାୟକ ଏହି ଅବସରରେ ବିଜେପିରେ ସାମିଲ ହୋଇଛନ୍ତି।

ଏହି କାର୍ଯ୍ୟକ୍ରମ ପୂର୍ବରୁ ଦଳ ମଧ୍ୟରେ ଥିବା ଅସନ୍ତୋଷ ପଦାକୁ ଆସିଥିଲା। ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କୁ କାର୍ଯ୍ୟକ୍ରମକୁ ଡକା ଯାଇ ନ ଥିବା ଅଭିଯୋଗରେ ଜିଲ୍ଲା ସଭାପତି ସୁକାନ୍ତ ଦ୍ୱିବେଦୀ କାର୍ଯ୍ୟକ୍ରମକୁ ବର୍ଜନ କରିଥିଲେ।

ବିଜୟଙ୍କ କ୍ଷୋଭ: ମୋତେ କହି ଡାକି ନ ଥିଲେ

କାର୍ଯ୍ୟକ୍ରମକୁ ଡକାଯାଇ ନ ଥିବା ଅଭିଯୋଗ କରି ବିଜୟ କ୍ଷୋଭ ପ୍ରକାଶ କରିଛନ୍ତି। ସେ କହିଛନ୍ତି,“ଏ ସମ୍ପର୍କରେ ମୁଁ କିଛି ଜାଣିନାହିଁ। ମୋତେ କେହି କିଛି ଜଣାଇ ନାହାନ୍ତି। ରାଜ୍ୟ ସଭାପତି ମୋ ସହ କିଛି ଆଲୋଚନା କରିନାହାନ୍ତି। ମୋତେ ଡକାଯାଇ ନ ଥିବାରୁ ସ୍ଥାନୀୟ କାର୍ଯ୍ୟକର୍ତ୍ତା କାର୍ଯ୍ୟକ୍ରମକୁ ନ ଯିବାକୁ ନିଷ୍ପତ୍ତି ନେଇଥିଲେ।”

ଅନ୍ୟପକ୍ଷରେ ଏହି ପ୍ରସଙ୍ଗରେ ଦଳ ପକ୍ଷରୁ ପ୍ରତିକ୍ରିୟା ରଖାଯାଇଛି। ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି,“ ବିଜୟଙ୍କୁ ଆଗରୁ ସୂଚନା ଦିଆ ଯାଇଥିଲା। ଦଳରେ କିଏ କେଉଁଠି ମିଶିବ, ଉଚ୍ଚସ୍ତରୀୟ କମିଟି ନିଷ୍ପତ୍ତି ନେଇଥାଏ। ତେଣୁ ସମସ୍ତଙ୍କୁ ଜଣାଇବା ଆବଶ୍ୟକ ନାହିଁ। ବିଜୟ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ। ସେହି ହିସାବରେ ଯେଉଁ ଫୋରମ୍‌ରେ ତାଙ୍କୁ ସୂଚନା ଦିଆଯିବା କଥା ଦିଆଯାଇଛି।”

ସେ ଆହୁରି କହିଛନ୍ତି, “ଦଳର ଶକ୍ତି ବୃଦ୍ଧି ହେଲେ ବ୍ୟକ୍ତିର ଶାନ୍ତି ବୃଦ୍ଧି ପାଇଥାଏ। ବିଜୟ ଔଚିତ୍ୟ ନ ଥିବା ଭଳି କଥା କହୁଛନ୍ତି। ଅନୁଶାସନ ଜଗୁଥିବା ଦଳରେ ଏପରି ହୁଏ ନାହିଁ।”

‘ଗୋ-ବ୍ୟାକ୍‌ ଧର୍ମେନ୍ଦ୍ର’

ମିଶ୍ରଣ ପର୍ବ ଆରମ୍ଭ ପୂର୍ବରୁ ତିନିମୁହାଣୀ ଛକରେ କଂଗ୍ରେସ କର୍ମୀମାନେ  କଳାପତାକା ଦେଖାଇ ବିରୋଧ ପ୍ରଦର୍ଶନ କରିଥିଲେ। ଧର୍ମେନ୍ଦ୍ର ପ୍ରଧାନ ଗୋ-ବ୍ୟାକ ସ୍ଲୋଗାନ ଦେଇ ପ୍ରତିବାଦ ଜଣାଇଥିଲେ। ଏହି ସମୟରେ ୧୧ଜଣ କଂଗ୍ରେସ କର୍ମୀଙ୍କୁ ପୋଲିସ ଅଟକ ରଖିଛି। ଏହାସହ ତିନିମୁହାଣୀ ଛକରେ ଲାଗିଥିବା ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟାନରକୁ ଅଣ୍ଡାମାଡ କରାଯାଇଥିବା ଅଭିଯୋଗ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story