‘ସେନା ମୁଖ୍ୟ ସଡ଼କର ଗୁଣ୍ଡା’ : କଂଗ୍ରେସ ନେତାଙ୍କ ବୟାନକୁ ନେଇ ରାହୁଲ କହିଲେ ଠିକ୍‌ ନୁହେଁ , କିଏ ଦେଇଥିଲେ ମନ୍ତବ୍ୟ 

ନୂଆଦିଲ୍ଲୀ:ଭାରତୀୟ ସେନା ମୁଖ୍ୟଙ୍କ ବିରୋଧରେ କଂଗ୍ରେସ ନେତାଙ୍କ ଆପତ୍ତିଜନକ ମନ୍ତବ୍ୟ। ସେନାମୁଖ୍ୟ ଜେନେରାଲ ବିପିନ ରାୱତଙ୍କୁ ‘ସଡ଼କ କା ଗୁଣ୍ଡା’ କହିବା ପରେ ସବୁଠି ତିବ୍ର ପ୍ରତିକ୍ରିୟା। ୟୁପିର ବରିଷ୍ଟ କଂଗ୍ରେସ ନେତା ତଥା ପୂର୍ବତନ ଏମପି  ସନ୍ଦିପ ଦିକ୍ଷିତ୍‌ଙ୍କ ଏହି ବୟାନ କଂଗ୍ରେସକୁ ଅଡ଼ୁଆରେ ପକାଇଛି। ଏନେଇ ରାଜନୈତିକ ମହଲ ତଥା ବିଜେପି ପକ୍ଷରୁ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ରାହୁଲ ଗାନ୍ଧୀଙ୍କୁ ସ୍ପଷ୍ଟୀକରଣ ଦେବାକୁ ପଡ଼ିଛି। ଏଆଇସିସି ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ଏଭଳି […]

rahul

rahul

Rakesh Mallick
  • Published: Monday, 12 June 2017
  • Updated: 12 June 2017, 07:11 PM IST

Sports

Latest News

ନୂଆଦିଲ୍ଲୀ:ଭାରତୀୟ ସେନା ମୁଖ୍ୟଙ୍କ ବିରୋଧରେ କଂଗ୍ରେସ ନେତାଙ୍କ ଆପତ୍ତିଜନକ ମନ୍ତବ୍ୟ। ସେନାମୁଖ୍ୟ ଜେନେରାଲ ବିପିନ ରାୱତଙ୍କୁ ‘ସଡ଼କ କା ଗୁଣ୍ଡା’ କହିବା ପରେ ସବୁଠି ତିବ୍ର ପ୍ରତିକ୍ରିୟା। ୟୁପିର ବରିଷ୍ଟ କଂଗ୍ରେସ ନେତା ତଥା ପୂର୍ବତନ ଏମପି  ସନ୍ଦିପ ଦିକ୍ଷିତ୍‌ଙ୍କ ଏହି ବୟାନ କଂଗ୍ରେସକୁ ଅଡ଼ୁଆରେ ପକାଇଛି।

ଏନେଇ ରାଜନୈତିକ ମହଲ ତଥା ବିଜେପି ପକ୍ଷରୁ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ରାହୁଲ ଗାନ୍ଧୀଙ୍କୁ ସ୍ପଷ୍ଟୀକରଣ ଦେବାକୁ ପଡ଼ିଛି। ଏଆଇସିସି ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ଏଭଳି ମନ୍ତବ୍ୟକୁ  କଡ଼ା ନିନ୍ଦା କରିଛନ୍ତି। କହିଛନ୍ତି  ରାଜନୈତିକ ନେତାମାନେ ସେନା ମୁଖ୍ୟଙ୍କ ବିରୋଧରେ କୌଣସି କମେଣ୍ଟ ଦେବା କଥା ନୁହେଁ। ଏଭଳି କହିବା ସମ୍ପୂର୍ଣ୍ଣ ଭୁଲ। ଆମର ସେନା ଦେଶକୁ ରକ୍ଷା କରୁଛନ୍ତି। ତେଣୁ ସେମାନଙ୍କ ବିରୋଧରେ କୌଣସି ମନ୍ତବ୍ୟ ଦିଆଯିବା ଉଚିତ୍‌ ନୁହଁ ବୋଲି  ବାଙ୍ଗାଲୋରରେ ଏକ ଜନସଭାରେଉଦ୍‌ବୋଧନ ଦେଇ ରାହୁଲ ଗାନ୍ଧୀ ଏହା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story