ପୋଷ୍ଟର ୱାର: ମୋଦିଙ୍କ ଫଟୋରେ କାଳି

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ଅବସରରେ ତୀବ୍ର ହେଉଛି ପୋଷ୍ଟର ୱାର। ଶନିବାର ସକାଳେ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ମୋଦିଙ୍କ ପୋଷ୍ଟରରେ କାଳି ବୋଳାଯାଇଥିବା ଦେଖିବାକୁ ମିଳିଥିଲା। ଏଜି ଛକରୁ ରାଜମହଲ ଯିବା ରାସ୍ତାରେ  ଥିବା ମୋଦିଙ୍କ ପୋଷ୍ଟରରେ କାଳି ବୋଳାଯାଇଥିବା ଦେଖିବାକୁ ମିଳିଛି। ସେହିପରି ହାଉସିଂବୋର୍ଡ ଛକରେ ମଧ୍ୟ କାଳି ବୋଲାଯାଇଥିବା ଦେଖିବାକୁ ମିଳିଛି। ଏହି ଘଟଣାକୁ ତୀବ୍ର ନିନ୍ଦା କରିଛି ବିଜେପି। ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ଆଦିବାସୀ ବ୍ୟାପାର […]

prim minister

prim minister

Rakesh Mallick
  • Published: Saturday, 06 February 2016
  • Updated: 06 February 2016, 02:00 PM IST

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ଅବସରରେ ତୀବ୍ର ହେଉଛି ପୋଷ୍ଟର ୱାର। ଶନିବାର ସକାଳେ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ମୋଦିଙ୍କ ପୋଷ୍ଟରରେ କାଳି ବୋଳାଯାଇଥିବା ଦେଖିବାକୁ ମିଳିଥିଲା। ଏଜି ଛକରୁ ରାଜମହଲ ଯିବା ରାସ୍ତାରେ  ଥିବା ମୋଦିଙ୍କ ପୋଷ୍ଟରରେ କାଳି ବୋଳାଯାଇଥିବା ଦେଖିବାକୁ ମିଳିଛି। ସେହିପରି ହାଉସିଂବୋର୍ଡ ଛକରେ ମଧ୍ୟ କାଳି ବୋଲାଯାଇଥିବା ଦେଖିବାକୁ ମିଳିଛି।

ଏହି ଘଟଣାକୁ ତୀବ୍ର ନିନ୍ଦା କରିଛି ବିଜେପି। ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଫଟୋରେ କାଳି ବୋଳା ଯିବା ଘଟଣାକୁ ସେ କଠୋର ଭାଷାରେ ନିନ୍ଦା କରୁଛନ୍ତି। ପ୍ରଶାସନ ଏ ଦିଗରେ ଅଧିକ ସକ୍ରିୟ ହେବା ଉଚିତ୍।

ସେହିପରି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଫଟୋରେ କାଳି ବୋଳିବା ଘଟଣା ଅତ୍ୟନ୍ତ ନିନ୍ଦନୀୟ। ଏହା ରାଜ୍ୟର ନବୀନ ସରକାରଙ୍କ ଅପାରଗତାକୁ ପଦାରେ ପକାଇ ଦେଇଛି। ବିଜେପି ଏହାର ଠିକଣା ଜବାବ ଦେବ। ଏହାର ଜବାବ ରାଜନୈତିକ ଉପାୟରେ ଦିଆଯିବ। ସେ କହିଛନ୍ତି ଯେ ପାରାଦୀପ ତୈଳ ବିଶୋଧନାଗାର ପ୍ରତିଷ୍ଠାରେ ଯେଉଁମାନଙ୍କର ଭୂମିକା ରହିଛି ସେମାନେ ଧନ୍ୟବାଦର ପାତ୍ର। ମହତାବଙ୍କଠାରୁ ଆରମ୍ଭ କରି ବିଜୁ ବାବୁ, ନବୀନଙ୍କଠାରୁ ଆରମ୍ଭ କରି ଧର୍ମେନ୍ଦ୍ର ପ୍ରଧାନ, ଅଟଳ ବିହାରୀ ବାଜପେୟୀଙ୍କଠାରୁ ଆରମ୍ଭ କରି ନରେନ୍ଦ୍ର ମୋଦିଙ୍କ ପର୍ଯ୍ୟନ୍ତ ସମେସ୍ତ ଏଥିପାଇଁ ଧନ୍ୟବାଦର ପାତ୍ର।

ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ପାରାଦୀପ ତୈଳ ବିଶୋଧନାଗାର ନେଇ ବିଭିନ୍ନ ଖବରକାଗଜରେ ଦିଆଯାଇଥିବା ବିଜ୍ଞାପନକୁ ମଧ୍ୟ ବସନ୍ତ ପଣ୍ଡା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ରାଜ୍ୟ ସରକାର ଏହି ବିଜ୍ଞାପନରେ ପ୍ରଧାନମନ୍ତ୍ରୀ ଫଟୋ ନ ଛାପି ସୁପ୍ରିମ୍‌କୋର୍ଟଙ୍କ ଗାଇଡ୍‌ଲାଇନ୍‌କୁ ବେଖାତିର କରିଛନ୍ତି। ଏହା ବିଜେଡିର ଚମର ଅସହିଷ୍ଣୁତାର ପରିଚୟ ବୋଲି ସେ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀଙ୍କ ଫଟୋରେ କାଳି ବୋଳା ଯିବା ଘଟଣାକୁ ଗୁରୁତର ସହ ନେଇଛି କମିଶନରେଟ ପୋଲିସ୍। ପୋଲିସ କମିଶନର ୱାଇ.ବି ଖୁରାନିଆ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଫଟୋରେ କାଳି ବୋଳା ଯିବା ଘଟଣା ନିନ୍ଦନୀୟ।  ଏମିତି ହେବା ଉଚିତ ନୁହେଁ। ଏପରି ନ କରିବାକୁ ପୋଲିସ୍ ପକ୍ଷରୁ ସମସ୍ତଙ୍କୁ ଅନୁରୋଧ କରାଯାଉଛି। ଏଭଳି ଘଟଣାକୁ ରୋକିବାକୁ ପାଟ୍ରୋଲିଂକୁ କଡ଼ାକଡ଼ି କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ, ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଫଟୋ ଚିରାଯିବା ନେଇ ଭୁବନେଶ୍ୱରର ଏକ ଥାନାରେ ମାମଲା ରୁଜୁ କରାଯାଇଥିଲା। ଭୁବନେଶ୍ୱର ମହାନଗର ନିଗମର ମେୟର ଓ ଡେପୁଟି ମେୟର ଏହି ଅଭିଯୋଗ ଆଣିଥିଲେ। ଏନେଇ ମେୟର ଅନନ୍ତ ନାରାୟଣ ଜେନା ପୋଲିସ୍ କମିଶନରଙ୍କୁ ମଧ୍ୟ ଭେଟିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story