ଭାରତୀୟ ଡାକଘର ତରଫରୁ ପୋଷ୍ଟମ୍ୟାନ ଏବଂ ମେଲ୍ ଗାର୍ଡ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀ ୨୧ ଏପ୍ରିଲ ୨୦୧୮ ପୂର୍ବରୁ ଆବେଦନ କରିପାରିବେ।
ପଦବି ସଂଖ୍ୟା-
୧) ପୋଷ୍ଟମ୍ୟାନ-୧୩୨
୨) ମେଲ୍ ଗାର୍ଡ- ୦୨
ଚାକିରି ସ୍ଥାନ- ହାଇଦ୍ରାବାଦ, ସିକନ୍ଦରାବାଦ
ଶିକ୍ଷାଗତ ଯୋଗ୍ୟତା- ପ୍ରାର୍ଥୀ ମାଟ୍ରିକ୍ ପାସ୍ କରିଥିବା ଆବଶ୍ୟକ।
ବୟସ ସୀମା-୧୮-୨୭ ବର୍ଷ
ଆବେଦନ ଫି- ପଞ୍ଜିକରଣ ପାଇଁ ୧୦୦ଟଙ୍କା ଦେବାକୁ ହେବ।
ଚୟନ ପ୍ରକିୟା- ଲିଖିତ ଏବଂ ଇଣ୍ଟରଭ୍ୟୁ ମାଧ୍ୟମରେ ଚୟନ କରାଯିବ।
ଅଧିକ ସୂଚନା ପାଇଁ ଆପଣ circle.in କିମ୍ବା www.telanganapostalcircle.gov.inରେ ଲଗ୍ଇନ୍ କରନ୍ତୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।