ନିୟମିତ ଖାଆନ୍ତୁ ଆଳୁ: ଦୂର ହେବ ଏହି ସବୁ ସମସ୍ୟା

ଆଳୁ ପ୍ରାୟ ସମସ୍ତଙ୍କର ପ୍ରିୟ। କିଏ ଆଳୁ ଭରତା ଖାଇବାକୁ ଭଲ ପାଏ ତ କିଏ ଆଳୁ ଭଜା। ଡାଲମା ଓ ବିଭିନ୍ନ ପରିବା ତରକାରୀରେ ବି ଆଳୁ ପଡ଼େ। ଅନେକ ମାଂସ, ଚିକେନ୍‌ ତରକାରୀରେ ବି ଆଳୁ ପକାନ୍ତି। କିନ୍ତୁ ଯେଉଁମାନେ ନିଜ ଓଜନକୁ ନେଇ ସତର୍କ ରିହିଥାନ୍ତି, ସେମାନେ ଆଳୁ ଖାଆନ୍ତି ନାହିଁ। ଅନେକ ଲୋକ ଜାଣନ୍ତି ଆଳୁ ଖାଇବା ଦ୍ୱାରା ଶରୀରର ଓଜନ ବୃଦ୍ଧି ହୋଇଥାଏ। ହେଲେ ଆଳୁ ଖାଇବା ଦ୍ୱାରା ଓଜନ […]

potatoes

potatoes

Rakesh Mallick
  • Published: Tuesday, 14 November 2017
  • Updated: 14 November 2017, 07:53 PM IST

Sports

Latest News

ଆଳୁ ପ୍ରାୟ ସମସ୍ତଙ୍କର ପ୍ରିୟ। କିଏ ଆଳୁ ଭରତା ଖାଇବାକୁ ଭଲ ପାଏ ତ କିଏ ଆଳୁ ଭଜା। ଡାଲମା ଓ ବିଭିନ୍ନ ପରିବା ତରକାରୀରେ ବି ଆଳୁ ପଡ଼େ। ଅନେକ ମାଂସ, ଚିକେନ୍‌ ତରକାରୀରେ ବି ଆଳୁ ପକାନ୍ତି। କିନ୍ତୁ ଯେଉଁମାନେ ନିଜ ଓଜନକୁ ନେଇ ସତର୍କ ରିହିଥାନ୍ତି, ସେମାନେ ଆଳୁ ଖାଆନ୍ତି ନାହିଁ। ଅନେକ ଲୋକ ଜାଣନ୍ତି ଆଳୁ ଖାଇବା ଦ୍ୱାରା ଶରୀରର ଓଜନ ବୃଦ୍ଧି ହୋଇଥାଏ। ହେଲେ ଆଳୁ ଖାଇବା ଦ୍ୱାରା ଓଜନ ବଢ଼ିନଥାଏ। ଏହାକୁ କିପରି ଭାବରେ ଖାଇବା ଦରକାର ତାହା ଜାଣିବା ଆବଶ୍ୟକ।

ଯଦି ଆଳୁକୁ ପିଠା କରି ଖାଉଛନ୍ତି କିମ୍ୱା ଫ୍ରାଏ କରି ଖାଉଛନ୍ତି ତେବେ ଏହା ସିଧାସଳଖ ଆପଣ ଓଜନ ଉପରେ ପ୍ରଭାବ ପକାଇଥାଏ।  ଆଳୁରେ ଭିଟାମିନ୍ ବି, ସି, ଆଇରନ୍‌, କ୍ୟାଲସିୟମ୍, ମ୍ୟାଗନିଜ୍ ପରି ବହୁ ପୋଷକ ତତ୍ତ୍ୱ ରହିଛି। ଯାହା ଅନେକ ରୋଗ ଠାରୁ ଆମକୁ ରକ୍ଷା କରିଥାଏ।

ଆହୁରି ମଧ୍ୟ ପଢନ୍ତୁ: ଥଣ୍ଡା ଦିନରେ ଔଷଧ ଭଳି କାମ କରେ ଗୁଡ଼: ଜାଣନ୍ତୁ ଏହାର ଉପକାରିତା

ଯେଉଁ ବ୍ୟକ୍ତିଙ୍କ ରକ୍ତଚାପ ଜନିତ ସମସ୍ୟା ଥିବ ସେମାନେ ଆଳୁ ଖାଇବା ଦରକାର। ଆଳୁ ଖାଇବା ଦ୍ୱାରା ବିପି ନରମାଲ୍‌ ରହିଥାଏ। ଆଳୁ ଚୋପାରେ ବିଭିନ୍ନ ପ୍ରକାର ଫାଇବର ରହିଥାଏ। ତେଣୁ ଖାଦ୍ୟ ପ୍ରସ୍ତୁତି ସମୟରେ ଆଳୁ ଚୋପା କାଟି ବାହାରେ ପକାନ୍ତୁ ନାହିଁ। ଆଳୁ ସିଝା ପାଣି ପିଇବା ଦ୍ୱାରା ପାଚନ କ୍ରିୟା ଠିକ୍‌ ସେ ହୋଇଥାଏ। ଏହାସହିତ ଏସିଡିଟି ସମସ୍ୟା ଦେଖା ଦେଉଥିଲେ ଆଳୁ ଖାଆନ୍ତୁ। ଏସିଡିଟିରୁ ଆରାମ ଲାଗିଥାଏ। ଆଳୁ ପେଷ୍ଟ ଚେହେରାରେ ଲଗାଇଲେ ତ୍ୱଚା ଉଜ୍ୱଳ ଦେଖାଯାଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story