କଚାରୁ ଓ ରାମପୁରରେ ଗାଁରେ କୁକୁଡ଼ା ମରା ଆରମ୍ଭ

ରାଉରକେଲା: ରାଉରକେଲା ଗ୍ରାମାଞ୍ଚଳର କଚାରୁ ଓ ରାମପୁର ଗାଁରେ କୁକୁଡ଼ା ମରା ଆରମ୍ଭ ହୋଇଛି। ତେବେ କଚାରୁ ଗାଁର ଚଟକଟୋଲା ବସ୍ତିରେ କୁକୁଡ଼ା ମରାକୁ ବିରୋଧ କରାଯାଇଛି। ପ୍ରଥମେ ଫାର୍ମରେ ଥିବା କୁକୁଡ଼ା ମାରିବାକୁ ସେମାନେ ଦାବି କରିଛନ୍ତି। କୁକୁଡ଼ା ମାରିବା ପାଇଁ ୫ଟି ଟିମ୍ ଗଠନ କରାଯାଇଛି। ଏହି ଟିମ୍ କଚାରୁ ଗାଁର ଏକ କିଲୋମିଟର ପରିଧି ମଧ୍ୟରେ ପ୍ରାୟ ୧୧୦୦ କୁକୁଡ଼ା ମାରାଯିବ। କୁକୁଡ଼ା ରଖିଥିବା ବ୍ୟକ୍ତିଙ୍କୁ ସରକାରୀ ନିୟମ ଅନୁଯାୟୀ କ୍ଷତିପୂରଣ ଦିଆଯିବ ବୋଲି […]

birdflu

birdflu

Rakesh Mallick
  • Published: Sunday, 08 January 2017
  • Updated: 08 January 2017, 05:31 PM IST

Sports

Latest News

ରାଉରକେଲା: ରାଉରକେଲା ଗ୍ରାମାଞ୍ଚଳର କଚାରୁ ଓ ରାମପୁର ଗାଁରେ କୁକୁଡ଼ା ମରା ଆରମ୍ଭ ହୋଇଛି। ତେବେ କଚାରୁ ଗାଁର ଚଟକଟୋଲା ବସ୍ତିରେ କୁକୁଡ଼ା ମରାକୁ ବିରୋଧ କରାଯାଇଛି। ପ୍ରଥମେ ଫାର୍ମରେ ଥିବା କୁକୁଡ଼ା ମାରିବାକୁ ସେମାନେ ଦାବି କରିଛନ୍ତି।

କୁକୁଡ଼ା ମାରିବା ପାଇଁ ୫ଟି ଟିମ୍ ଗଠନ କରାଯାଇଛି। ଏହି ଟିମ୍ କଚାରୁ ଗାଁର ଏକ କିଲୋମିଟର ପରିଧି ମଧ୍ୟରେ ପ୍ରାୟ ୧୧୦୦ କୁକୁଡ଼ା ମାରାଯିବ। କୁକୁଡ଼ା ରଖିଥିବା ବ୍ୟକ୍ତିଙ୍କୁ ସରକାରୀ ନିୟମ ଅନୁଯାୟୀ କ୍ଷତିପୂରଣ ଦିଆଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।

ଚାରି ଦିନ ତଳେ ଏହି ଅଞ୍ଚଳର କୁକୁଡ଼ା ଠାରୁ ସଂଗୃହୀନ ନମୁନାକୁ ଭୋପାଳ ପଠା ଯାଇଥିଲା। ଉକ୍ତ ନମୁନାରେ ଏଚ୍‌୫ଏନ୍୧ ଭୂତାଣୁ ଥିବା ସ୍ପଷ୍ଟ ହୋଇଥିଲା।

ଅନ୍ୟପକ୍ଷରେ ପେଲିକାନ୍‌ ରକ୍ତ ନମୁନାରେ ବାର୍ଡ ଫ୍ଲୁ ଚିହ୍ନଟ ପରେ ରାଉରକେଲା ସ୍ଥିତ ଇନ୍ଦିରା ଗାନ୍ଧୀ ପାର୍କ ଚିଡ଼ିଆଖାନାକୁ ସପ୍ତାହେ ହେଲା ବନ୍ଦ ରଖାଯାଇଛି। ସିଆଇଏସ୍‌ଏଫ୍‌ କଲୋନୀରେ ମଧ୍ୟ କାଉ ମଡ଼କ ଦେଖିବାକୁ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story