ପ୍ରଦୀପ ଅମାତ ହେବେ ବାଚସ୍ପତି!

ଭୁବନେଶ୍ୱର: ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ ଇସ୍ତଫା ଦେବେ। ସେ ବାଚସ୍ପତି ହେବେ ବୋଲି ଓଟିଭିକୁ ବିଶେଷସୂତ୍ରରୁ ସୂଚନା ମିଳିଛି। ଗତକାଲି ନିରଞ୍ଜନ ପୂଜାରୀ ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ। ମନ୍ତ୍ରିମଣ୍ଡଳରେ ଅଦଳବଦଳ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ଆଜି ଅପରାହ୍ନ ୪ଟା ସୁଦ୍ଧା ୧୦ ମନ୍ତ୍ରୀଙ୍କୁ ଇସ୍ତଫା ଦେବା ପାଇଁ କୁହାଯାଇଥିବା ସୂଚନା ରହିଛି। ସଞ୍ଜୟ ଦାସବର୍ମା ଓ ପ୍ରଦୀପ ପାଣିଗ୍ରାହୀ ମନ୍ତ୍ରୀ ପଦରୁ ଇସ୍ତଫା ଦେଇ ସାରିଛନ୍ତି।

pradeep

pradeep

Rakesh Mallick
  • Published: Saturday, 06 May 2017
  • Updated: 06 May 2017, 03:30 PM IST

Sports

Latest News

ଭୁବନେଶ୍ୱର: ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ ଇସ୍ତଫା ଦେବେ। ସେ ବାଚସ୍ପତି ହେବେ ବୋଲି ଓଟିଭିକୁ ବିଶେଷସୂତ୍ରରୁ ସୂଚନା ମିଳିଛି।

ଗତକାଲି ନିରଞ୍ଜନ ପୂଜାରୀ ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ। ମନ୍ତ୍ରିମଣ୍ଡଳରେ ଅଦଳବଦଳ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ଆଜି ଅପରାହ୍ନ ୪ଟା ସୁଦ୍ଧା ୧୦ ମନ୍ତ୍ରୀଙ୍କୁ ଇସ୍ତଫା ଦେବା ପାଇଁ କୁହାଯାଇଥିବା ସୂଚନା ରହିଛି। ସଞ୍ଜୟ ଦାସବର୍ମା ଓ ପ୍ରଦୀପ ପାଣିଗ୍ରାହୀ ମନ୍ତ୍ରୀ ପଦରୁ ଇସ୍ତଫା ଦେଇ ସାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos