ପ୍ରଦୀପ ବୟାନ ବଦଳାଇବା ପଛରେ ସଞ୍ଜୟ ଓ ରାଜ୍ୟ ସରକାରଙ୍କ ହାତ: ବିଜେପି

ଭୁବନେଶ୍ୱର: ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ପାଜେରୋ ଗାଡିକୁ ନେଇ ରାଜ୍ୟ ରାଜନୀତି ସରଗରମ ଥିବା ବେଳେ ଗତକାଲି ଏଟି ମୁଖ୍ୟ ପ୍ରଦୀପ ସେଠୀ ବୟାନ ନିଆଁରେ ଘିଅ ଢାଳିବା ସଦୃଶ ହୋଇଛି। ଚିଟ୍‌ଫଣ୍ଡ ସଂସ୍ଥା ଅର୍ଥତତ୍ତ୍ୱଠାରୁ ମନ୍ତ୍ରୀ ସଞ୍ଜୟ ଦାସବର୍ମା ପାଜେରୋ ଗାଡ଼ି ଉପହାର ପାଇଥିବା ପୂର୍ବରୁ ପ୍ରଦୀପ କହିଥିବା ବେଳେ ଗତକାଲି ତାଙ୍କୁ କ୍ଲିନ୍‌ଚିଟ୍‌ ଦେଇଥିଲେ। ପ୍ରଦୀପ ଏପରି  ବୟାନ ବଦଳାଇବା ପଛରେ ସଞ୍ଜୟ ଓ ରାଜ୍ୟ ସରକାରଙ୍କ ହାତ ଥିବା ବିଜେପି ଅଭିଯୋଗ କରିଛି। […]

sanjaya

sanjaya

Rakesh Mallick
  • Published: Tuesday, 12 April 2016
  • Updated: 12 April 2016, 10:30 AM IST

ଭୁବନେଶ୍ୱର: ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ପାଜେରୋ ଗାଡିକୁ ନେଇ ରାଜ୍ୟ ରାଜନୀତି ସରଗରମ ଥିବା ବେଳେ ଗତକାଲି ଏଟି ମୁଖ୍ୟ ପ୍ରଦୀପ ସେଠୀ ବୟାନ ନିଆଁରେ ଘିଅ ଢାଳିବା ସଦୃଶ ହୋଇଛି। ଚିଟ୍‌ଫଣ୍ଡ ସଂସ୍ଥା ଅର୍ଥତତ୍ତ୍ୱଠାରୁ ମନ୍ତ୍ରୀ ସଞ୍ଜୟ ଦାସବର୍ମା ପାଜେରୋ ଗାଡ଼ି ଉପହାର ପାଇଥିବା ପୂର୍ବରୁ ପ୍ରଦୀପ କହିଥିବା ବେଳେ ଗତକାଲି ତାଙ୍କୁ କ୍ଲିନ୍‌ଚିଟ୍‌ ଦେଇଥିଲେ। ପ୍ରଦୀପ ଏପରି  ବୟାନ ବଦଳାଇବା ପଛରେ ସଞ୍ଜୟ ଓ ରାଜ୍ୟ ସରକାରଙ୍କ ହାତ ଥିବା ବିଜେପି ଅଭିଯୋଗ କରିଛି। ପ୍ରଦୀପଙ୍କ ଲାଏ ଡିଟେକ୍ସନ ଟେଷ୍ଟ କରାଯିବା ସହ ତାଙ୍କୁ କୋର୍ଟ ଓ ଜେଲ୍‌ରେ କେଉଁମାନେ ଭେଟିଥିଲେ ତାହାର ତଦନ୍ତ କରାଯାଉ ବୋଲି ବିଜେପି ମୁଖପାତ୍ର ସଜ୍ଜନ ଶର୍ମା ଦାବି କରିଛନ୍ତି।

ଗତକାଲି ଭୁବନେଶ୍ୱର କୋର୍ଟରେ ହାଜିରା ବେଳେ ପ୍ରଦୀପ ସଞ୍ଜୟଙ୍କ ନାଁ ନ ନେଇ ଗଣମାଧ୍ୟମକୁ କହିଥିଲେ, “ସେ ନିର୍ଦ୍ଦୋଷ। ଅଯଥାରେ ଏହାକୁ ଇସ୍ୟୁ କରାଯାଉଛି। ପାଜେରୋ ନେଇ ଯେଉଁ ଅଭିଯୋଗ ଆସୁଛି ତାହା ମିଛ। ପାଜେରୋ ପ୍ରସଙ୍ଗ ହେଉଛି ବିଗେଷ୍ଟ୍ ଜୋକ୍ ଅଫ୍ ଦ ଇୟର।”

ସଜ୍ଜନ କହିଛନ୍ତି, “ମନ୍ତ୍ରୀଙ୍କୁ ଗାଡି ଉପହାର ଦିଆଯାଇ ଥିବା ପ୍ରଥମେ ପ୍ରଦୀପ ବୟାନ ଦେଇଥିଲେ। ଏବେ ସେ ବୟାନ ବଦଳାଉଛନ୍ତି। ଏହା ପଛରେ କି ରହସ୍ୟ ରହିଛି ? ସେ ଦେଇଥିବା ଦୁଇଟି ବୟାନ ସମୟ ସୀମା ମଧ୍ୟରେ ତାଙ୍କୁ କିଏ କିଏ ଜେଲ୍‌ ଓ କୋର୍ଟରେ ଭେଟିଛନ୍ତି ତାହାର ତଦନ୍ତ କରାଯାଉ।”

ସେ ଆହୁରି କହିଛନ୍ତି, “ଏଠି ସରକାରୀ କଳ ଓ ଅପରାଧୀମାନେ ବାରମ୍ବାର ଲୋକଙ୍କୁ ପ୍ରତାରିତ କରି ଆସିଛନ୍ତି। ଜଣେ ବାରମ୍ବାର ଏପରି ବୟାନ ବଦଳାଇବା ତାଙ୍କ ଉପରେ ଚାପ ପକାଯାଉଥିବାକୁ ସ୍ପଷ୍ଟ କରୁଛି। ବଳିଆପଣ୍ଡାରେ ଆଇଆଇସି ଭାବେ ନିଯୁକ୍ତି ପାଇଥିବା ମନୋଜ ପଣ୍ଡା ହେଉଛନ୍ତି ପ୍ରଦୀପଙ୍କ ଭିଣୋଇ। ପ୍ରଦୀପଙ୍କ ବୟାନ ବଦଳା ଯିବା ପାଇଁ ତାଙ୍କୁ ଏଠାରେ ନିଯୁକ୍ତି ଦିଆଯାଇଛି। ସେ ସଞ୍ଜୟ ଦାସବର୍ମାଙ୍କ ପାଇଁ ମଧ୍ୟସ୍ଥି କାମ କରୁଛନ୍ତି। ଏହାର ତଦନ୍ତ କରାଯିବା ସହ ପ୍ରଦୀପଙ୍କ ଲାଏ ଡିଟେକ୍ସନ ଟେଷ୍ଟ କରାଯାଉ।”

ସେ ଆହୁରି କହିଛନ୍ତି, “ସଞ୍ଜୟ ତଦନ୍ତକୁ ପ୍ରଭାବିତ କରିବାର ସମ୍ଭାବନା ଥିବାରୁ ତାଙ୍କୁ ମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଆମେ ଦାବି କରିବାର କିଛି ସମୟ ପରେ ପ୍ରଦୀପ ବୟାନ ବଦଳାଇବା ସରକାର ଓ ଅପରାଧୀଙ୍କ ମଧ୍ୟରେ ଥିବା ଲିଙ୍କ୍‌କୁ ପ୍ରମାଣିତ କରୁଛି। ରାଜ୍ୟ ସରକାର ଏହାର ଉତ୍ତର ଦିଅନ୍ତୁ। ସରକାରଙ୍କ ଅପରାଧୀ ଲିଙ୍କ୍‌ ରାଜ୍ୟବାସୀଙ୍କୁ ଆଉ ଅଛପା ନାହିଁ। ସରକାରୀ କଳ ନିଜ ପଦବୀର ବ୍ୟବହାର କରି ଅପରାଧୀଙ୍କୁ ସୁରକ୍ଷା ଦେଉଛନ୍ତି, ଯାହା ପ୍ରଦୀପ ସେଠୀଙ୍କ ବୟାନରୁ ପ୍ରମାଣିତ ହେଉଛି। ଯଦି ମୁଖ୍ୟମନ୍ତ୍ରୀ ସ୍ୱଚ୍ଛ ତେବେ ସଞ୍ଜୟ ଦାସବର୍ମାଙ୍କୁ ଡାକି ଇସ୍ତାଫା ଦେଇ ତଦନ୍ତର ସମ୍ମୁଖୀନ ହେବାକୁ କୁହନ୍ତୁ।”

ବିଜେଡି ମୁଖପାତ୍ର ଅମର ଶତପଥୀ କହିଛନ୍ତି, “ବିଜେପିର ଏଭଳି ବୟାନବାଜି ତଦନ୍ତକୁ ବାଟବଣା କରୁଛି। ସରକାରଙ୍କୁ ଲୋକଙ୍କ ଆଖିରେ ଦୋଷୀ ବୋଲି ପ୍ରମାଣିତ କରିବାକୁ ଚେଷ୍ଟା ଚଳାଇଛି। ବିଜେପି ଯେଉଁ ଅଭିଯୋଗ କରୁଛି, ତାହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ, ଏଥିରେ କିଛି ସତ୍ୟତା ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story