ଯୁକ୍ତ ୩ ଦ୍ୱିତୀୟ ପର୍ଯ୍ୟାୟ କଟ୍‌ ଅଫ୍‌ ତାଲିକା ପ୍ରକାଶ

ଭୁବନେଶ୍ୱର: ଯୁକ୍ତ ତିନିରେ  ନାମଲେଖା ପାଇଁ ଆଜି ଦ୍ୱିତୀୟ ପର୍ଯ୍ୟାୟ କଟ୍‌ ଅଫ୍‌ ମାର୍କ ପ୍ରକାଶ ପାଇଛି। ଏଥର ବି ବିଜେବି କଲେଜ ଟପ୍‌ରେ ରହିଛି। ପଦାର୍ଥ ବିଜ୍ଞାନରେ ବିଜେବି କଲେଜ ସର୍ବାଧିକ ୯୦.୬୦ ପ୍ରତିଶତ କଟ୍‌ଅଫ୍‌ ମାର୍କ ରହିଥିବାବେଳେ ଜୈବିକ ବିଜ୍ଞାନରେ ୯୦.୪୦ ପ୍ରତିଶତ ରହିଛି। ସେହିପରି କଳାରେ ୭୪.୨୦ ଓ ବାଣିଜ୍ୟରେ ୮୪.୬୦ ପ୍ରତିଶତ କଟ୍‌ଅଫ୍ ମାର୍କ ରହିଛି। ପଦାର୍ଥ ବିଜ୍ଞାନରେ  ଭୁବନେଶ୍ୱରର ବେସିକ୍‌ ସାଇନ୍ସ ଆଣ୍ଡ୍‌ ହ୍ୟୁମାନିଟିସ୍‌ ଡିଗ୍ରୀ କଲେଜର କଟ୍‌ଅଫ୍‌ ମାର୍କ […]

plus3

plus3

Rakesh Mallick
  • Published: Monday, 25 July 2016
  • Updated: 25 July 2016, 03:12 PM IST

Sports

Latest News

ଭୁବନେଶ୍ୱର: ଯୁକ୍ତ ତିନିରେ  ନାମଲେଖା ପାଇଁ ଆଜି ଦ୍ୱିତୀୟ ପର୍ଯ୍ୟାୟ କଟ୍‌ ଅଫ୍‌ ମାର୍କ ପ୍ରକାଶ ପାଇଛି। ଏଥର ବି ବିଜେବି କଲେଜ ଟପ୍‌ରେ ରହିଛି। ପଦାର୍ଥ ବିଜ୍ଞାନରେ ବିଜେବି କଲେଜ ସର୍ବାଧିକ ୯୦.୬୦ ପ୍ରତିଶତ କଟ୍‌ଅଫ୍‌ ମାର୍କ ରହିଥିବାବେଳେ ଜୈବିକ ବିଜ୍ଞାନରେ ୯୦.୪୦ ପ୍ରତିଶତ ରହିଛି। ସେହିପରି କଳାରେ ୭୪.୨୦ ଓ ବାଣିଜ୍ୟରେ ୮୪.୬୦ ପ୍ରତିଶତ କଟ୍‌ଅଫ୍ ମାର୍କ ରହିଛି।

ପଦାର୍ଥ ବିଜ୍ଞାନରେ  ଭୁବନେଶ୍ୱରର ବେସିକ୍‌ ସାଇନ୍ସ ଆଣ୍ଡ୍‌ ହ୍ୟୁମାନିଟିସ୍‌ ଡିଗ୍ରୀ କଲେଜର କଟ୍‌ଅଫ୍‌ ମାର୍କ ୮୮.୦୦ ପ୍ରତିଶତ ରହିଛି।  ବାଲେଶ୍ୱର ଫକୀର ମୋହନ ଅଟୋନମସ୍‌ କଲେଜର କଟ୍‌ଅଫ୍‌ ମାର୍କ ୮୩.୫୦ ପ୍ରତିଶତ ରହିଛି।

ଦ୍ୱିତୀୟ ପର୍ଯ୍ୟାୟରେ ସମୁଦାୟ ୪୫, ୧୫୬ ଛାତ୍ରଛାତ୍ରୀଙ୍କୁ ଚୟନ କରଯାଇଛି। ସେଥିମଧ୍ୟରୁ ପଦାର୍ଥ ବିଜ୍ଞାନରେ ୬,୫୪୯, ଜୈବିକି ବିଜ୍ଞାନରେ  ୪, ୧୧୨, କଳାରେ ୨୮, ୭୮୫ ଓ ବାଣିଜ୍ୟରେ ୪,୯୯୨ ଜଣ ଛାତ୍ରଛାତ୍ରୀ ଅଛନ୍ତି। ଆସନ୍ତା ୨୭ରୁ ୨୯ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ନିଜ ନିଜ ପସନ୍ଦର କଲେଜରେ ନାମ ଲେଖାଇ ପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story