ପ୍ରକାଶ ପାଇଲା ଯୁକ୍ତ ତିନି ପ୍ରଥମ ପର୍ଯ୍ୟାୟ କଟ୍‌ ଅଫ୍ ମାର୍କ, ବିଜେବି ଆଗରେ

ଭୁବନେଶ୍ୱର: ଯୁକ୍ତ ତିନି ଆଡମିଶନ୍ ପାଇଁ ପ୍ରଥମ ପର୍ଯ୍ୟାୟ କଟ୍‌ ଅଫ୍ ମାର୍କ ଆଜି ପ୍ରକାଶ ପାଇଛି। ବିଜେବି କଲେଜ ସବୁ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଛି। ବିଜ୍ଞାନରେ ବିଜେବିର କଟ୍ ଅଫ୍‌ ମାର୍କ ୯୨ ପ୍ରତିଶତ ରହିଛି। ବେସିକ୍‌ ସାଇନ୍ସରେ ବିଜ୍ଞାନରେ କଟ୍ ଅଫ୍‌ ୮୯.୬  ପ୍ରତିଶତ ରହିଥିବା ବେଳେ ରାଜଧାନୀ  କଲେଜରେ  ୮୪.୫୬, ବାଲେଶ୍ୱର ଫକୀର ମୋହନ କଲେଜରେ ୮୪,କଟକ ଷ୍ଟୁଆର୍ଟ ସାଇନ୍ସ କଲେଜରେ ୮୨.୩୩, ଢେଙ୍କାନାଳ କଲେଜରେ ୮୨.୧୭, ଶୈଳବାଳାରେ ୮୨, […]

student..

student..

Rakesh Mallick
  • Published: Wednesday, 13 July 2016
  • Updated: 13 July 2016, 02:08 PM IST

Sports

Latest News

ଭୁବନେଶ୍ୱର: ଯୁକ୍ତ ତିନି ଆଡମିଶନ୍ ପାଇଁ ପ୍ରଥମ ପର୍ଯ୍ୟାୟ କଟ୍‌ ଅଫ୍ ମାର୍କ ଆଜି ପ୍ରକାଶ ପାଇଛି। ବିଜେବି କଲେଜ ସବୁ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଛି। ବିଜ୍ଞାନରେ ବିଜେବିର କଟ୍ ଅଫ୍‌ ମାର୍କ ୯୨ ପ୍ରତିଶତ ରହିଛି। ବେସିକ୍‌ ସାଇନ୍ସରେ ବିଜ୍ଞାନରେ କଟ୍ ଅଫ୍‌ ୮୯.୬  ପ୍ରତିଶତ ରହିଥିବା ବେଳେ ରାଜଧାନୀ  କଲେଜରେ  ୮୪.୫୬, ବାଲେଶ୍ୱର ଫକୀର ମୋହନ କଲେଜରେ ୮୪,କଟକ ଷ୍ଟୁଆର୍ଟ ସାଇନ୍ସ କଲେଜରେ ୮୨.୩୩, ଢେଙ୍କାନାଳ କଲେଜରେ ୮୨.୧୭, ଶୈଳବାଳାରେ ୮୨, ଖଲ୍ଲିକୋଟରେ ୮୧.୩୩ ଓ କେନ୍ଦୁଝରର ଡିଡି କଲେଜରେ ୮୧ ପ୍ରତିଶତ ରହିଛି।

ସେହିଭଳି କଳାରେ ବିଜେବିରେ ସର୍ବାଧିକ ୭୭ ପ୍ରତିଶତ  କଟ୍‌ ଅଫ୍‌ ମାର୍କ ରହିଥିବା ବେଳେ  ନୟାଗଡ଼ କଲେଜରେ ୭୦.୬୭%, ବଲାଙ୍ଗିର ରାଜେନ୍ଦ୍ର କଲେଜରେ ୭୦.୫, ଶୈଳବାଳା ୭୦.୪, ଭଦ୍ରକ କଲେଜରେ ୬୯.୮୩, ଫକୀର ମୋହନ କଲେଜରେ ୬୯, ସମ୍ବଲପୁର ସରକାରୀ ମହିଳା କଲେଜରେ ୬୯, ବରଗଡ଼ରେ ୬୭.୮୩ ଓ ପୁରୀ ଏସସିଏସ୍‌ରେ  ୬୭.୩୩ ପ୍ରତିଶତ ରହିଛି।

ବାଣିଜ୍ୟରେ ବିଜେବି କଟ୍‌ଅଫ୍‌ ମାର୍କ ୮୬ ପ୍ରତିଶତ ଥିବା ବେଳେ ଶୈଳବାଳା କଲେଜରେ ୮୨.୬୭ ଓ  ରାଜଧାନୀ କଲେଜରେ ୭୭.୩୩  ପ୍ରତିଶତ କଟ୍‌ଅଫ୍‌ ମାର୍କ ରହିଛି।

ପ୍ରଥମ  ପର୍ଯ୍ୟାୟ ମେରିଟ୍ ଲିଷ୍ଟ ଅନୁଯାୟୀ ଜୁଲାଇ ୧୫ରୁ ୨୦ ତାରିଖ ମଧ୍ୟରେ  ଆଡମିଶନ୍ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story