ରାଉରକେଲାରେ ପହଞ୍ଚିଲେ ପ୍ରଭାସ ସାମଲ

ରାଉରକେଲା: ଲିବ୍ୟାରେ ଆଇଏସଆଇଏସ ଆତଙ୍କବାଦୀଙ୍କ ଦ୍ୱାରା ଅପହରଣର ଶିକାର ହୋଇଥିବା ଓଡ଼ିଆ ଯୁବକ ପ୍ରଭାସ ସାମଲ ଆଜି ରାଉରକେଲା ପହଞ୍ଚି ଯାଇଛନ୍ତି। ରାଉରକେଲାରେ ତାଙ୍କ ମା’, ଭାଇ ଓ ଭାଉଜ ରହୁଛନ୍ତି। ପ୍ରଭାସଙ୍କୁ ପାଖରେ ପାଇ ତାଙ୍କ ମା’, ଭାଇ ଓ ଭାଉଜ ଖୁସିରେ ଆତ୍ମହରା ହୋଇପଡ଼ିଛନ୍ତି। ତାଙ୍କ ପରିବାର ଲୋକଙ୍କ ସହିତ ଆଖପାଖ ଅଞ୍ଚଳର ଶତାଧିକ ଲୋକ ତାଙ୍କୁ ସ୍ୱାଗତ କରିବାକୁ ତାଙ୍କ ଘର ନିକଟରେ ଉପସ୍ଥିତ ଥିଲେ। ସ୍ଥାନୀୟ ବିଧାୟକ ଦିଲ୍ଲୀପ ରାୟ ମଧ୍ୟ ପ୍ରଭାସଙ୍କୁ […]

pravassamal

pravassamal

Rakesh Mallick
  • Published: Saturday, 03 October 2015
  • Updated: 03 October 2015, 12:59 PM IST

Sports

Latest News

[caption id="attachment_37201" align="alignleft" width="300"]pravassamal ରାଉରକେଲା ଫେରିବା ପରେ ମା’ ଓ ପରିବାରର ଅନ୍ୟ ସଦସ୍ୟଙ୍କ ସହିତ ପ୍ରଭାସ[/caption]

ରାଉରକେଲା: ଲିବ୍ୟାରେ ଆଇଏସଆଇଏସ ଆତଙ୍କବାଦୀଙ୍କ ଦ୍ୱାରା ଅପହରଣର ଶିକାର ହୋଇଥିବା ଓଡ଼ିଆ ଯୁବକ ପ୍ରଭାସ ସାମଲ ଆଜି ରାଉରକେଲା ପହଞ୍ଚି ଯାଇଛନ୍ତି। ରାଉରକେଲାରେ ତାଙ୍କ ମା’, ଭାଇ ଓ ଭାଉଜ ରହୁଛନ୍ତି। ପ୍ରଭାସଙ୍କୁ ପାଖରେ ପାଇ ତାଙ୍କ ମା’, ଭାଇ ଓ ଭାଉଜ ଖୁସିରେ ଆତ୍ମହରା ହୋଇପଡ଼ିଛନ୍ତି। ତାଙ୍କ ପରିବାର ଲୋକଙ୍କ ସହିତ ଆଖପାଖ ଅଞ୍ଚଳର ଶତାଧିକ ଲୋକ ତାଙ୍କୁ ସ୍ୱାଗତ କରିବାକୁ ତାଙ୍କ ଘର ନିକଟରେ ଉପସ୍ଥିତ ଥିଲେ। ସ୍ଥାନୀୟ ବିଧାୟକ ଦିଲ୍ଲୀପ ରାୟ ମଧ୍ୟ ପ୍ରଭାସଙ୍କୁ ସ୍ୱାଗତ କରିଥିଲେ।

ପ୍ରଭାସ ଗତକାଲି ନୂଆଦିଲ୍ଲୀରୁ ଆସି ଭୁବନେଶ୍ୱରରେ ପହଞ୍ଚିଥିଲେ। ଗୁରୁବାର ସେ ଲିବ୍ୟାରୁ ଆସି ନୂଆଦିଲ୍ଲୀରେ ପହଞ୍ଚିଥିଲେ। ଗତକାଲି ସେ ଭୁବନେଶ୍ୱରରେ ଜଣେ ସଂପର୍କୀୟଙ୍କ ଘରେ ରହିଥିଲେ।

ଗତକାଲି ଭୁବନେଶ୍ୱରରେ ପହଞ୍ଚିବା ପରେ ସେ କହିଥିଲେ ଯେ ଭଗବାନଙ୍କ ଦୟାରୁ ଯେନତେନ ପ୍ରକାରେ ସେ ବଂଚି ଯାଇଛନ୍ତି। ତେବେ ଓଡ଼ିଶାରେ ପହଞ୍ଚିବା ପରେ ନିଜ ଲୋକଙ୍କୁ ପାଖରେ ପାଇ ପୁରୁଣା କଥା ଭୁଲି ଯାଇଛନ୍ତି।

ପ୍ରଭାସଙ୍କ ଘର କେନ୍ଦ୍ରାପଡ଼ାର କରିଲୋପାଟଣା ଗାଁରେ। ସେ ରାଉରକେଲାରେ ଥିବା ତାଙ୍କ  ଭାଇଭାଉଜ ଓ ଅନ୍ୟ ପରିବାର ଲୋକଙ୍କ ସହିତ ବରାବର ଯୋଗାଯୋଗ ରଖୁଥିଲେ। ତେବେ ଗତ ଅଗଷ୍ଟ ୨୦ ତାରିଖ ପରେ ତାଙ୍କ ସହିତ ଆଉ ଯୋଗାଯୋଗ ରଖି ପାରି ନଥିଲେ ପରିବାର ଲୋକେ। କିଛି ଦିନ ପରେ ଜଣାପଡ଼ିଲା ତାଙ୍କୁ ଅପହରଣ କରାଯାଇଛି। ଆତଙ୍କବାଦୀମାନେ ତାଙ୍କୁ ୧୦ ଦିନ ଏକ ଅଜଣା ସ୍ଥାନରେ ରଖିଥିଲେ।

ଗତ ସେପ୍ଟେମ୍ବର ୧୭ ତାରିଖରେ ଖବର ଆସିଲା ଯେ ପ୍ରଭାସ ଆତଙ୍କବାଦୀଙ୍କ କବଳରୁ ମୁକ୍ତ ହୋଇଯାଇଛନ୍ତି। ସେ ରାଉରକେଲାରେ ଥିବା ତାଙ୍କ ଭାଉଜଙ୍କୁ ଫୋନ୍ କରି ଏହି ଖବର ଦେଇଥିଲେ ଏବଂ ଓଡ଼ିଶା ଫେରିବାକୁ ଚାହୁଁଛନ୍ତି ବୋଲି କହିଥିଲେ। କିନ୍ତୁ ତା’ପରେ ଆଉ ପରିବାର ଲୋକଙ୍କ ସହିତ ତାଙ୍କର ଯୋଗାଯୋଗ ହୋଇପାରି ନ ଥିଲା। ତେଣୁ ପରିବାର ଲୋକେ ଆଶା ଓ ଆଶଙ୍କାରେ ଥିଲେ। ତେବେ ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରଣାଳୟର ସହଯୋଗରେ ସେ ଶେଷରେ ନିଜ ଘରକୁ ଫେରି ଆସିଛନ୍ତି। ସେ ମଧ୍ୟ ଭାରତ ସରକାର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story