କଟକ ବଡ଼ ମେଡିକାଲରେ ଭର୍ତ୍ତି ହେଲେ ବିଧାୟକ ପ୍ରଭାତ ବିଶ୍ୱାଳ

ଭୁବନେଶ୍ୱର: ଗତ କିଛି ଦିନ ହେବ ସିସୋର୍ ଚିଟଫଣ୍ଡ୍ ଲିଙ୍କ ମାମଲାରେ ଗିରଫ ହୋଇଥିବା ବିଧାୟକ ପ୍ରଭାତ ବିଶ୍ୱାଳ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ତାଙ୍କୁ  କ୍ୟାପିଟାଲ୍ ହସ୍ପିଟାଲରୁ କଟକ ଏସ୍‌ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। କ୍ୟାପିଟାଲ ହସ୍ପିଟାଲର ଏକ ୪ ଜଣିଆ ଡାକ୍ତର ଟିମ୍‌ର ପରାମର୍ଶ କ୍ରମେ ପ୍ରଭାତଙ୍କୁ ଏସ୍‌ସିବିର ନ୍ୟୁରୋଲୋଜି ଓ ଗ୍ୟାଷ୍ଟ୍ରୋ ଏଣ୍ଟେରୋଲୋଜି ବିଭାଗକୁ ରେଫର୍ କରାଯାଇଛି। ଗତ ୨୩ ତାରିଖରେ ପ୍ରଭାତ ଅସୁସ୍ଥ ଅନୁଭବ […]

Rakesh Mallick
  • Published: Monday, 25 September 2017
  • Updated: 25 September 2017, 09:11 AM IST

Sports

Latest News

ଭୁବନେଶ୍ୱର: ଗତ କିଛି ଦିନ ହେବ ସିସୋର୍ ଚିଟଫଣ୍ଡ୍ ଲିଙ୍କ ମାମଲାରେ ଗିରଫ ହୋଇଥିବା ବିଧାୟକ ପ୍ରଭାତ ବିଶ୍ୱାଳ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ତାଙ୍କୁ  କ୍ୟାପିଟାଲ୍ ହସ୍ପିଟାଲରୁ କଟକ ଏସ୍‌ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। କ୍ୟାପିଟାଲ ହସ୍ପିଟାଲର ଏକ ୪ ଜଣିଆ ଡାକ୍ତର ଟିମ୍‌ର ପରାମର୍ଶ କ୍ରମେ ପ୍ରଭାତଙ୍କୁ ଏସ୍‌ସିବିର ନ୍ୟୁରୋଲୋଜି ଓ ଗ୍ୟାଷ୍ଟ୍ରୋ ଏଣ୍ଟେରୋଲୋଜି ବିଭାଗକୁ ରେଫର୍ କରାଯାଇଛି।

ଗତ ୨୩ ତାରିଖରେ ପ୍ରଭାତ ଅସୁସ୍ଥ ଅନୁଭବ କରିବାରୁ ଜେଲ ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କୁ ଝାରପଡ଼ା ଜେଲରୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story