ପ୍ରଭାତଙ୍କୁ ୫ ଦିନିଆ ରିମାଣ୍ଡରେ ନେଲା ସିବିଆଇ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ୫ ଦିନିଆ ରିମାଣ୍ଡରେ ନେଲା ସିବିଆଇ। ସି-ସୋର ସହ ଲିଙ୍କ୍‌ ଅଭିଯୋଗରେ ଗତକାଲି ରାତିରେ ପ୍ରଭାତ ଗିରଫ ହୋଇଥିଲେ। ତାଙ୍କୁ ଆଜି କୋର୍ଟରେ ହାଜର କରାଯାଇଥିଲା। ସିସୋର ସହ ଜମି କିଣାବିକା ମାମଲାରେ ପଚରାଉଚରା ଲାଗି ଗତକାଲି ପ୍ରଭାତଙ୍କୁ ନୋଟିସ ହୋଇଥିଲା। ଭୁବନେଶ୍ୱରସ୍ଥିତ କାର୍ଯ୍ୟାଳୟରେ ହାଜର ହେବା ପରେ ପ୍ରଭାତଙ୍କୁ ସିବିଆଇ ପଚରା ଉଚରା କରିଥିଲେ। ପରେ ତାଙ୍କୁ ସେହିଠାରେ ହିଁ ଗିରଫ କରାଯାଇଥିଲା। ପ୍ରଭାତ ବିଶ୍ୱାଳଙ୍କୁ […]

Rakesh Mallick
  • Published: Tuesday, 19 September 2017
  • Updated: 19 September 2017, 07:42 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ୫ ଦିନିଆ ରିମାଣ୍ଡରେ ନେଲା ସିବିଆଇ। ସି-ସୋର ସହ ଲିଙ୍କ୍‌ ଅଭିଯୋଗରେ ଗତକାଲି ରାତିରେ ପ୍ରଭାତ ଗିରଫ ହୋଇଥିଲେ। ତାଙ୍କୁ ଆଜି କୋର୍ଟରେ ହାଜର କରାଯାଇଥିଲା।

ସିସୋର ସହ ଜମି କିଣାବିକା ମାମଲାରେ ପଚରାଉଚରା ଲାଗି ଗତକାଲି ପ୍ରଭାତଙ୍କୁ ନୋଟିସ ହୋଇଥିଲା। ଭୁବନେଶ୍ୱରସ୍ଥିତ କାର୍ଯ୍ୟାଳୟରେ ହାଜର ହେବା ପରେ ପ୍ରଭାତଙ୍କୁ ସିବିଆଇ ପଚରା ଉଚରା କରିଥିଲେ। ପରେ ତାଙ୍କୁ ସେହିଠାରେ ହିଁ ଗିରଫ କରାଯାଇଥିଲା। ପ୍ରଭାତ ବିଶ୍ୱାଳଙ୍କୁ ଏହା ପୂର୍ବରୁ ସିସୋର ଲିଙ୍କ୍ ମାମଲାରେ ୪ ଥର ଜେରା କରିଥିଲା ସିବିଆଇ। ଏହି ମାମଲାରେ ପ୍ରଭାତ ବିଶ୍ୱାଳ ପତ୍ନୀ ଲକ୍ଷ୍ମୀ ବିଳାସିନୀଙ୍କୁ ମଧ୍ୟ ଜେରାରେ ସମ୍ମୁଖୀନ ହୋଇଥିଲେ। ସିସୋର ସହ ଜମି କାରବାର ମାମଲାରେ ତାଙ୍କର ଲିଙ୍କ୍ ରହିଥିବା ନେଇ ପ୍ରଭାତଙ୍କ ନାଁରେ ଅଭିଯୋଗ ରହିଥିଲା।

ଯାଜପୁର ଜିଲ୍ଲା ବେଣାପୁର ମୌଜାରେ ପ୍ରଭାତଙ୍କ ପତ୍ନୀ ଲକ୍ଷ୍ମୀ ବିଳାସୀନିଙ୍କ ନାଁରେ ଥିବା ୩୨ ଗୁଣ୍ଠ ଜମି ବିକ୍ରି ପାଇଁ ୨୦୧୧ରେ ସିସୋର ସହ ଡିଲ ହୋଇଥିଲା। ଏଗ୍ରିମେଣ୍ଟ ଅନୁସାରେ ଲକ୍ଷ୍ମୀ ବିଳାସିନୀ ୨୯ ଲକ୍ଷ ୨୫ ହଜାର ଟଙ୍କାରେ ଜମି ବିକିବାକୁ ରାଜି ହୋଇଥିଲେ। ଏ ବାବଦକୁ ୨୦୧୨ ଏପ୍ରିଲରେ ଲକ୍ଷ୍ମୀ ବିଳାସିନୀଙ୍କୁ ୨୫ ଲକ୍ଷ ଟଙ୍କାର ଚେକ ଦେଇଥିଲେ ସିସୋର କମ୍ପାନୀର ମୁଖ୍ୟ ପ୍ରଶାନ୍ତ ଦାସ। ବାକି ଟଙ୍କା ଜମି ରେଜିଷ୍ଟ୍ରେସନ ବେଳେ ଦେବାକୁ ସ୍ଥିର ହୋଇଥିଲା। ପରେ କିନ୍ତୁ ଜମି ଡିଲରୁ ଓହରି ଯାଇଥିଲେ ପ୍ରଶାନ୍ତ ଦାସ। ଏଥିପାଇଁ ୨୫ ଲକ୍ଷ ଟଙ୍କା ଫେରସ୍ତ ପାଇଁ ଦାବି କରିଥିଲେ ପ୍ରଶାନ୍ତ। ପ୍ରଶାନ୍ତଙ୍କୁ ଟଙ୍କା ଫେରାଇ ଦିଆଯାଇଥିବା ନେଇ ଗଣମାଧ୍ୟମକୁ କହିଥିଲେ ଲକ୍ଷ୍ମୀ ବିଳାସିନୀ। ତେବେ ଏନେଇ ପ୍ରମାଣ ଦେଖାଇପାରି ନଥିଲେ।

ଅଧିକ ପଢ଼ନ୍ତୁ: ପ୍ରଭାତଙ୍କ ଗିରଫ ପରେ ବିଜେଡିର ପ୍ରତିକ୍ରିୟା: କହିଲା ରାଜନୈତିକ ପ୍ରତିଶୋଧ ପାଇଁ ସିବିଆଇକୁ ବ୍ୟବହାର କରାଯାଉଛି

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story