ରାଜନୀତିରେ ପଞ୍ଚ୍ ହେଲା ବ୍ୟକ୍ତିଗତ ସଂପର୍କ: ନବୀନ ନିବାସରେ ଖାଇଲେ, କହିଲେ- ଖାଦ୍ୟ ସ୍ୱାଦିଷ୍ଟ ଥିଲା

ଭୁବନେଶ୍ୱର: କେତେବେଳେ ରାଜନୀତିରେ ବାଜି ଜିତିବାକୁ ବ୍ୟକ୍ତିଗତ ସଂପର୍କ କାମ ଦେଇଥାଏ, ତ ଆଉ କେତେବେଳେ ବ୍ୟକ୍ତିଗତ ସଂପର୍କ ବି ରାଜନୀତି ଦ୍ୱାରା ପ୍ରଭାବିତ ହୋଇଥାଏ। ଆଉ କିଛି ବ୍ୟକ୍ତି ଉଭୟ ରାଜନୀତି ଓ ବ୍ୟକ୍ତିଗତ ସଂପର୍କକୁ ବାଲାନ୍ସ କରିବାରେ ପାରଙ୍ଗମ। ଏଭଳି ଘଟଣା ଉପରେ ବି ସାଧାରଣ ଜନତାଙ୍କ ନଜର ରହିଥାଏ। ଓଡ଼ିଶା ଗସ୍ତରେ ଆସିଥିବା ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ଆଜି ଦେଖିବାକୁ ମିଳିଥିଲା ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନବୀନ ନିବାସରେ। ବିଧାନସଭା ସମ୍ମିଳନୀ […]

naveen-kovind-750x430

naveen-kovind-750x430

Rakesh Mallick
  • Published: Friday, 14 July 2017
  • Updated: 14 July 2017, 05:16 PM IST

Sports

Latest News

ଭୁବନେଶ୍ୱର: କେତେବେଳେ ରାଜନୀତିରେ ବାଜି ଜିତିବାକୁ ବ୍ୟକ୍ତିଗତ ସଂପର୍କ କାମ ଦେଇଥାଏ, ତ ଆଉ କେତେବେଳେ ବ୍ୟକ୍ତିଗତ ସଂପର୍କ ବି ରାଜନୀତି ଦ୍ୱାରା ପ୍ରଭାବିତ ହୋଇଥାଏ। ଆଉ କିଛି ବ୍ୟକ୍ତି ଉଭୟ ରାଜନୀତି ଓ ବ୍ୟକ୍ତିଗତ ସଂପର୍କକୁ ବାଲାନ୍ସ କରିବାରେ ପାରଙ୍ଗମ। ଏଭଳି ଘଟଣା ଉପରେ ବି ସାଧାରଣ ଜନତାଙ୍କ ନଜର ରହିଥାଏ।

ଓଡ଼ିଶା ଗସ୍ତରେ ଆସିଥିବା ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ଆଜି ଦେଖିବାକୁ ମିଳିଥିଲା ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନବୀନ ନିବାସରେ। ବିଧାନସଭା ସମ୍ମିଳନୀ କକ୍ଷରେ ଦଳୀୟ ବିଧାୟକ ଓ ସାଂସଦ ମାନଙ୍କ ସହ ବୈଠକ ପରେ ତ ଶ୍ରୀଯୁକ୍ତ କୋବିନ୍ଦଙ୍କ କାମ ସରୁଥିଲା। କିନ୍ତୁ କଥା ସେତିକିରେ ସରିଲାନି। ତାଙ୍କ ମଧ୍ୟାହ୍ନ ଭୋଜନର ଆୟୋଜନ ହୋଇଥିଲା ନବୀନ ନିବାସରେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଖାଇବାକୁ ନିମନ୍ତ୍ରଣ ଜଣାଇଥିଲେ। ଖାଇ ସାରିବା ପରେ କୋବିନ୍ଦ ମଧ୍ୟ ଖୁବ୍ ଆନନ୍ଦିତ ଥିଲେ। ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କ ପ୍ରତିକ୍ରିୟା ନେବାକୁ ଚାହିଁବାରୁ ସେ କହିଥିଲେ- ଖାଦ୍ୟ ବହୁତ ସ୍ୱାଦିଷ୍ଟ ହୋଇଥିଲା। ଏଠାକୁ ଆସି ମୁଁ ନିଜକୁ ବହୁ ଖୁସି ମନେ କରୁଛି। ବିଜେଡି ସମ୍ପୂର୍ଣ୍ଣ ସମର୍ଥନ ଜଣାଇଥିବାରୁ ଧନ୍ୟବାଦ।

ଆଜି କୋବିନ୍ଦ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ଉଭୟ ବିଜେପି ଓ ବିଜେଡି ପକ୍ଷରୁ ତାଙ୍କୁ ଅଲଗା ଅଲଗା ସ୍ୱାଗତ କରାଯାଇଥିଲା। ପରେ ସେ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ ଗାଡ଼ିରେ ରାଜ୍ୟ ଅତିଥି ଭବନକୁ ଯାଇଥିଲେ। ସେଠାରେ କିଛି ସମୟ ବିଶ୍ରାମ ନେବା ପରେ ରାଜ୍ୟ ବିଧାନସଭା ସମ୍ମିଳନୀ କକ୍ଷ ଉଦ୍ଦେଶ୍ୟରେ ବାହାରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story