ପୁନଃନିଯୁକ୍ତି ଘୋଷଣା ପରେ ଆନ୍ଦୋଳନରୁ ହଟିବୁ: ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ

ଭୁବନେଶ୍ୱର: ପୁନଃନିଯୁକ୍ତି ନେଇ ଘୋଷଣା କର, ତା’ ପରେ ଆନ୍ଦୋଳନରୁ ହଟିବୁ। ଆଜି ସରକାରଙ୍କୁ ଏପରି ରୋକଠୋକ ଶୁଣାଇଛନ୍ତି ଚାକିରିରୁ ଛଟେଇ ହୋଇଥିବା ଚୁକ୍ତିଭିତ୍ତିକ ଶିକ୍ଷକ ଶିକ୍ଷୟିତ୍ରୀ। ସେମାନେ ଅଭିଯୋଗ କରିଛନ୍ତି ଯେ ସରକାର ତାରିଖ ପରେ ତାରିଖ ଦେଉଛନ୍ତି। ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେଉଛନ୍ତି। କିନ୍ତୁ ଦାବି ପୂରଣ କ୍ଷେତ୍ରରେ ସରକାରଙ୍କ ପଦକ୍ଷେପ ଶୂନ। ଯେ ପର୍ଯ୍ୟନ୍ତ ସେମାନଙ୍କ ପୁନଃ ନିଯୁକ୍ତି ନେଇ ସରକାର ବିଧିବଦ୍ଧ ଘୋଷଣା ନକରିଛନ୍ତି ସେଯାଏଁ ଆନ୍ଦୋଳନ ଜାରି ରହିବ ବୋଲି […]

sikhyakastirke1

sikhyakastirke1

Rakesh Mallick
  • Published: Thursday, 24 December 2015
  • Updated: 24 December 2015, 04:29 PM IST

Sports

Latest News

ଭୁବନେଶ୍ୱର: ପୁନଃନିଯୁକ୍ତି ନେଇ ଘୋଷଣା କର, ତା’ ପରେ ଆନ୍ଦୋଳନରୁ ହଟିବୁ। ଆଜି ସରକାରଙ୍କୁ ଏପରି ରୋକଠୋକ ଶୁଣାଇଛନ୍ତି ଚାକିରିରୁ ଛଟେଇ ହୋଇଥିବା ଚୁକ୍ତିଭିତ୍ତିକ ଶିକ୍ଷକ ଶିକ୍ଷୟିତ୍ରୀ। ସେମାନେ ଅଭିଯୋଗ କରିଛନ୍ତି ଯେ ସରକାର ତାରିଖ ପରେ ତାରିଖ ଦେଉଛନ୍ତି। ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେଉଛନ୍ତି। କିନ୍ତୁ ଦାବି ପୂରଣ କ୍ଷେତ୍ରରେ ସରକାରଙ୍କ ପଦକ୍ଷେପ ଶୂନ। ଯେ ପର୍ଯ୍ୟନ୍ତ ସେମାନଙ୍କ ପୁନଃ ନିଯୁକ୍ତି ନେଇ ସରକାର ବିଧିବଦ୍ଧ ଘୋଷଣା ନକରିଛନ୍ତି ସେଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ଚେତାବନୀ ଦେଇଛି। ସଂଘର ସଭାପତି ପ୍ରଦୀପ୍ତ କୁମାର ପ୍ରଧାନ କହିଛନ୍ତି ଯେ ନଭେମ୍ବର ୨୬ରେ ପ୍ରତିଶ୍ରୁତି ମିଳିଥିଲା। ଡିସେମ୍ବର ୨ ତାରିଖରେ ବି ସରକାର ପ୍ରତିଶ୍ରୁତି ଦେଇଥିଲେ। ମନ୍ତ୍ରୀ ତାଙ୍କ କଥା ରଖି ନାହାନ୍ତି। ବାରମ୍ବାର ପ୍ରତିଶ୍ରୁତି ଦେଇ ସେ ତାଙ୍କ କଥା ରଖି ନାହାନ୍ତି। ଆମର ତ ଆଉ ଚାକିରି ନାହିଁ। ତେଣୁ ଆମେ ଏ ରାଜରାସ୍ତା ଉପରେ ଦାବି ପୂରଣ ହେଲା ପର୍ଯ୍ୟନ୍ତ ବସି ରହିବୁ।

ଅନ୍ୟପକ୍ଷରେ ଗତକାଲିର ଆଲୋଚନା ବିଫଳ ହେବା ପରେ ଆଜି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର  କହିଛନ୍ତି ଯେ ସ୍ୟାଟଙ୍କ ନିଦ୍ଦେର୍ଶନାମା ପହଞ୍ଚିବା ପରେ ପଦକ୍ଷେପ ନିଆଯିବ।

ଗତ ୧୧ଦିନ ହେଲା ଲୋୟର ପିଏମଜିରେ ପ୍ରାୟ ୪ହଜାର ଛଟେଇ ଶିକ୍ଷକ ଶିକ୍ଷୟିତ୍ରୀ ଧାରଣାରେ ବସିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story