ପୁଣି ବଢ଼ିଲା ବସ୍ ଭଡ଼ା

ଭୁବନେଶ୍ୱର: ରାଜ୍ୟ ସରକାର ଆଜି ପୁଣି ବସ୍‌ ଭଡ଼ା ବୃଦ୍ଧି କରିଛନ୍ତି। ଅର୍ଡିନାରୀ ଓ ଏକ୍ସପ୍ରେସ୍‌ ବସ୍‌ରେ କିଲୋମିଟର ପିଛା ୧ ପଇସା ବୃଦ୍ଧି କରାଯାଇଛି। ସେହିପରି ଡିଲକ୍ସ ଓ ଏସି ଡିଲକ୍ସ ବସ୍‌ରେ ୨ ପଇସା ଲେଖାଏଁ  ବୃଦ୍ଧି କରାଯାଇଛି। ଅଟୋମେଟିକ୍ ମେକାନିଜମ୍‌ରେ ବସ୍‌ ଭଡା ବୃଦ୍ଧି କରାଯାଇଛି। ପର୍ବରୁ ଅର୍ଡ଼ିନାରୀ ବସ୍‌ରେ ଯାତ୍ରା କରିବା ପାଇଁ କିଲୋମିଟର ପିଛା ୬୦ ପଇସା ଦେବାକୁ ପଡୁଥିଲା। ଏବେ ଏହାକୁ ୬୧ପଇସା ବଢ଼ାଇ ଦିଆଯାଇଛି। ସେହିପରି ଏକ୍ସପ୍ରେସ୍ […]

BUS

BUS

Rakesh Mallick
  • Published: Saturday, 18 June 2016
  • Updated: 18 June 2016, 12:56 PM IST

Sports

Latest News

ଭୁବନେଶ୍ୱର: ରାଜ୍ୟ ସରକାର ଆଜି ପୁଣି ବସ୍‌ ଭଡ଼ା ବୃଦ୍ଧି କରିଛନ୍ତି। ଅର୍ଡିନାରୀ ଓ ଏକ୍ସପ୍ରେସ୍‌ ବସ୍‌ରେ କିଲୋମିଟର ପିଛା ୧ ପଇସା ବୃଦ୍ଧି କରାଯାଇଛି। ସେହିପରି ଡିଲକ୍ସ ଓ ଏସି ଡିଲକ୍ସ ବସ୍‌ରେ ୨ ପଇସା ଲେଖାଏଁ  ବୃଦ୍ଧି କରାଯାଇଛି। ଅଟୋମେଟିକ୍ ମେକାନିଜମ୍‌ରେ ବସ୍‌ ଭଡା ବୃଦ୍ଧି କରାଯାଇଛି।

ପର୍ବରୁ ଅର୍ଡ଼ିନାରୀ ବସ୍‌ରେ ଯାତ୍ରା କରିବା ପାଇଁ କିଲୋମିଟର ପିଛା ୬୦ ପଇସା ଦେବାକୁ ପଡୁଥିଲା। ଏବେ ଏହାକୁ ୬୧ପଇସା ବଢ଼ାଇ ଦିଆଯାଇଛି। ସେହିପରି ଏକ୍ସପ୍ରେସ୍ ବସ୍‌ରେ କିଲୋମିଟର ପିଛା ୬୩ ପଇସା ଥିଲା ବେଳେ ଏବେ ଏହା ବଢି ୬୪ ପଇସା ହୋଇଛି।

ଡିଲକ୍ସ ବସ୍‌ କିଲୋମିଟର ପିଛା ଭଡ଼ା ପୂର୍ବରୁ ୮୪ ପଇସା ଥିବାବେଳେ ଏବେ ଏହା ୮୬ ପଇସାକୁ ବୃଦ୍ଧି ପାଇଛି। ସେହିପରି ଏସି ଡିଲକ୍ସ ବସ୍‌ କିଲୋମିଟର ପିଛା  ୧ଟଙ୍କା ୦୫ ପଇସାରୁ ୧ଟଙ୍କା ୦୭ ପଇସା ବୃଦ୍ଧି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story