ଆଡ଼ପ ମଣ୍ଡପରେ ତିନି ଠାକୁର

ପୁରୀ: ଆଡ଼ପ ମଣ୍ଡପ ବିଜେ କରୁଛନ୍ତି ମହାପ୍ରଭୁ। ଚାଲିଛି ଚତୁର୍ଦ୍ଧା ମୂରତିଙ୍କ ପହଣ୍ଡି ବିଜେ। ଗୋଟି ପହଣ୍ଡିରେ ସୁଦର୍ଶନ, ବଡ଼ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଜଗନ୍ନାଥ ଜନ୍ମବେଦି ଯାଉଛନ୍ତି। ଶ୍ରୀମନ୍ଦିର ସତ୍ତ୍ୱଲିପି ଅନୁସାରେ ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିବା ପରେ ଆଡ଼ପ ମଣ୍ଡପ ବିଜେ ନୀତି ଅନୁଷ୍ଠିତ ହୋଇଥାଏ। ଏପଟେ କାଲି ଆଡପ ଦର୍ଶନ ସହ ଆଡପ ମହାପ୍ରସାଦ ପାଇପାରିବେ ଭକ୍ତ। ରବିବାର ତିନି ଠାକୁରଙ୍କ ରଥ ଅଧା ରାସ୍ତାରେ ଅଟକିଥିଲା। ଶ୍ରୀବଳଭଦ୍ରଙ୍କ […]

jaganath-pahandi-gundicha-720x430

jaganath-pahandi-gundicha-720x430

Rakesh Mallick
  • Published: Tuesday, 27 June 2017
  • Updated: 27 June 2017, 09:29 PM IST

Sports

Latest News

ପୁରୀ: ଆଡ଼ପ ମଣ୍ଡପ ବିଜେ କରୁଛନ୍ତି ମହାପ୍ରଭୁ। ଚାଲିଛି ଚତୁର୍ଦ୍ଧା ମୂରତିଙ୍କ ପହଣ୍ଡି ବିଜେ। ଗୋଟି ପହଣ୍ଡିରେ ସୁଦର୍ଶନ, ବଡ଼ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଜଗନ୍ନାଥ ଜନ୍ମବେଦି ଯାଉଛନ୍ତି। ଶ୍ରୀମନ୍ଦିର ସତ୍ତ୍ୱଲିପି ଅନୁସାରେ ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିବା ପରେ ଆଡ଼ପ ମଣ୍ଡପ ବିଜେ ନୀତି ଅନୁଷ୍ଠିତ ହୋଇଥାଏ। ଏପଟେ କାଲି ଆଡପ ଦର୍ଶନ ସହ ଆଡପ ମହାପ୍ରସାଦ ପାଇପାରିବେ ଭକ୍ତ।

ରବିବାର ତିନି ଠାକୁରଙ୍କ ରଥ ଅଧା ରାସ୍ତାରେ ଅଟକିଥିଲା। ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ ବଳଗଣ୍ଡି ନିକଟରେ ଅଟକି ଯାଇଥିଲା। ସେହିପରି ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ବଗଳା ଧର୍ମଶାଳା ଓ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟାଉନ୍ ଥାନା ନିକଟରେ ଅଟକି ଥିଲା। ଗତକାଲି ଭକ୍ତିମାନେ ତିନି ରଥକୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଟାଣା ଯାଇଥିଲା।

ଗୁଣ୍ଡିଚା ମନ୍ଦିରରେ ଭିଡକୁ ଲକ୍ଷ୍ୟ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଜୟ ଜଗନ୍ନାଥ ଧ୍ୱନୀରେ ପ୍ରକମ୍ପିତ ହେଉଛି ଶ୍ରୀକ୍ଷେତ୍ରର ଗଗନ ଓ ପବନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story