ପୁରୀ: ଗଣେଶ ବିସର୍ଜନ ବେଳେ ୩ଟି ସ୍ଥାନରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ

ପୁରୀ: ଗଣେଶ ମୂର୍ତ୍ତି ଭସାଣକୁ କେନ୍ଦ୍ର କରି ଜିଲ୍ଲାର ୩ଟି ସ୍ଥାନରେ ଗୋଷ୍ଠୀ ସଂଘର୍ଷ ଘଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ସଂଘର୍ଷ ବେଳେ ଉତ୍ତ୍ୟକ୍ତ ଲୋକେ ଭଙ୍ଗାରୁଜା ଓ ପୋଡାଜଳା କରିଛନ୍ତି । ଶାନ୍ତିଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ଫୋର୍ସ ମୁତୟନ କରାଯାଛି । ଗତକାଲି ରାତିରେ ପିପିଲିରେ ଗଣେଶ ବିସର୍ଜନ ବେଳେ ଗୋଷ୍ଠୀ ସଂଘର୍ଷ ଘଟି ଜଣଙ୍କ ମୃତ୍ୟୁ ଅଭିଯୋଗ। ମୃତକ ଜଣକ ହେଲେ ପିପିଲି […]

pipili2

pipili2

Rakesh Mallick
  • Published: Saturday, 26 September 2015
  • Updated: 26 September 2015, 04:29 AM IST

Sports

Latest News

pipili2ପୁରୀ: ଗଣେଶ ମୂର୍ତ୍ତି ଭସାଣକୁ କେନ୍ଦ୍ର କରି ଜିଲ୍ଲାର ୩ଟି ସ୍ଥାନରେ ଗୋଷ୍ଠୀ ସଂଘର୍ଷ ଘଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ସଂଘର୍ଷ ବେଳେ ଉତ୍ତ୍ୟକ୍ତ ଲୋକେ ଭଙ୍ଗାରୁଜା ଓ ପୋଡାଜଳା କରିଛନ୍ତି । ଶାନ୍ତିଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ଫୋର୍ସ ମୁତୟନ କରାଯାଛି ।pipili

ଗତକାଲି ରାତିରେ ପିପିଲିରେ ଗଣେଶ ବିସର୍ଜନ ବେଳେ ଗୋଷ୍ଠୀ ସଂଘର୍ଷ ଘଟି ଜଣଙ୍କ ମୃତ୍ୟୁ ଅଭିଯୋଗ। ମୃତକ ଜଣକ ହେଲେ ପିପିଲି ସୁନାମୁହିଁ ଗାଁର ଲିପୁନା ପରିଡ଼ା। ଏହି ଘଟଣା ପରେ ସେଠାରେ ଉତ୍ତେଜନା ଲାଗି ରହିଛି। ସେହିପରି ପିପିଲି ମାଝିପୁରରେ ମଧ୍ୟ ଭସାଣ ଉତ୍ସବକୁ ନେଇ ଗଣ୍ଡଗୋଳ ହୋଇଛି। ଘଟଣାରେ ୩ଟି ବାଇକ୍ ପୋଡ଼ି ଦିଆଯାଇଥିବା ଅଭିଯୋଗ ହୋଇଛି। ଉଭୟ ଘଟଣାରେ ପୋଲିସ ପହଞ୍ଚି ତଦନ୍ତ ଜାରି ରହିଛି। ମାଝିପୁର ଗାଁରେ ଦୁଇ ପ୍ଲାଟୁନ୍ ଫେ।ର୍ସ ମୁତୟନ ହୋଇଛନ୍ତି।

ସେହିପରି ଗଣେଶ ବିସର୍ଜନକୁ ନେଇ ଡେଲାଙ୍ଗ ଥାନା ଅନ୍ତର୍ଗତ ହରିରାଜପୁର ନିମବସନ୍ତ ଗାଁରେ ମଧ୍ୟ ଗତକାଲି ଗୋଷ୍ଠୀ ସଂଘର୍ଷ ଦେଖାଦେଇଥିଲା। ଦୁଇ ଗୋଷ୍ଠୀ ପରସ୍ପରକୁ ଆକ୍ରମଣ କରିବା ଯୋଗୁଁ ୧୦ ଜଣ ଆହତ ହୋଇଥିଲେ । ଏହି ଗୋଷ୍ଟୀ ସଂଘର୍ଷରୁ ପୋଲିସ ମଧ୍ୟ ବାଦ ପଡି ନ ଥିଲା । ଉତ୍ତ୍ୟକ୍ତ ଲୋକେ ଫାଣ୍ଡି ଅଧିକାରୀଙ୍କ ଗାଡି ସହ ଦୁଇଟି ବାଇକ ପୋଡି ଦେଇଥିଲେ । ଏହାସହ ଉତ୍ତ୍ୟକ୍ତ ଲୋକେ ଥାନାର ଏକ ଜିପକୁ ମଧ୍ୟ ଭଙ୍ଗା ରୁଜା କରିଥିଲେ । ଗାଁରେ ଲାଗି ରହିଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ଏକ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story