ପୁରୀ: ଆଜିଠାରୁ ଆଡ଼ପ ମଣ୍ଡପରେ ଦର୍ଶନ ଦେବେ ଶ୍ରୀଜିଉ, ମିଳିବ ଆଡ଼ପ ମହାପ୍ରସାଦ

ପୁରୀ: ଆଜିଠାରୁ ଶ୍ରୀଜିଉ ଆଡ଼ପ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେବେ। ଏହାସହ ଆଜିଠାରୁ ଆଡ଼ପ ଭହାପ୍ରସାଦ ମଧ୍ୟ ଭକ୍ତ ପାଇ ପାରିବେ। ଗତକାଲି ଗୋଟି ପହଣ୍ଡିରେ ସୁଦର୍ଶନ, ବଡ଼ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଜଗନ୍ନାଥଙ୍କୁ ଜନ୍ମବେଦୀକୁ ନିଆଯାଇଥିଲା। ରୀତିନୀତି ମୁତାବକ ଆଡପ ମଣ୍ଡପରେ ବଳଭଦ୍ର ଏବଂ ମହାପ୍ରଭୁ ଜଗନ୍ନାଥ ବିଜେ କରିବା ପରେ ଦେବୀ ସୁଭଦ୍ର ଓ ଶେଷରେ ସୁଦର୍ଶନଙ୍କୁ ରୁନ୍ଧା କାର୍ଯ୍ୟ କରାଯାଇଥିଲା। ଆଜିଠାରୁ ଜନ୍ମମାଟିରେ କାଳିଆ ଠାକୁରଙ୍କ ଲୀଳା ଖେଳା ଆରମ୍ଭ ହୋଇଛି। […]

puri

puri

Rakesh Mallick
  • Published: Wednesday, 28 June 2017
  • Updated: 28 June 2017, 08:23 AM IST

ପୁରୀ: ଆଜିଠାରୁ ଶ୍ରୀଜିଉ ଆଡ଼ପ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେବେ। ଏହାସହ ଆଜିଠାରୁ ଆଡ଼ପ ଭହାପ୍ରସାଦ ମଧ୍ୟ ଭକ୍ତ ପାଇ ପାରିବେ। ଗତକାଲି ଗୋଟି ପହଣ୍ଡିରେ ସୁଦର୍ଶନ, ବଡ଼ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଜଗନ୍ନାଥଙ୍କୁ ଜନ୍ମବେଦୀକୁ ନିଆଯାଇଥିଲା। ରୀତିନୀତି ମୁତାବକ ଆଡପ ମଣ୍ଡପରେ ବଳଭଦ୍ର ଏବଂ ମହାପ୍ରଭୁ ଜଗନ୍ନାଥ ବିଜେ କରିବା ପରେ ଦେବୀ ସୁଭଦ୍ର ଓ ଶେଷରେ ସୁଦର୍ଶନଙ୍କୁ ରୁନ୍ଧା କାର୍ଯ୍ୟ କରାଯାଇଥିଲା।

ଆଜିଠାରୁ ଜନ୍ମମାଟିରେ କାଳିଆ ଠାକୁରଙ୍କ ଲୀଳା ଖେଳା ଆରମ୍ଭ ହୋଇଛି। ସକାଳୁ ସକାଳୁ ମଙ୍ଗଳାଆରତୀ, ମଇଲମ, ତଡପ ଲାଗି, ଗୋପାଳ ବଲ୍ଲଭ, ସକାଳଧୂପରେ ଖେୁଚୁଡି ଭୋଗ ଲାଗିବ ଏବଂ ଭୋଗ ମଣ୍ଡପରେ ମହାପ୍ରସାଦ ବାହାରିବା ପରେ ଭକ୍ତ ମାନେ ଆଡପ ମହାପ୍ରସାଦ ପାଇପାରିବେ। ନୀତିକାନ୍ତିକୁ ଶୃଙ୍ଖଳିତ କରାଯାଇ କିଭଳି ବନକ ଲାଗି ଅନୁଷ୍ଠିତ ହେବ ତାହା ଉପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି। ମଧ୍ୟହ୍ନ ଧୂପ ପରେ ସନ୍ଧ୍ୟା ସମୟରେ ସାଢେ ତିନିଘଣ୍ଟା ବନକଲାଗି କରାଯି। ସେହି ସମୟରେ ଦର୍ଶନ ବନ୍ଦ ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story