ଜଗମୋହନ ମରାମତି ପ୍ରସଙ୍ଗ: ଏଷ୍ଟିମେଟ୍‌ ସୁପାରିଶକୁ ଅନୁମୋଦନ କଲେନି ଏ.ଏସ୍.ଆଇ ଡିଜି

ପୁରୀ: ଜଗମୋହନ ମରାମତିକୁ ନେଇ କୋର୍‌ କମିଟି ପଠାଇଥିବା ପ୍ଲାନ୍‌ ଏବଂ ଏଷ୍ଟିମେଟ୍‌ର ସୁପାରିଶକୁ ଏ.ଏସ୍.ଆଇ ଡିଜିଙ୍କ ଅନୁମୋଦନ ମିଳି ପାରିଲା ନାହିଁ। କୋର୍‌ କମିଟି ପଠାଇଥିବା ସୁପାରିଶ ଉପରେ ଏ.ଏସ୍.ଆଇ ଡି.ଜି ଆପତ୍ତି ଉଠାଇଛନ୍ତି । ନିଅଁ ଖୋଳା ଏବଂ ଷ୍ଟିଲ୍‌ ଫ୍ରେମ୍ ଦ୍ୱାରା ମରାମତି ଉପରେ ସେ ପ୍ରଶ୍ନବାଚୀ ଲଗାଇଛନ୍ତି। ତେଣୁ ଏହାକୁ ପୁନର୍ବାର ଯାଞ୍ଚ କରାଯିବ ବୋଲି ରିପୋର୍ଟ ପ୍ରଦାନ କରିଛନ୍ତି। ଜଗମୋହନର ମରାମତିକୁ ନେଇ ଗତ ୫ତାରିଖରେ ଦିଲ୍ଲୀ ଠାରେ ଏ.ଏସ୍.ଆଇର […]

Sri-Puri-Jagannath-Temple3

Sri-Puri-Jagannath-Temple3

Rakesh Mallick
  • Published: Thursday, 12 May 2016
  • Updated: 12 May 2016, 02:13 PM IST

Sports

Latest News

ପୁରୀ: ଜଗମୋହନ ମରାମତିକୁ ନେଇ କୋର୍‌ କମିଟି ପଠାଇଥିବା ପ୍ଲାନ୍‌ ଏବଂ ଏଷ୍ଟିମେଟ୍‌ର ସୁପାରିଶକୁ ଏ.ଏସ୍.ଆଇ ଡିଜିଙ୍କ ଅନୁମୋଦନ ମିଳି ପାରିଲା ନାହିଁ। କୋର୍‌ କମିଟି ପଠାଇଥିବା ସୁପାରିଶ ଉପରେ ଏ.ଏସ୍.ଆଇ ଡି.ଜି ଆପତ୍ତି ଉଠାଇଛନ୍ତି । ନିଅଁ ଖୋଳା ଏବଂ ଷ୍ଟିଲ୍‌ ଫ୍ରେମ୍ ଦ୍ୱାରା ମରାମତି ଉପରେ ସେ ପ୍ରଶ୍ନବାଚୀ ଲଗାଇଛନ୍ତି। ତେଣୁ ଏହାକୁ ପୁନର୍ବାର ଯାଞ୍ଚ କରାଯିବ ବୋଲି ରିପୋର୍ଟ ପ୍ରଦାନ କରିଛନ୍ତି।

ଜଗମୋହନର ମରାମତିକୁ ନେଇ ଗତ ୫ତାରିଖରେ ଦିଲ୍ଲୀ ଠାରେ ଏ.ଏସ୍.ଆଇର ଏକ ଉଚ୍ଚସ୍ତରୀୟ କମିଟି ବୈଠକ ବସିଥିଲା। ସେଥିରେ ଏହି ମରାମତିର ପ୍ଲାନ୍‌କୁ ନା ପସନ୍ଦ କରାଯାଇଥିଲା। ଏ.ଏସ୍.ଆଇର ଯୁଗ୍ମ ଡିଜିଙ୍କ ଅଧକ୍ଷତାରେ ଏକ କମିଟି ଗଠନ କରାଯାଇଛି। ଏହି କମିଟି ଆଇ.ଆଇଟି ମାଡ୍ରସର ବିଶେଷଜ୍ଞ ସହ ଆଉ ଥରେ ଯାଞ୍ଚ କରି ଷ୍ଟେନଲେସ୍ ଷ୍ଟିଲର କ’ଣ ବିକଳ୍ପ ରହିଛି କି  ନାହିଁ ତାହା ଉପରେ ଅନୁଧ୍ୟାନ କରିବ ବୋଲି ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି।

ଜଗମୋହନର ୪ଟି ସ୍ତମ୍ଭ ଓ ୮ଟି ପିଲାର୍‌ରେ ଫାଟ ରହିଥିବା ସ୍ପଷ୍ଟ ହେବା ପରେ ଏହାର ମରାମତି ପାଇଁ ୬୪ ଟନ୍ ଷ୍ଟିଲ ପ୍ଲେଟ୍ ପ୍ରାୟ ୨.୫କୋଟି ଟଙ୍କାର ଏଷ୍ଟିମେଟ୍ କରାଯାଇଥିଲା। ଏହାକୁ ସୁପାରିଶ ପାଇଁ  ଏପ୍ରିଲ ୧୦ରେ କୋର୍ କମିଟି ତରଫରୁ ଏ.ଏସ୍.ଆଇ ନିକଟକୁ ପଠାଯାଇଥିଲା । କିନ୍ତୁ ଏହି ସୁପାରିଶ  ଉପରେ ପ୍ରଶ୍ନ ଲାଗିବା ଫଳରେ ଜଗମୋହନର ମରାମତିକୁ ନେଇ ଅନିଶ୍ଚିତତା ଦେଖିବାକୁ ମିଳିଛି।

ପରବର୍ତ୍ତୀ ସମୟରେ ସୁପାରିଶକୁ ନେଇ କୋର କମିଟିର ବିଶେଷଜ୍ଞଙ୍କ ଉପସ୍ଥିତିରେ ୧ମିଟର ପର୍ଯ୍ୟନ୍ତ ଜଗମୋହନ ପ୍ଲେଟ୍ ନିଅଁ ଖୋଳାଯାଇଥିଲା ଏବଂ ପ୍ଲେଟ୍‌ରେ ପର୍ଯ୍ୟାୟ କ୍ରମେ କ’ଣ କ’ଣ ପଥର ରହିଛି ତାହା ଯାଞ୍ଚ କରାଯାଇଥିଲା।

ସିନିୟର କଞ୍ଜରଭେସନ ଅଫିସର ଚିତ୍ତରଞ୍ଜନ ଦାସ କହିଛନ୍ତି,“ଆଇଆଇଟି ମାଡ୍ରାସ୍‌ ଷ୍ଟଡି କରିଲା ପରେ ଏନେଇ ଆଉଥରେ ପ୍ରସ୍ତାବ ଆସିବ। ଏହାପରେ ଜଗମୋହନ ମରାମତି ନେଇ ନିଷ୍ପତ୍ତି ନିଆଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story