ବିଶିଷ୍ଟ କଳା ନିର୍ଦ୍ଦେଶକ ବୁଢା ମହାରଣାଙ୍କ ପରଲୋକ

ପୁରୀ: ଓଡ଼ିଶା ଚଳଚ୍ଚିତ୍ର ଜଗତର ବିଶିଷ୍ଟ କଳା ନିର୍ଦ୍ଦେଶକ ବୁଢ଼ା ମହାରଣାଙ୍କର ଆଜି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ହୋଇଥିଲା। ତାଙ୍କ ବିୟୋଗରେ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳି ଯାଇଛି। ସେ ଦୀର୍ଘଦିନ ଧରି ମସ୍ତିଷ୍କ ଜନିତ ରୋଗରେ ପୀଡ଼ିତ ହୋଇ ଭୁବନେଶ୍ୱର ଓ କଟକର ବିଭିନ୍ନ ମେଡ଼ିକାଲରେ ଚିକିତ୍ସିତ ହେଉଥିଲେ। ଅର୍ଥ ଅଭାବରୁ ତାଙ୍କୁ ଉତ୍ତମ ଚିକିତ୍ସା ସୁବିଧା ମିଳୁ ନ […]

budha moharana

budha moharana

Rakesh Mallick
  • Published: Tuesday, 07 February 2017
  • Updated: 07 February 2017, 08:30 PM IST

Sports

Latest News

ପୁରୀ: ଓଡ଼ିଶା ଚଳଚ୍ଚିତ୍ର ଜଗତର ବିଶିଷ୍ଟ କଳା ନିର୍ଦ୍ଦେଶକ ବୁଢ଼ା ମହାରଣାଙ୍କର ଆଜି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ହୋଇଥିଲା। ତାଙ୍କ ବିୟୋଗରେ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳି ଯାଇଛି।

ସେ ଦୀର୍ଘଦିନ ଧରି ମସ୍ତିଷ୍କ ଜନିତ ରୋଗରେ ପୀଡ଼ିତ ହୋଇ ଭୁବନେଶ୍ୱର ଓ କଟକର ବିଭିନ୍ନ ମେଡ଼ିକାଲରେ ଚିକିତ୍ସିତ ହେଉଥିଲେ। ଅର୍ଥ ଅଭାବରୁ ତାଙ୍କୁ ଉତ୍ତମ ଚିକିତ୍ସା ସୁବିଧା ମିଳୁ ନ ଥିଲା। ଏନେଇ ଖବର ପ୍ରକାଶ ପାଇବା ପରେ ଲଲିତକଳା ଏକାଡେମୀ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କିଛି ଆର୍ଥିକ ସହାୟତା ଦିଆଯାଇଥିଲା। ମାତ୍ର ତାହା ଯଥେଷ୍ଟ ନ ଥିଲା।

ବୁଢ଼ା ମହାରଣା ଶ୍ରୀଜଗନ୍ନାଥ ମନ୍ଦିରର ଅନନ୍ୟ ସେବାର ଅଧିକାରୀ ଥିଲେ। ସେ ମହାପ୍ରଭୁଙ୍କ ରଥର ଚିତ୍ରକର ସେବା ଓ ଅଣସର ପଟି ଦିଅଁଙ୍କୁ ନିର୍ମାଣ କରିଥିଲେ।

ଓଡ଼ିଶା ଚଳଚ୍ଚିତ୍ର ଜଗତରେ ବୁଢ଼ା ମହାରଣାଙ୍କର ସ୍ୱତନ୍ତ୍ର ପରିଚୟ ରହିଛି। କଳା ନିର୍ଦ୍ଦେଶକ ଭାବେ ସେ ବେଶ ଜଣାଶୁଣା। ତାଙ୍କ ଦ୍ୱାରା ନିର୍ଦ୍ଦେଶିତ ପ୍ରଥମ ଚଳଚ୍ଚିତ୍ର ହେଉଛି ‘କନକଲତା’। ପରେ କ୍ରିଷ୍ଣା କାବେରୀ, କିଏ ପୋଛିବ ମା’ ଆଖିର ଲୁହ, କାଳିଶଙ୍କର, କୂଳନନ୍ଦନ, ଜୀଅନ୍ତା ଭୂତ, ଶତ୍ରୁ ସଂହାର, ଯୋରଯାର ମୂଲକ ତାର, କିଏ ହେବ ଶୁଆ ପୋଷିଲେ, ଉଦଣ୍ଡି ସୀତା, ପକା କମ୍ୱଳ ପୋତ ଛତା ଓ ଡୋରା ଭଳି ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story