ପୁରୀ: ଦୁଇ ପୁଅଙ୍କୁ ବିଷ ପିଆଇ ମା’ର ଆତ୍ମହତ୍ୟା ଉଦ୍ୟମ, ସାନ ପୁଅ ମୃତ

ପୁରୀ: ପୁରୀ ଜିଲ୍ଲା ବାସେଳିସାହି ଥାନା ଅନ୍ତର୍ଗତ ପାଇକସାହିରେ  ଆଜି ଏକ ଦୁଃଖଦ ଘଟଣା ଘଟିଛି।  ଦୁଇ ପୁଅଙ୍କୁ ବିଷ ପିଆଇ ମା’ ଆତ୍ମହତ୍ୟା ଉଦ୍ୟମ କରିଛି। ବିଷକ୍ରିୟାରେ ୯ ବର୍ଷର ସାନପୁଅ ଚଗୁଲା ପରିଡ଼ାଙ୍କ  ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ବଡ଼ ପୁଅ ବାବୁଲା ଓ ମା’ ବାସନ୍ତୀ ପରିଡ଼ାକୁ ପ୍ରଥମେ ପୁରୀ ଜିଲ୍ଲା ଚିକିତ୍ସାଳରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। କାହିଁକି ବାସନ୍ତୀ ଦୁଇ ପୁଅକୁ […]

puri

puri

Rakesh Mallick
  • Published: Tuesday, 29 March 2016
  • Updated: 29 March 2016, 09:38 AM IST

Sports

Latest News

ପୁରୀ: ପୁରୀ ଜିଲ୍ଲା ବାସେଳିସାହି ଥାନା ଅନ୍ତର୍ଗତ ପାଇକସାହିରେ  ଆଜି ଏକ ଦୁଃଖଦ ଘଟଣା ଘଟିଛି।  ଦୁଇ ପୁଅଙ୍କୁ ବିଷ ପିଆଇ ମା’ ଆତ୍ମହତ୍ୟା ଉଦ୍ୟମ କରିଛି। ବିଷକ୍ରିୟାରେ ୯ ବର୍ଷର ସାନପୁଅ ଚଗୁଲା ପରିଡ଼ାଙ୍କ  ମୃତ୍ୟୁ ଘଟିଛି।

ଅନ୍ୟପକ୍ଷରେ ବଡ଼ ପୁଅ ବାବୁଲା ଓ ମା’ ବାସନ୍ତୀ ପରିଡ଼ାକୁ ପ୍ରଥମେ ପୁରୀ ଜିଲ୍ଲା ଚିକିତ୍ସାଳରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। କାହିଁକି ବାସନ୍ତୀ ଦୁଇ ପୁଅକୁ ବିଷ ଦେଇ ଆତ୍ମହତ୍ୟା ଉଦ୍ୟମ କଲେ ତାହାର ତଦନ୍ତ ବାସେଳିସାହି ଥାନା ପୋଲିସ୍ ଆରମ୍ଭ କରୁଛି।

ଗତକାଲି ରାତିରେ ଦୁଇ ପୁଅଙ୍କୁ ଖାଇବାରେ ବାସନ୍ତୀ ବିଷ ମିଶାଇ ଦେଇଦେଇଥିଲେ। ପରେ ସେ ନିଜେ ମଧ୍ୟ ବିଷ ପିଇ ଦେଇଥିଲେ। କୌଣସି ସୁତ୍ରରୁ ପଡ଼ୋଶୀ ଘଟଣା ସମ୍ପର୍କରେ ଜାଣିବା ପରେ ସମସ୍ତଙ୍କୁ ଉଦ୍ଧାର କରି ପୁରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତରଖାନାକୁ ନେବା ବାଟରେ ହିଁ ସାନ ପୁଅ ଚଗୁଲାର ମୃତ୍ୟୁ ଘଟିଥିଲା।

ଦୀର୍ଘବର୍ଷ ଧରି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହୁଥିଲା। ପରିବାର ଚଳାଇବା ପାଇଁ ବାସନ୍ତୀଙ୍କ ସ୍ୱାମୀ ଟଙ୍କା ଦେଉ ନ ଥିଲେ। ବାସନ୍ତୀ ଧାର ଉଧାର କରି ପରିବାର ଚଳାଉଥିଲେ । ଗତକାଲି ଦିନବେଳା ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଏହାକୁ ନେଇ ଝଗଡ଼ା ହୋଇଥିଲା। ଯାହାକୁ ନେଇ ବାସନ୍ତୀ ଏପରି ନିଷ୍ପତ୍ତି ନେଇଥିବା ଆଲୋଚନା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story