ପୁରୀ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିମାଡ଼, ଜଣେ ମୃତ, ୩ ଅଟକ

ପୁରୀ: ଚନ୍ଦନପୁର ଥାନା ଅନ୍ତର୍ଗତ ଉତ୍ତରଣା ଗଉଡ ସାହିରେ ଗୁରୁବାର ବିଳମ୍ବିତ ରାତିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବରଯାତ୍ରୀ ଭୋଜି ଖାଉଥିବା ସମୟରେ ଗୁଳିମାଡ ଘଟି ତ୍ରିନାଥ ନାୟକ ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ଆହତ ହୋଇଛନ୍ତି। ଏହି ଘଟଣାରେ ପୋଲିସ୍ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଆହତଙ୍କୁ ଡାକ୍ତରଖାନାରେ ଭିର୍ତ୍ତି କରାଯାଇଛି। ଚାରିନଳାର ଘନ ନାୟକଙ୍କ ପୁଅ ବାହାଘର ଲାଗି ବରଯାତ୍ରୀ ଦଳ ଗଉଡ ସାହି ଯାଇଥିଲେ। ସେଠାରେ […]

puri

puri

Rakesh Mallick
  • Published: Friday, 04 March 2016
  • Updated: 04 March 2016, 02:17 PM IST

Sports

Latest News

ପୁରୀ: ଚନ୍ଦନପୁର ଥାନା ଅନ୍ତର୍ଗତ ଉତ୍ତରଣା ଗଉଡ ସାହିରେ ଗୁରୁବାର ବିଳମ୍ବିତ ରାତିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବରଯାତ୍ରୀ ଭୋଜି ଖାଉଥିବା ସମୟରେ ଗୁଳିମାଡ ଘଟି ତ୍ରିନାଥ ନାୟକ ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ଆହତ ହୋଇଛନ୍ତି। ଏହି ଘଟଣାରେ ପୋଲିସ୍ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଆହତଙ୍କୁ ଡାକ୍ତରଖାନାରେ ଭିର୍ତ୍ତି କରାଯାଇଛି।

ଚାରିନଳାର ଘନ ନାୟକଙ୍କ ପୁଅ ବାହାଘର ଲାଗି ବରଯାତ୍ରୀ ଦଳ ଗଉଡ ସାହି ଯାଇଥିଲେ। ସେଠାରେ କୌଣସି କାରଣରୁ ବରଯାତ୍ରୀ ଓ କନ୍ୟାପକ୍ଷ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏହାକୁ ନେଇ ସେଠାରେ ୪ ରାଉଣ୍ଡ ଗୁଳି ଫୁଟିଥିଲା। ଗୋଟେ ଗୁଳି ତ୍ରିନାଥଙ୍କ ପିଠିରେ ବାଜିଥିଲା। ତାଙ୍କୁ ତୁରନ୍ତ ପୁରୀ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଗୁଳି ଚଳାଇଥିବା ସନ୍ଦେହ କରି ଘଟଣା ସ୍ଥଳରୁ ସ୍ଥାନୀୟ ଲୋକେ ଅବିନାଶ ସେନାପତି ନାମକ ଜଣେ ଯୁବକ ଧରିଥିଲେ। ଉତ୍ତ୍ୟକ୍ତ ଲୋକଙ୍କ ମାଡରେ ଅବିନାଶ ଆହତ ହୋଇଥିବା ଜଣାପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story