ପୁରୀରେ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କୁ କଳାପତାକା ପ୍ରଦର୍ଶନ, ୪ କଂଗ୍ରେସ କର୍ମୀ ଅଟକ

ପୁରୀ: ଚିଟ୍‌ଫଣ୍ଡ ଦୁର୍ନୀତିରେ ଜଡ଼ିତ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କର ଆହାର ଯୋଜନା ଉଦ୍‌ଘାଟନ କରିବାର ଅଧିକାର ନାହିଁ କହି ପୁରୀରେ କଂଗ୍ରେସ କର୍ମୀମାନେ ବିକ୍ଷୋଭ କରିଛନ୍ତି। ମନ୍ତ୍ରୀ ପ୍ରଦୀପ ମହାରଥୀ ଏବଂ ସଞ୍ଜୟ ଦାସବର୍ମା ପୁରୀରେ ଆହର କେନ୍ଦ୍ର ଯୋଜନା ଉଦ୍‌ଘାଟନ କରି ଫେରୁଥିବାବେଳେ ବସ୍‌ଷ୍ଟାଣ୍ଡ ନିକଟରେ କଂଗ୍ରେସ କର୍ମୀମାନେ କଳାପତାକା ପ୍ରଦର୍ଶନ କରିଥିଲେ। ଏହି ଘଟଣାରେ ୪ ଜଣ କଂଗ୍ରେସ କର୍ମୀଙ୍କୁ ପୋଲିସ୍ ଅଟକ ରଖିଛି। ଏହି ଘଟଣାରେ ପରେ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ […]

kala

kala

Rakesh Mallick
  • Published: Thursday, 14 April 2016
  • Updated: 14 April 2016, 07:47 AM IST

Sports

Latest News

ପୁରୀ: ଚିଟ୍‌ଫଣ୍ଡ ଦୁର୍ନୀତିରେ ଜଡ଼ିତ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କର ଆହାର ଯୋଜନା ଉଦ୍‌ଘାଟନ କରିବାର ଅଧିକାର ନାହିଁ କହି ପୁରୀରେ କଂଗ୍ରେସ କର୍ମୀମାନେ ବିକ୍ଷୋଭ କରିଛନ୍ତି। ମନ୍ତ୍ରୀ ପ୍ରଦୀପ ମହାରଥୀ ଏବଂ ସଞ୍ଜୟ ଦାସବର୍ମା ପୁରୀରେ ଆହର କେନ୍ଦ୍ର ଯୋଜନା ଉଦ୍‌ଘାଟନ କରି ଫେରୁଥିବାବେଳେ ବସ୍‌ଷ୍ଟାଣ୍ଡ ନିକଟରେ କଂଗ୍ରେସ କର୍ମୀମାନେ କଳାପତାକା ପ୍ରଦର୍ଶନ କରିଥିଲେ। ଏହି ଘଟଣାରେ ୪ ଜଣ କଂଗ୍ରେସ କର୍ମୀଙ୍କୁ ପୋଲିସ୍ ଅଟକ ରଖିଛି।

ଏହି ଘଟଣାରେ ପରେ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି। ଉଭୟ ମନ୍ତ୍ରୀ ଗୋଟିଏ ଗାଡିରେ ଫେରିଛନ୍ତି। କଂଗ୍ରେସର ଏପରି ପ୍ରତିବାଦ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ସଞ୍ଜୟ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story