ଶଙ୍କରାଚାର୍ଯ୍ୟ, ଗଜପତି ଓ ପୁରୀ ଜିଲ୍ଲାପାଳଙ୍କ ରୁଦ୍ଧଦ୍ୱାର ବୈଠକ

ପୁରୀ: ସ୍ୱର୍ଗଦ୍ୱାର ଜମି ଜବରଦଖଲ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ଆଜି ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ପୁରୀ ଗୋବର୍ଦ୍ଧନ ମଠ ପରିସରରେ ଅନୁଷ୍ଠିତ ଏହି ରୁଦ୍ଧଦ୍ୱାର ବୈଠକରେ ପୁରୀ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ସହ ଗଜପତି ମହାରାଜ ଦିବ୍ୟସିଂହ ଦେବ ଓ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ଘଣ୍ଟାଏ ଧରି ଆଲୋଚନା କରିଥିଲେ। ଫୋକସରେ ଥିଲା ସ୍ୱର୍ଗଦ୍ୱାର ଜମି ଓ ଗୋବର୍ଦ୍ଧନ ମଠର ସ୍ଥିତି ଏବଂ ଶ୍ରୀମନ୍ଦିର ଅମୃତ ମଣୋହୀ ସମ୍ପତ୍ତି ଉପରେ […]

swagadwara land

swagadwara land

Rakesh Mallick
  • Published: Monday, 31 July 2017
  • Updated: 31 July 2017, 06:54 PM IST

ପୁରୀ: ସ୍ୱର୍ଗଦ୍ୱାର ଜମି ଜବରଦଖଲ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ଆଜି ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ପୁରୀ ଗୋବର୍ଦ୍ଧନ ମଠ ପରିସରରେ ଅନୁଷ୍ଠିତ ଏହି ରୁଦ୍ଧଦ୍ୱାର ବୈଠକରେ ପୁରୀ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ସହ ଗଜପତି ମହାରାଜ ଦିବ୍ୟସିଂହ ଦେବ ଓ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ଘଣ୍ଟାଏ ଧରି ଆଲୋଚନା କରିଥିଲେ। ଫୋକସରେ ଥିଲା ସ୍ୱର୍ଗଦ୍ୱାର ଜମି ଓ ଗୋବର୍ଦ୍ଧନ ମଠର ସ୍ଥିତି ଏବଂ ଶ୍ରୀମନ୍ଦିର ଅମୃତ ମଣୋହୀ ସମ୍ପତ୍ତି ଉପରେ ସୁପ୍ରିମକୋର୍ଟଙ୍କ ରାୟ।

ପୂର୍ବରୁ ପୁରୀ ସ୍ୱର୍ଗଦ୍ୱାରର ଜମି ୩୦ ଏକର ୧୧୦ ଡେସିମିଲ ଥିବାବେଳେ ବର୍ତ୍ତମାନ ମାତ୍ର କିଛି ଡେସିମିଲରେ ସୀମିତ ରହିଯାଇଛି। ସେଥିମଧ୍ୟରୁ ୧୫ ଏକର ୪୮୪ ଡେସିମିଲ ଜମି ଶ୍ରୀମନ୍ଦିର ଓ ସରକାର ଖାତାକୁ ଫେରିଛି। ବାକି ୧୪ ଏକର ୬୨୬ ଜମି ଉପରେ ୨୪୦ ଜଣଙ୍କ ମଧ୍ୟରୁ ୧୮୪ ଜଣଙ୍କୁ ନୋଟିସ କରାଯାଇଥିବା ନେଇ ଶଙ୍କରାଚାର୍ଯ୍ୟଙ୍କୁ ଅବଗତ କରାଯାଇଥିଲା। ଯେଉଁ ଜମି ଫେରିଛି ସେଥିରେ ଗୋବର୍ଦ୍ଧନ ମଠର ଜମି ଥିବା ନେଇ ମଧ୍ୟ ଆଲୋଚନା ହୋଇଥିଲା। ଏଭଳି ସ୍ଥିତିର ସମସ୍ୟାର କିଭଳି ସମାଧାନ ହୋଇପାରିବ ସେନେଇ ଆଲୋଚନା ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story