ପୁରୀରେ ବାବା ରାମଦେବଙ୍କ ଯୋଗ ଶିବିର

ପୁରୀ: ପୁରୀ ଶରଧାବାଲିରେ ଆଜି ସକାଳୁ ଯୋଗଗୁରୁ ବାବା ରାମଦେବଙ୍କ ବିଶାଳ ଯୋଗ ଶିବିର ଆୟୋଜନ ହୋଇଥିଲା। ଭିନ୍ନ ଭିନ୍ନ ବୟସର ହଜାର ହଜାର ଲୋକ ଏହି ଶିବିରରେ ଯୋଗ ଦେଇ ବାବାଙ୍କଠାରୁ ଆସନ ଓ ପ୍ରାଣାୟମ ଶିକ୍ଷା କରିଥିଲେ। ଏହାସହ ଗତକାଲି ପୁରୀରେ ଶୁଭାରମ୍ଭ ହୋଇଛି ସ୍ୱାମୀ ଚିଦାନନ୍ଦ ସରସ୍ୱତୀଙ୍କ ଶତବାର୍ଷିକୀ ମହୋତ୍ସବ। ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ଏବଂ ଗଜପତି ମହାରାଜା ଦିବ୍ୟସିଂହ ଦେବ ମହୋତ୍ସବକୁ ଉଦଘାଟନ କରି ଥିଲେ। ବାବା ରାମଦେବ ଏହି […]

puri

puri

Rakesh Mallick
  • Published: Saturday, 26 September 2015
  • Updated: 26 September 2015, 03:14 AM IST

Sports

Latest News

ପୁରୀ: ପୁରୀ ଶରଧାବାଲିରେ ଆଜି ସକାଳୁ ଯୋଗଗୁରୁ ବାବା ରାମଦେବଙ୍କ ବିଶାଳ ଯୋଗ ଶିବିର ଆୟୋଜନ ହୋଇଥିଲା। ଭିନ୍ନ ଭିନ୍ନ ବୟସର ହଜାର ହଜାର ଲୋକ ଏହି ଶିବିରରେ ଯୋଗ ଦେଇ ବାବାଙ୍କଠାରୁ ଆସନ ଓ ପ୍ରାଣାୟମ ଶିକ୍ଷା କରିଥିଲେ। ଏହାସହ ଗତକାଲି ପୁରୀରେ ଶୁଭାରମ୍ଭ ହୋଇଛି ସ୍ୱାମୀ ଚିଦାନନ୍ଦ ସରସ୍ୱତୀଙ୍କ ଶତବାର୍ଷିକୀ ମହୋତ୍ସବ। ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ଏବଂ ଗଜପତି ମହାରାଜା ଦିବ୍ୟସିଂହ ଦେବ ମହୋତ୍ସବକୁ ଉଦଘାଟନ କରି ଥିଲେ। ବାବା ରାମଦେବ ଏହି ଆଧ୍ୟାତ୍ମିକ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos