ସିବିଆଇରେ ହାଜର ହେଲେ ନାହିଁ ସାଂସଦ ରବୀନ୍ଦ୍ର ଜେନା

ଭୁବନେଶ୍ୱର: ସିସୋର ଚିଟ୍‌ଫଣ୍ଡ୍‌ ଠକେଇ ମାମଲାରେ ଆଜି ସିବିଆଇ ନିକଟରେ ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନାଙ୍କର ହାଜର ହେବାରେ ଥିଲା। ଏଥିପାଇଁ ତାଙ୍କୁ ୯ ତାରିଖରୁ ନୋଟିସ୍ ଜାରି କରାଯାଇଥିଲା। ହେଲେ ରବୀନ୍ଦ୍ର ଆଜି ସିବିଆଇରେ ହାଜର ହୋଇ ନ ଥିଲେ। ଅନ୍ୟପକ୍ଷରେ ସିବିଆଇ ପକ୍ଷରୁ ଆଜି ବାଲେଶ୍ୱର ସ୍ଥିତ ତାଙ୍କ ବାସଭବନରେ ଚଢାଉ କରିଛି। ସିସୋର ଚିଟ୍‌ଫଣ୍ଡ୍‌ ଠକେଇ ମାମଲାରେ ଗତ ଡିସେମ୍ବର ୧୦ ତାରିଖରେ ସିବିଆଇ ତାଙ୍କୁ ୭ ଘଣ୍ଟା ଧରି ଜେରା କରିଥିଲା। ସିସୋର […]

rabindra1

rabindra1

Rakesh Mallick
  • Published: Thursday, 12 January 2017
  • Updated: 12 January 2017, 10:07 PM IST

Sports

Latest News

ଭୁବନେଶ୍ୱର: ସିସୋର ଚିଟ୍‌ଫଣ୍ଡ୍‌ ଠକେଇ ମାମଲାରେ ଆଜି ସିବିଆଇ ନିକଟରେ ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନାଙ୍କର ହାଜର ହେବାରେ ଥିଲା। ଏଥିପାଇଁ ତାଙ୍କୁ ୯ ତାରିଖରୁ ନୋଟିସ୍ ଜାରି କରାଯାଇଥିଲା। ହେଲେ ରବୀନ୍ଦ୍ର ଆଜି ସିବିଆଇରେ ହାଜର ହୋଇ ନ ଥିଲେ। ଅନ୍ୟପକ୍ଷରେ ସିବିଆଇ ପକ୍ଷରୁ ଆଜି ବାଲେଶ୍ୱର ସ୍ଥିତ ତାଙ୍କ ବାସଭବନରେ ଚଢାଉ କରିଛି।

ସିସୋର ଚିଟ୍‌ଫଣ୍ଡ୍‌ ଠକେଇ ମାମଲାରେ ଗତ ଡିସେମ୍ବର ୧୦ ତାରିଖରେ ସିବିଆଇ ତାଙ୍କୁ ୭ ଘଣ୍ଟା ଧରି ଜେରା କରିଥିଲା।

ସିସୋର ସହ ତାଙ୍କର କ’ଣ ଲିଙ୍କ୍ ଥିଲା, କିଏ କାହାକୁ କେତେ ଟଙ୍କା ଦେଇଥିଲା ସେ ସବୁ ନେଇ ପ୍ରଶ୍ନ କରିଥିଲା ସିବିଆଇ। ଏ ନେଇ ସିବିଆଇ ଯାହା ସବୁ ପଚାରିଥିଲା ସେ ତା’ର ସମସ୍ତ ଉତ୍ତର ଦେଇଥିଲେ ବୋଲି ସାଂସଦ ଜେନା କହିଥିଲେ।

୨୦୧୫ ଜାନୁଆରୀରେ ମଧ୍ୟ ତାଙ୍କୁ ସିବିଆଇ ଜେରା କରିଥିଲା।

ମିଳିଥିବା ସୂଚନା ଅନୁଯାୟୀ ରବୀନ୍ଦ୍ରଙ୍କ ସୁପ୍ରତୀକ ଗ୍ରୁପ୍ ଅଫ୍ କଂପାନୀଜ୍ ସିସୋର ଠାରୁ ୧୮ କୋଟି ଟଙ୍କା ଋଣ ନେଇଥିଲା। ତେବେ ଏହାକୁ ସେ ପରିଶୋଧ କରି ଦେଇଥିବା କହୁଥିଲେ ହେଁ ସିବିଆଇକୁ ସନ୍ତୋଷଜନକ ଉତ୍ତର ଦେଇ ପାରୁ ନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story