ରାହୁଲ ଗାନ୍ଧି-ରାଜ୍ୟ ନେତାଙ୍କ ବୈଠକ ସ୍ଥଗିତ

ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ ରାହୁଲ ଗାନ୍ଧିଙ୍କ ସହ ରାଜ୍ୟ ନେତାଙ୍କ ହେବାକୁ ଥିବା ବୈଠକ ସ୍ଥଗିତ ରହିଛି। ଆଜି ବିରୋଧୀ ଦଳର ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି, ବିଧାୟକ ପ୍ରଫୁଲ୍ଲ ମାଝି ଏବଂ ପୂର୍ବତନ ବିଧାୟକ ଅନନ୍ତ ସେଠୀ ରାହୁଲଙ୍କୁ ଭେଟିବାର କାର୍ଯ୍ୟକ୍ରମ ଥିଲା। ଏହି ବୈଠକ ପରବର୍ତ୍ତୀ ପର୍ଯ୍ୟାୟରେ କରାଯିବ ବୋଲି ଜଣାପଡିଛି। ଗତକାଲି ୪ଟି ପର୍ଯ୍ୟାୟରେ ରାହୁଲ ଦଳୀୟ ନେତାଙ୍କ ସହ ଆଲୋଚନା କରିଥିଲେ। ଆଗାମୀ ଦିନରେ ଦଳ କିଭଳି ସୁଦୃଢ଼ ହେବ […]

congress-flag

congress-flag

Rakesh Mallick
  • Published: Tuesday, 09 May 2017
  • Updated: 09 May 2017, 10:01 AM IST

Sports

Latest News

ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ ରାହୁଲ ଗାନ୍ଧିଙ୍କ ସହ ରାଜ୍ୟ ନେତାଙ୍କ ହେବାକୁ ଥିବା ବୈଠକ ସ୍ଥଗିତ ରହିଛି। ଆଜି ବିରୋଧୀ ଦଳର ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି, ବିଧାୟକ ପ୍ରଫୁଲ୍ଲ ମାଝି ଏବଂ ପୂର୍ବତନ ବିଧାୟକ ଅନନ୍ତ ସେଠୀ ରାହୁଲଙ୍କୁ ଭେଟିବାର କାର୍ଯ୍ୟକ୍ରମ ଥିଲା। ଏହି ବୈଠକ ପରବର୍ତ୍ତୀ ପର୍ଯ୍ୟାୟରେ କରାଯିବ ବୋଲି ଜଣାପଡିଛି।

ଗତକାଲି ୪ଟି ପର୍ଯ୍ୟାୟରେ ରାହୁଲ ଦଳୀୟ ନେତାଙ୍କ ସହ ଆଲୋଚନା କରିଥିଲେ। ଆଗାମୀ ଦିନରେ ଦଳ କିଭଳି ସୁଦୃଢ଼ ହେବ ଓ ବିଜେପି, ବିଜେଡିକୁ କେମିତି ଚ୍ୟାଲେଞ୍ଜ୍ ଦିଆଯିବ ସେ ନେଇ ରୋଡମ୍ୟାପ୍ ପ୍ରସ୍ତୁତ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story