ବର୍ଷା ଛାନିଆ: ହେଡ୍‌କ୍ୱାର୍ଟର୍ସ ନଛାଡ଼ିବାକୁ ବାବୁଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତକାଲିଠାରୁ ଆକାଶରେ ଘୋଟି ରହିଛି କଳାହାଣ୍ଡିଆ ମେଘ। ଆଜି ସକାଳେ ସୁଲୁ ସୁଲିଆ ପବନ ବହିବା ସହିତ ଝିପିଝିପି ବର୍ଷା ଆରମ୍ଭ ହୋଇଛି। ମଧ୍ୟାହ୍ନ ପରଠାରୁ ବର୍ଷା ପରିମାଣ ବଢ଼ିଛି। ଆଗକୁ ପରିସ୍ଥିତି ଭୟଙ୍କର ହେବା ଆଶଙ୍କା କରି ହେଡ୍‌କ୍ୱାର୍ଟର୍ସ ଛାଡ଼ି ନଯିବାକୁ ବାବୁମାନଙ୍କୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତାକାଲି ଶନିବାର ଓ ତା’ପର ଦିନ ରବିବାର ଛୁଟି ଦିନ ଥିବାରୁ ଅଫିସରେ ରହିବାକୁ ପରାମର୍ଶ ଦିଆଯାଇଛି। ପାଣିପାଗ ବିଭାଗ ସୂଚନା ମୁତାକବ ରାଜ୍ୟର […]

BBSR-LOW-PRESUER-RAIN-3

BBSR-LOW-PRESUER-RAIN-3

Rakesh Mallick
  • Published: Friday, 08 December 2017
  • Updated: 08 December 2017, 07:00 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତକାଲିଠାରୁ ଆକାଶରେ ଘୋଟି ରହିଛି କଳାହାଣ୍ଡିଆ ମେଘ। ଆଜି ସକାଳେ ସୁଲୁ ସୁଲିଆ ପବନ ବହିବା ସହିତ ଝିପିଝିପି ବର୍ଷା ଆରମ୍ଭ ହୋଇଛି। ମଧ୍ୟାହ୍ନ ପରଠାରୁ ବର୍ଷା ପରିମାଣ ବଢ଼ିଛି। ଆଗକୁ ପରିସ୍ଥିତି ଭୟଙ୍କର ହେବା ଆଶଙ୍କା କରି ହେଡ୍‌କ୍ୱାର୍ଟର୍ସ ଛାଡ଼ି ନଯିବାକୁ ବାବୁମାନଙ୍କୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତାକାଲି ଶନିବାର ଓ ତା’ପର ଦିନ ରବିବାର ଛୁଟି ଦିନ ଥିବାରୁ ଅଫିସରେ ରହିବାକୁ ପରାମର୍ଶ ଦିଆଯାଇଛି।

ପାଣିପାଗ ବିଭାଗ ସୂଚନା ମୁତାକବ ରାଜ୍ୟର ୧୮ଟି ଜିଲ୍ଲାରେ ବର୍ଷା ହେବ। ସେହି ଜିଲ୍ଲା ଗୁଡ଼ିକ ହେଉଛି ଖୋର୍ଦ୍ଧା, କଟକ, ପୁରୀ, କେନ୍ଦ୍ରପଡ଼ା, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ଗଞ୍ଜାମ, ଗଜପତି, ରାୟଗଡ଼ା ଓ ମାଲକାନଗିରି। ଏହି ଜିଲ୍ଲାର ଜିଲ୍ଲାପାଳମାନେ ସତର୍କ ରହିବାକୁ ବିଷ୍ଣୁପଦ ସେଠୀ ନିର୍ଦ୍ଦେଶ ଦେଇଛନ୍ତି।

ସେ କହିଛନ୍ତି-“ବର୍ଷା ମୁକାବିଲା ପାଇଁ ମୁଖ୍ୟାଳୟରେ ରହିବାକୁ ଜିଲ୍ଲାପାଳ ଓ ଅନ୍ୟ ଅଧତ୍କାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କଣ୍ଟ୍ରୋଲ ରୁମ ସହ ଯୋଗାଯୋଗରେ ରହିବାକୁ କୁହାଯାଇଛି। ଓଡ୍ରାଫ, ଅଗ୍ନିଶମ ବିଭାଗ ଓ ପୋଲିସକୁ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି। ଆବଶ୍ୟକ ହେଲେ ଅଧତ୍କାରୀଙ୍କ ଛୁଟି ବାତିଲ କରାଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story