ରାଜମହଲ ଛକରେ ପୋଲିସ୍ ଓ କଂଗ୍ରେସ କର୍ମୀ ଧସ୍ତାଧସ୍ତି, ଇତିଶ ପ୍ରଧାନ ଆହତ

ଭୁବନେଶ୍ୱର: କଂଗ୍ରେସ କର୍ମୀମାନେ ଆଜି ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନାଙ୍କ ବାସଭବନ ଘେରାଉ କରିବାକୁ ଉଦ୍ୟମ ବେଳେ ରାଜମହଲ ଛକରେ ପୋଲିସ୍‌ ସହ ଧସ୍ତାଧସ୍ତି ହୋଇଥିଲା। ଏଥିରେ ଇତିଶ ପ୍ରଧାନ ଓ ଯୁବ କଂଗ୍ରେସ ସଭାପତି ଲୋକନାଥ ମହାରଥୀ ସାମାନ୍ୟ ଆହତ ହୋଇଥିଲେ। ଇତିଶଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଷ୍ଟ୍ରେଚରେ ତାଙ୍କୁ ଆମ୍ବୁଲାନ୍ସକୁ ଅଣାଯାଇ କ୍ୟାପିଟାଲ ଥାନାକୁ ନିଆଯାଇଥିଲା। ତେବେ ଅସୁସ୍ଥତା କାରଣରୁ ପୋଲିସ ଆଜି ତାଙ୍କୁ ପଚରାଉଚରା କରି ନ ଥିଲା। […]

congress

congress

Rakesh Mallick
  • Published: Tuesday, 20 December 2016
  • Updated: 20 December 2016, 09:45 PM IST

Sports

Latest News

congressଭୁବନେଶ୍ୱର: କଂଗ୍ରେସ କର୍ମୀମାନେ ଆଜି ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନାଙ୍କ ବାସଭବନ ଘେରାଉ କରିବାକୁ ଉଦ୍ୟମ ବେଳେ ରାଜମହଲ ଛକରେ ପୋଲିସ୍‌ ସହ ଧସ୍ତାଧସ୍ତି ହୋଇଥିଲା। ଏଥିରେ ଇତିଶ ପ୍ରଧାନ ଓ ଯୁବ କଂଗ୍ରେସ ସଭାପତି ଲୋକନାଥ ମହାରଥୀ ସାମାନ୍ୟ ଆହତ ହୋଇଥିଲେ। ଇତିଶଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଷ୍ଟ୍ରେଚରେ ତାଙ୍କୁ ଆମ୍ବୁଲାନ୍ସକୁ ଅଣାଯାଇ କ୍ୟାପିଟାଲ ଥାନାକୁ ନିଆଯାଇଥିଲା। ତେବେ ଅସୁସ୍ଥତା କାରଣରୁ ପୋଲିସ ଆଜି ତାଙ୍କୁ ପଚରାଉଚରା କରି ନ ଥିଲା। ବୟାନ ରେକର୍ଡ ପାଇଁ ଆଉ ଦିନେ ଡକାଯିବ ବୋଲି କହି ପୋଲିସ ତାଙ୍କୁ ଛାଡି ଦେଇଛି।

ଗତ ୧୬ ତାରିଖରେ ମେୟରଙ୍କ ବିରୋଧରେ ଯୌନ କଳେଙ୍କାରୀ ଅଭିଯୋଗ ଘଟଣାକୁ ନେଇ ମାମଲା ରୁଜୁ କରିଥିଲା କମିଶନରେଟ୍‌ ପୋଲିସ୍‌। ମେୟରଙ୍କ ଅଭିଯୋଗ ଆଧାରରେ ଏହି ମାମଲା ରୁଜୁ ହୋଇଥିଲା। ଛାତ୍ର କଂଗ୍ରେସ ସଭାପତି ଇତିଶ ଓ ନିଆଖୁଣ୍ଟା ଡଟ୍‌ କମ୍‌ର ପ୍ରୋପାଇଟର ପ୍ରଦୀପ ପାଣ୍ଡେଙ୍କୁ ନୋଟିସ୍‌ କରିଥିଲା କ୍ୟାପିଟାଲ ଥାନା ପୋଲିସ୍‌।

ଗତକାଲି ମଧ୍ୟ ରିଷିଙ୍କ ଆଉ ଜଣେ ସାଙ୍ଗକୁ ପଚରାଉଚରା କରିଛି ପୋଲିସ୍‌। ମାମଲାରି ତଦନ୍ତ ତ୍ୱରାନିତ୍ୱ କରିବାକୁ ଜଣେ ଏସିପିଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌ ଗଠନ କରାଯାଇ ତଦନ୍ତ ଚାଲିଛି।

ଇତିଶ କହିଛନ୍ତି,“ମୁଁ କ୍ୟାପିଟାଲ ଥାନାକୁ ବୟାନ ରେକର୍ଡ କରିବାକୁ ଯାଉଥିଲି। କିଛି ପୋଲିସ୍‌ ଓ ଏସିପି ମୋତେ ବଳପୂର୍ବକ ତଳେ ପକାଇ ଦେଇଥିଲେ।  ରିଷି ମୋର ଭଲ ବନ୍ଧୁଥିଲେ। ସେ ବହୁତ ସମୟ ଧରି ମୋ ସହିତ କାମ କରଛି। ଏହି ଘଟଣାରେ ସିବିଆଇ ତଦନ୍ତ କରାଯାଉ। ରିଷି ହତ୍ୟାକାଣ୍ଡରେ ଏହି ଭିଡ଼ିଓର ଲିଙ୍କ୍ ରହିଛି। ମୋ ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ମୁଁ ରିଷିକୁ ନ୍ୟାୟ ଦେବାକୁ ଲଢେଇ କରିବି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story