ରାଜାଙ୍କ ମୃତ୍ୟୁ ଏକ ଦୁର୍ଘଟଣା: ଜେସି

ସୋର: ରାଜାଙ୍କ ମୃତ୍ୟୁ ଆତ୍ମହତ୍ୟା କି ହତ୍ୟା ନୁହେଁ। ଏହା ଏକ ଦୁର୍ଘଟଣା। ଶୁକ୍ରବାର ଏ କଥା କହିଛନ୍ତି ଅଭିନେତ୍ରୀ ଜେସି। ସୋର ଥାନାରେ ହାଜର ହେବା ପରେ ସେ ଗଣମାଧ୍ୟମକୁ କହିଛନ୍ତି ଏହି କଥା। ଜେସି କହିଛନ୍ତି,‘ରାଜା ପରିସ୍ରା ଯିବାକୁ ଚାହୁଁଥିଲା। ହୁଏତ ତା’ ଗୋଡ଼ ଖସି ଯାଇଛି ଓ ସେ ପଡ଼ି ଯାଇଛି। ସେ ସୁଇସାଇଡ୍ କରିବ ନାହିଁ। ସେ ରାଗି କି ଯାଇ ନ ଥିଲା। ଆମ ଭିତରେ ଆଲୋଚନା ହେବାର ଅନେକ […]

jesi

jesi

Rakesh Mallick
  • Published: Friday, 12 February 2016
  • Updated: 12 February 2016, 05:04 PM IST

Sports

Latest News

jessiiସୋର: ରାଜାଙ୍କ ମୃତ୍ୟୁ ଆତ୍ମହତ୍ୟା କି ହତ୍ୟା ନୁହେଁ। ଏହା ଏକ ଦୁର୍ଘଟଣା। ଶୁକ୍ରବାର ଏ କଥା କହିଛନ୍ତି ଅଭିନେତ୍ରୀ ଜେସି। ସୋର ଥାନାରେ ହାଜର ହେବା ପରେ ସେ ଗଣମାଧ୍ୟମକୁ କହିଛନ୍ତି ଏହି କଥା।

ଜେସି କହିଛନ୍ତି,‘ରାଜା ପରିସ୍ରା ଯିବାକୁ ଚାହୁଁଥିଲା। ହୁଏତ ତା’ ଗୋଡ଼ ଖସି ଯାଇଛି ଓ ସେ ପଡ଼ି ଯାଇଛି। ସେ ସୁଇସାଇଡ୍ କରିବ ନାହିଁ। ସେ ରାଗି କି ଯାଇ ନ ଥିଲା। ଆମ ଭିତରେ ଆଲୋଚନା ହେବାର ଅନେକ ସମୟ ପରେ ସେ ଗାଡ଼ି ରଖିବାକୁ କହିଥିଲା। ସେ ପରିସ୍ରା ଯିବ ବୋଲି କହିଥିଲା। ମୁଁ ଅନୁଭବ କରୁଛି ଏଇଟା ଏକ ଦୁର୍ଘଟଣା।’

ଜେସି କହିଛନ୍ତି ଯେ ରାଜାଙ୍କ ମୃତ୍ୟୁ ପରେ ସେ ଖୁବ୍ ଡରି ଯାଇଥିଲେ। ତେଣୁ ଥାନାକୁ ଆସି ନ ଥିଲେ। ପୁଣି ତାଙ୍କ ଦେହ ବି ବହୁତ ଖରାପ ହୋଇଯାଇଥିଲା। ସେ ଥାନାକୁ ପ୍ରଥମ ଥର ଆସି ଠିକ୍ କରିଛନ୍ତି ବୋଲି ଭାବୁଛନ୍ତି। ତା’ସହିତ ଘଟଣାର ଠିକ୍ ତଦନ୍ତ ହେବ ଓ ନ୍ୟାୟ ମିଳିବ ବୋଲି ସେ ଆଶା କରୁଛନ୍ତି।

ଅଭିନେତା ତୁଷାରଙ୍କୁ ସେ ଭଲ ପାଉଥିବା କଥାକୁ ସଂପୂର୍ଣ୍ଣ ଭାବେ ଖଣ୍ଡନ କରିଛନ୍ତି ଜେସି। ସେ କହିଛନ୍ତି,‘ତୁଷାରଙ୍କ ସହିତ ମୋର କୌଣସି ସଂପର୍କ ନାହିଁ। ସେ ମୋର ଜଣେ ସାଧାରଣ ବନ୍ଧୁ। ସେ ମୋର ଜଣେ ସାଧାରଣ କୋ ଆର୍ଟିଷ୍ଟ୍। ସେ ମୋ ହୀରୋ। ମୋର ତା’ ସହିତ କାମ କରିବାର ଅଛି। ମୁଁ ତା’ ସହିତ କାମ କରେ। ଯେତେବେଳେ ତା’ସହିତ କ୍ଲୋଜ୍ ସିନ୍ କରିବାକୁ ପଡ଼େ ସେତେବେଳେ ମୁଁ କରେ। ଯେତେବେଳେ ତା’ ସହିତ ହସିମଜାକ୍ କରିବାକୁ ପଡ଼େ, ମୁଁ କରେ। କ୍ୟାମେରା ଅଫ୍ ହେବା ପରେ ସାଧାରଣ ବନ୍ଧୁ ହିସାବରେ ମିଶୁ ଓ କଥାବାର୍ତ୍ତା ହେଉ। ତା’ସହିତ ମୋର କୌଣସି ଏମିତି ଘନିଷ୍ଠ ସଂପର୍କ ନାହିଁ।’

ରାଜାଙ୍କ ସହିତ ପ୍ରେମ ସଂପର୍କକୁ ନେଇ ମଧ୍ୟ ସେ ମୁହଁ ଖୋଲିଛନ୍ତି। ଜେସି କହିଛନ୍ତ,‘ରାଜା ମୋର ଜଣେ ବହୁତ ଭଲ ଫ୍ରେଣ୍ଡ୍। ସେ ମୋର ଜଣେ ବଡ଼ ସମର୍ଥକ। ରାଜାଙ୍କ ସହିତ ମୋର ଯେଉଁ ପ୍ରେମ ସଂପର୍କ କଥା କୁହାଯାଉଛି, ତାହା ସଂପୂର୍ଣ୍ଣ ପ୍ରେମ ନୁହେଁ। ଆମେ କେବେ ବାହା ହେବୁ ବୋଲି କଥା ହୋଇ ନ ଥିଲୁ। ହଁ, ସେ ମୋତେ ବହୁତ ଭଲ ପାଏ। ମୁଁ ବି ତାକୁ ବହୁତ ଭଲ ପାଏ।

ଅନ୍ୟପକ୍ଷରେ ବାଲେଶ୍ୱର ସଦର ଏସ୍‌ଡିପିଓ ପି.ସି ବଡ଼ଜେନା କହିଛନ୍ତି ଯେ ଜେସି, ପ୍ରଳୟ ଜେନା ଓ ଧନେଶ୍ୱର ବେହେରାଙ୍କ ବୟାନରେ ୭୦ ରୁ ୮୦ ପ୍ରତିଶତ ତାଳମେଳ ରହୁଛି। କିନ୍ତୁ ଜେସି ଓ ରାଜାଙ୍କ ମଧ୍ୟରେ ହୋଇଥିବା ଯୁକ୍ତିତର୍କ ନେଇ ତାଳମେଳ ରହୁନାହିଁ। ପରବର୍ତ୍ତୀ ସମୟରେ ଅଲଗା ପଦକ୍ଷେପ ନିଆଯିବ। ତିନି ଜଣଙ୍କର ପଲିଗ୍ରାଫ୍ ଟେଷ୍ଟ୍ କରାଯିବ। ସେମାନେ ଯେଉଁ ବୟାନ ଦେଉଛନ୍ତି ସେଗୁଡ଼ିକ ଠିକ୍ କି ନୁହେଁ ତାହା ପଲିଗ୍ରାଫ୍ ଟେଷ୍ଟରୁ ଜଣାପଡ଼ିବ।

ଏହା ପୂର୍ବରୁ ଆଜି ତୁଷାର ମଧ୍ୟ ଜେସିଙ୍କ ସହିତ ତାଙ୍କର ପ୍ରେମ ସଂପର୍କକୁ ଖଣ୍ଡନ କରି ଥିଲେ। ରାଜା, ଜେସି ଓ ତାଙ୍କୁ ନେଇ ଯେଉଁ ତ୍ରୀକୋଣୀୟ ପ୍ରେମ ସଂପର୍କ କଥା ଆଲୋଚନା ହେଉଛି ତାହାକୁ ସେ ଖଣ୍ଡନ କରିଛନ୍ତି।

ସୂଚନାଯୋଗ୍ୟ, ପ୍ରଳୟ ଓ ଧନେଶ୍ୱର ସୋର ପୋଲିସ୍ ନିକଟରେ ହାଜର ହୋଇଥିଲେ ହେଁ ଜେସି ହାଜର ହୋଇନଥିଲେ। ତେଣୁ ଏ ନେଇ ତାଙ୍କୁ ପୋଲିସ୍ ନୋଟିସ୍ ପଠାଇଥିଲା। ତାଙ୍କ ଘର ଠିକଣାରେ ଏହି ନୋଟିସ୍ ପଠାଯାଇଥିଲା। ଏଥିରେ କୌଣସି ନିର୍ଦ୍ଧାରିତ ସମୟ ଉଲ୍ଲେଖ କରାଯାଇ ନ ଥିଲା। ତେବେ ଜେସି ଥାନାରେ ହାଜର ହୋଇ ତଦନ୍ତ ପ୍ରକ୍ରିୟାରେ ସହଯୋନ ନ କଲେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠଶନ ନିଆଯିବ ବୋଲି ବାଲେଶ୍ୱର ଏସ୍‌ପି ନୀତି ଶେଖର କହିଥିଲେ।

ଅନ୍ୟପକ୍ଷରେ କଟକ ବଡ଼ମେଡିକାଲ୍ ପକ୍ଷରୁ ଆଜି ରାଜାର ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିଛି। ଏଥିରେ କୁହାଯାଇଛି ଯେ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ରାଜାଙ୍କର ମୃତ୍ୟୁ ଘଟିଛି। ରାଜାଙ୍କର ଶରୀରର  ଅନେକ ସ୍ଥାନରେ ଆଘାତ ଲାଗି ଥିଲା। ତାଙ୍କ ଲିଭର ନଷ୍ଟ ହୋଇଯାଇଥିଲା। ତାଙ୍କର ଦୁଇ ଆଣ୍ଠୁ ଓ ଦୁଇ ହାତର ମଣିବନ୍ଧ ଭାଙ୍ଗି ଯାଇଥିଲା।

ଏହି ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ମୃତ୍ୟୁ ପୂର୍ବରୁ ରାଜା ମଦ ପିଇ ନ ଥିଲେ। ତାଙ୍କର ତଣ୍ଟି ମଧ୍ୟ ଚିପା ଯାଇ ନ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story