ରାଜା ମୃତ୍ୟୁ ମାମଲା: ପ୍ରଳୟ ଓ ଧନେଶ୍ୱରଙ୍କର ହୋଇପାରେ ପଲିଗ୍ରାଫ୍ ଟେଷ୍ଟ୍

ବାଲେଶ୍ୱର: ଅଭିନେତା ତଥା କୋରିଓଗ୍ରାଫର ରାଜା ପଟ୍ଟନାୟକଙ୍କ ମୃତ୍ୟୁକୁ ନେଇ ସସ୍‌ପେନ୍ସ ଜାରି ରହିଛି। ତାଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା, ନା ଦୁର୍ଘଟଣା ଜନିତ- ତାହା ଏବେ ବି ରହସ୍ୟ ଘେରରେ ରହିଛି। ଅନ୍ୟପକ୍ଷରେ ଘଟଣା ଦିନ ରାଜାଙ୍କ ସହିତ ଉପସ୍ଥିତ ଥିବା ଇଭେଣ୍ଟ୍ ସଂଯୋଜକ ପ୍ରଳୟ ଜେନା ଓ ଡ୍ରାଇଭର ଧନେଶ୍ୱର ବେହେରାଙ୍କ ପଲିଗ୍ରାଫ୍ ଟେଷ୍ଟ୍ କରିବାକୁ ଚିନ୍ତା କରୁଛି ବାଲେଶ୍ୱର ପୋଲିସ୍। ବାଲେଶ୍ୱର ଏସ୍.ପି ନୀତି ଶେଖର କହିଛନ୍ତି, ଘଟଣାର ତଦନ୍ତ ଚାଲିଛି। […]

rajaa-300x225

rajaa-300x225

Rakesh Mallick
  • Published: Friday, 12 February 2016
  • Updated: 12 February 2016, 05:19 PM IST

[caption id="attachment_68265" align="alignleft" width="150"]baleswar-sp ବାଲେଶ୍ୱର ଏସ୍‌ପି ନୀତି ଶେଖର[/caption]

ବାଲେଶ୍ୱର: ଅଭିନେତା ତଥା କୋରିଓଗ୍ରାଫର ରାଜା ପଟ୍ଟନାୟକଙ୍କ ମୃତ୍ୟୁକୁ ନେଇ ସସ୍‌ପେନ୍ସ ଜାରି ରହିଛି। ତାଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା, ନା ଦୁର୍ଘଟଣା ଜନିତ- ତାହା ଏବେ ବି ରହସ୍ୟ ଘେରରେ ରହିଛି। ଅନ୍ୟପକ୍ଷରେ ଘଟଣା ଦିନ ରାଜାଙ୍କ ସହିତ ଉପସ୍ଥିତ ଥିବା ଇଭେଣ୍ଟ୍ ସଂଯୋଜକ ପ୍ରଳୟ ଜେନା ଓ ଡ୍ରାଇଭର ଧନେଶ୍ୱର ବେହେରାଙ୍କ ପଲିଗ୍ରାଫ୍ ଟେଷ୍ଟ୍ କରିବାକୁ ଚିନ୍ତା କରୁଛି ବାଲେଶ୍ୱର ପୋଲିସ୍। ବାଲେଶ୍ୱର ଏସ୍.ପି ନୀତି ଶେଖର କହିଛନ୍ତି, ଘଟଣାର ତଦନ୍ତ ଚାଲିଛି। ଯଦି ଆବଶ୍ୟକ ହୁଏ, ତା’ହେଲେ ପଲିଗ୍ରାଫ୍ ଟେଷ୍ଟ୍ କରାଯିବ। ଏନେଇ ଏବେ ନିଷ୍ପତ୍ତି ନିଆଯାଇନାହିଁ। ଦରକାର ପଡ଼ିଲେ ଏଭଳି ନିଷ୍ପତ୍ତି ନିଆଯିବ।

ଆଜି ବାଲେଶ୍ୱର ଏସ୍.ପି ଏହି ଦୁଇ ଜଣଙ୍କୁ ସାଙ୍ଗରେ ନେଇ ଘଟଣାସ୍ଥଳକୁ ଯାଇଥିଲେ। ସେଦିନ କିଭଳି ଘଟଣାଟି ଘଟିଥିଲା ସେ ନେଇ ଏସ୍.ପି ଏହି ଦୁଇ ଜଣଙ୍କୁ ସେଠାରେ ପଚାରି ବୁଝିଥିଲେ। ଗତକାଲି ମଧ୍ୟ ବାଲେଶ୍ୱର ପୋଲିସ୍ ପ୍ରଳୟ ଓ ଧନେଶ୍ୱରଙ୍କୁ ଘଟଣାସ୍ଥଳକୁ ନେଇ ଯାଞ୍ଚ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story