ବୈଷୟିକ ତ୍ରୁଟି ଯୋଗୁଁ  ଜେସି, ପ୍ରଳୟ ଓ ଧନେଶ୍ୱରଙ୍କ ହୋଇପାରିଲାନି ପଲିଗ୍ରାଫ୍ ଟେଷ୍ଟ୍

ସୋର: ଅଭିନେତା ରାଜା ପଟ୍ଟନାୟକ ମୃତ୍ୟୁ ଘଟଣାରେ ମଙ୍ଗଳବାର ଅଭିନେତ୍ରୀ ଜେସି, ରାଜାଙ୍କ ସହଯୋଗୀ ପ୍ରଳୟ ଜେନା ଏବଂ ଡ୍ରାଇଭର୍ ଧନେଶ୍ୱରକୁ ପଲିଗ୍ରାଫ୍ ଟେଷ୍ଟ ପାଇଁ ରାଜ୍ୟ ଫରେନ୍‌ସିକ୍‌ ଲାବୋରଟୋରିକୁ ଅଣାଯାଇଥିଲା। କିନ୍ତୁ ବୈଷୟିକ ତ୍ରୁଟି ଯୋଗୁଁ ଏହି ତିନି ଜଣଙ୍କ ପଲିଗ୍ରାଫ୍ ଟେଷ୍ଟ୍ ହୋଇପାରି ନ ଥିବା ଜଣାପଡ଼ିଛି। ପ୍ରାୟ ୫ ଘଣ୍ଟା ପରେ ଜେସି, ପ୍ରଳୟ ଓ ଧନେଶ୍ୱର ଲାବ୍‌ରୁ ବାହାରିଥିଲେ। ଲାବ୍‌ରୁ ବାହାରିବା ପରେ ଜେସି କହିଛନ୍ତି ଯେ ଟେଷ୍ଟ ହେଲାନି, କେଉଁ […]

jesi

jesi

Rakesh Mallick
  • Published: Tuesday, 16 February 2016
  • Updated: 16 February 2016, 01:24 PM IST

Sports

Latest News

ସୋର: ଅଭିନେତା ରାଜା ପଟ୍ଟନାୟକ ମୃତ୍ୟୁ ଘଟଣାରେ ମଙ୍ଗଳବାର ଅଭିନେତ୍ରୀ ଜେସି, ରାଜାଙ୍କ ସହଯୋଗୀ ପ୍ରଳୟ ଜେନା ଏବଂ ଡ୍ରାଇଭର୍ ଧନେଶ୍ୱରକୁ ପଲିଗ୍ରାଫ୍ ଟେଷ୍ଟ ପାଇଁ ରାଜ୍ୟ ଫରେନ୍‌ସିକ୍‌ ଲାବୋରଟୋରିକୁ ଅଣାଯାଇଥିଲା। କିନ୍ତୁ ବୈଷୟିକ ତ୍ରୁଟି ଯୋଗୁଁ ଏହି ତିନି ଜଣଙ୍କ ପଲିଗ୍ରାଫ୍ ଟେଷ୍ଟ୍ ହୋଇପାରି ନ ଥିବା ଜଣାପଡ଼ିଛି। ପ୍ରାୟ ୫ ଘଣ୍ଟା ପରେ ଜେସି, ପ୍ରଳୟ ଓ ଧନେଶ୍ୱର ଲାବ୍‌ରୁ ବାହାରିଥିଲେ। ଲାବ୍‌ରୁ ବାହାରିବା ପରେ ଜେସି କହିଛନ୍ତି ଯେ ଟେଷ୍ଟ ହେଲାନି, କେଉଁ କାରଣରୁ ହୋପାରିଲା ନାହିଁ ତାହା ସେ ଜାଣିନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story