ରାଜା ମୃତ୍ୟୁ ମାମଲା: ଜାମିନ ପରେ ଜେଲ୍‌ରୁ ଘରକୁ ଗଲେ ଜେସି

ବାଲେଶ୍ୱର/ସୋର: ଅଭିନେତା ରାଜା ପଟ୍ଟନାୟକ ମୃତ୍ୟୁ ମାମଲାରେ ଗିରଫ ହୋଇ ଜେଲରେ ଥିବା ଅଭିନେତ୍ରୀ ଜେସିଙ୍କୁ ଆଜି ଜାମିନ ମିଳିବା ପରେ ସେ ଜେଲରୁ ମୁକୁଳି ଘରକୁ ଯାଇଛନ୍ତି। ବାଲେଶ୍ୱର ଜିଲ୍ଲା ଦୌରାଜଜ୍ ଜେସିଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ୨୦ ହଜାର ଟଙ୍କାରେ ତାଙ୍କୁ ଏହି ଜାମିନ୍ ମିଳିଛି। ଏହାସହିତ ତାଙ୍କୁ ତଦନ୍ତରେ ସହଯୋଗ କରିବା ଓ ସାକ୍ଷୀଙ୍କୁ ପ୍ରଭାବିତ ନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆଜିର ଏଇ ଶୁଶାଣି ସମୟରେ ରାଜା କିମ୍ୱା […]

jasi

jasi

Rakesh Mallick
  • Published: Tuesday, 01 March 2016
  • Updated: 01 March 2016, 02:28 PM IST

ବାଲେଶ୍ୱର/ସୋର: ଅଭିନେତା ରାଜା ପଟ୍ଟନାୟକ ମୃତ୍ୟୁ ମାମଲାରେ ଗିରଫ ହୋଇ ଜେଲରେ ଥିବା ଅଭିନେତ୍ରୀ ଜେସିଙ୍କୁ ଆଜି ଜାମିନ ମିଳିବା ପରେ ସେ ଜେଲରୁ ମୁକୁଳି ଘରକୁ ଯାଇଛନ୍ତି। ବାଲେଶ୍ୱର ଜିଲ୍ଲା ଦୌରାଜଜ୍ ଜେସିଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ୨୦ ହଜାର ଟଙ୍କାରେ ତାଙ୍କୁ ଏହି ଜାମିନ୍ ମିଳିଛି। ଏହାସହିତ ତାଙ୍କୁ ତଦନ୍ତରେ ସହଯୋଗ କରିବା ଓ ସାକ୍ଷୀଙ୍କୁ ପ୍ରଭାବିତ ନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଆଜିର ଏଇ ଶୁଶାଣି ସମୟରେ ରାଜା କିମ୍ୱା ଜେସିଙ୍କ ପରିବାର ପକ୍ଷରୁ କେହି ଉପସ୍ଥିତ ନ ଥିଲେ।

ଗତକାଲି ଜେସିଙ୍କ ରିମାଣ୍ଡ ଅବଧି ଶେଷ ହେବା ପରେ ତାଙ୍କୁ ସୋର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା। ସେଠାରୁ ତାଙ୍କୁ ସୋର ଉପକାରାଗାରକୁ ପଠାଇ ଦିଆଯାଇଥିଲା।

ଜେସି କହିଛନ୍ତି, “ନ୍ୟାୟିକ ବ୍ୟବସ୍ଥା ଉପରେ ମୋର ବିଶ୍ୱାସ ଅଛି। ମୁଁ ନିର୍ଦ୍ଦୋଷ, ମୋତେ ନିଶ୍ଚିତ ନ୍ୟାୟ ମିଳିବ ବୋଲି ମୁଁ ଆଶା ଅଛି। ତେବେ ପୂର୍ବ ପରି ସୁଯୋଗ ମିଳିଲେ, ମୁଁ ମୋ ଅଭିନୟ କ୍ୟାରିୟର ଜାରି ରଖିବି।”

 ସୂଚନାଯୋଗ୍ୟ, ଫେବୃଆରୀ ୧୬ ତାରିଖରେ ଟେଲି କଳାକାର ରାଜା ପଟ୍ଟନାୟକଙ୍କ ମୃତ୍ୟୁ ଘଟଣାରେ ସୋର ପୋଲିସ୍ ଅଭିନେତ୍ରୀ ପ୍ରଲିପ୍ତା ପ୍ରିୟଦର୍ଶିନୀ ସାମଲ ଓରଫ ଜେସିଙ୍କୁ ଗିରଫ କରିଥିଲା। ରାଜାଙ୍କୁ ଆତ୍ମହତ୍ୟା କରିବା ପାଇଁ ଉସୁକାଇଥିବା ଅଭିଯୋଗରେ ପୋଲିସ୍ ତାଙ୍କୁ ଗିରଫ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story