ରାଜ୍ୟରେ କମିଲା ବସ୍ ଭଡ଼ା

ଭୁବନେଶ୍ୱର: କମିଲା ବସ୍ ଭଡ଼ା  ସାଧାରଣ ଓ ଏକ୍ସପ୍ରେସ୍ କିଲୋମିଟର ପିଛା ୧ପଇସା କମିଥିବା ବେଳେ ଏସି ଓ ଡିଲକ୍ସ ବସ୍ କିଲୋମିଟର ପିଛା ୨ପଇସା ହ୍ରାସ ପାଇଛି। ସାଧାରଣ ବସ୍ ଭଡ଼ା କିଲୋମିଟରକୁ ୫୬ରୁ ୫୫ ପଇସା କମିଥିବା ବେଳେ ଏକ୍ସପ୍ରେସ ବସ୍ ୫୯ରୁ ୫୮ ପଇସାକୁ ହ୍ରାସ ପାଇଛି। ସେହିପରି ଡିଲକ୍ସ ୭୬ରୁ ୭୪ ପଇସା ଓ ଏସି ଡିଲକ୍ସ ବସ୍ ୯୭ରୁ ୯୫ ପଇସା କମିଛି।