ରାଜ୍ୟସଭା ଆସନ ପାଇଁ ଆଜି ଯାଞ୍ଚ ହେବ ନାମାଙ୍କନ ପତ୍ର

ଭୁବନେଶ୍ୱର: ଆଜି ରାଜ୍ୟସଭା ଆସନ ପାଇଁ ଦାଖଲ କରାଯାଇଥିବା ନାମାଙ୍କନ ପତ୍ରର ଯାଞ୍ଚ ହେବ।  ୧୮ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ।  ସଂଖ୍ୟା ଦୃଷ୍ଟିରୁ ବିଜେଡିରୁ ପ୍ରତାପ ଦେବ ରାଜ୍ୟସଭାକୁ ଯିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି। ଗତକାଲି ବିଜେଡି ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଥିଲେ ପ୍ରତାପ ଦେବ।  ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ମୁଖପାତ୍ର ଥିବା ପ୍ରତାପ ଦେବ ନିଜ ପ୍ରସ୍ତାବକ ଓ ସମର୍ଥକଙ୍କ ସହ ବିଧାନସଭା ସଚିବଙ୍କ ନିକଟରେ ୩ […]

pratap

pratap

Rakesh Mallick
  • Published: Tuesday, 16 May 2017
  • Updated: 16 May 2017, 08:21 AM IST

Sports

Latest News

ଭୁବନେଶ୍ୱର: ଆଜି ରାଜ୍ୟସଭା ଆସନ ପାଇଁ ଦାଖଲ କରାଯାଇଥିବା ନାମାଙ୍କନ ପତ୍ରର ଯାଞ୍ଚ ହେବ।  ୧୮ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ।  ସଂଖ୍ୟା ଦୃଷ୍ଟିରୁ ବିଜେଡିରୁ ପ୍ରତାପ ଦେବ ରାଜ୍ୟସଭାକୁ ଯିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି।

ଗତକାଲି ବିଜେଡି ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଥିଲେ ପ୍ରତାପ ଦେବ।  ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ମୁଖପାତ୍ର ଥିବା ପ୍ରତାପ ଦେବ ନିଜ ପ୍ରସ୍ତାବକ ଓ ସମର୍ଥକଙ୍କ ସହ ବିଧାନସଭା ସଚିବଙ୍କ ନିକଟରେ ୩ ସେଟ୍ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ପ୍ରଥମ ସେଟ୍  ପ୍ରାର୍ଥୀପତ୍ରରେ ପ୍ରତାପଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମେତ ୯ ଜଣ ପ୍ରପୋଜର ରହିଥିଲେ।

ସେହିଭଳି ଦ୍ୱିତୀୟ ସେଟ୍  ପ୍ରାର୍ଥୀପତ୍ରରେ ମନ୍ତ୍ରୀ ଦାମ ରାଉତଙ୍କ ସହ ୯ ବିଧାୟକ ଏବଂ ତୃତୀୟ ସେଟ୍‌ ପ୍ରାର୍ଥୀପତ୍ରରେ ଦେବାଶିଷ ସାମନ୍ତରାୟଙ୍କ ସହ ୯ ଜଣ ବିଧାୟକ ପ୍ରସ୍ତାବକ ରହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story