ରାଜ୍ୟ ସରକାର ସବୁ ଦିଗରେ ବିଫଳ ହୋଇଛନ୍ତି: ବିଜେପି

ସୁନ୍ଦରଗଡ଼: ସୁନ୍ଦରଗଡ଼ ସିଭିକ ସେଣ୍ଟରରେ ଚାଲିଥିବା ବିଜେପି ରାଜ୍ୟ କାର୍ଯ୍ୟକାରିଣୀରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ଦଳ। ୧୬ ବର୍ଷର ଶାସନ କାଳରେ ରାଜ୍ୟ ସରକାର ସବୁ ଦିଗରେ ବିଫଳ ହୋଇଥିବା ଦଳ ପକ୍ଷରୁ ଅଭିଯୋଗ କରାଯାଇଛି। ଚିଟ୍‌ଫଣ୍ଡ ଦୁର୍ନୀତିରେ ସମ୍ପୃକ୍ତ ଥିବା ମନ୍ତ୍ରୀ, ବିଧାୟକ ଓ ଦଳର ତୁଙ୍ଗ ନେତାଙ୍କୁ ରାଜ୍ୟ ସରକାର ସୁରକ୍ଷା ଦେଉଥିବା ଦଳ ପକ୍ଷରୁ ଅଭିଯୋଗ କରାଯାଇଛି। ରାଜ୍ୟରେ ୧୭,୨୭,୨୦୪ ବିପିଏଲ୍‌ ପରିବାର ବିଦ୍ୟୁତ ସଂଯୋଗ ପାଇ ନ ଥିବା ବେଳେ […]

sundergada

sundergada

Rakesh Mallick
  • Published: Sunday, 19 June 2016
  • Updated: 19 June 2016, 08:21 PM IST

Sports

Latest News

ସୁନ୍ଦରଗଡ଼: ସୁନ୍ଦରଗଡ଼ ସିଭିକ ସେଣ୍ଟରରେ ଚାଲିଥିବା ବିଜେପି ରାଜ୍ୟ କାର୍ଯ୍ୟକାରିଣୀରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ଦଳ। ୧୬ ବର୍ଷର ଶାସନ କାଳରେ ରାଜ୍ୟ ସରକାର ସବୁ ଦିଗରେ ବିଫଳ ହୋଇଥିବା ଦଳ ପକ୍ଷରୁ ଅଭିଯୋଗ କରାଯାଇଛି।

ଚିଟ୍‌ଫଣ୍ଡ ଦୁର୍ନୀତିରେ ସମ୍ପୃକ୍ତ ଥିବା ମନ୍ତ୍ରୀ, ବିଧାୟକ ଓ ଦଳର ତୁଙ୍ଗ ନେତାଙ୍କୁ ରାଜ୍ୟ ସରକାର ସୁରକ୍ଷା ଦେଉଥିବା ଦଳ ପକ୍ଷରୁ ଅଭିଯୋଗ କରାଯାଇଛି। ରାଜ୍ୟରେ ୧୭,୨୭,୨୦୪ ବିପିଏଲ୍‌ ପରିବାର ବିଦ୍ୟୁତ ସଂଯୋଗ ପାଇ ନ ଥିବା ବେଳେ ୪୧ ପ୍ରତିଶତ ଘରେ ବିଜୁଳି ଆଜି ବି ପହଞ୍ଚି ପାରି ନ ଥିବା ଦଳ ଅଭିଯୋଗ କରିଛି।

ରାଜ୍ୟ କାର୍ଯ୍ୟକାରିଣୀରେ ରାଜନୈତିକ, ଶିକ୍ଷା ଓ ନିଯୁକ୍ତି ଚିଠା ଗୃହୀତ ହେବା ସହ ରାଜ୍ୟ ସରକାରଙ୍କ ମିଛ ପ୍ରଚାରର ପର୍ଦ୍ଦାଫାସ ପାଇଁ ଆହ୍ୱାନ ଦିଆଯାଇଛି। କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବରିଷ୍ଠ ନେତା ଗିରିଧର ଗମାଙ୍ଗ, ରାଜ୍ୟ ସଭାପତି ବସନ୍ତ ପଣ୍ଡା, ରାଜ୍ୟ ସାଧାରଣ ସମ୍ପାଦକ ରଞ୍ଜନ ପଟେଲ୍‌ ଓ ବିଧାୟକ ପ୍ରଦୀପ ପୁରୋହିତଙ୍କ ସମେତ ବରିଷ୍ଠ ପଦାଧିକାରୀମାନେ କାର୍ଯ୍ୟକାରିଣୀରେ ଯୋଗ ଦେଇଥିଲେ।

ଧର୍ମେନ୍ଦ୍ର କହିଛନ୍ତି, “ଗରିବ ଲୋକଙ୍କ ଟଙ୍କାକୁ କେହି ଠକି ନେଇ ପାରିବେ ନାହିଁ। କ୍ଷତିଗ୍ରସ୍ତ ଚିଟ୍‌ଫଣ୍ଡ ଜମାକାରୀଙ୍କ ତାଲିକା ଏ ପର୍ଯ୍ୟନ୍ତ ଓଡ଼ିଶାରେ ପ୍ରସ୍ତୁତ ହୋଇପାରି ନାହିଁ। ଏହି ଦୁଇଟି ପ୍ରସଙ୍ଗକୁ ନେଇ ଜୁନ ମାସ ଶେଷ ସପ୍ତାହରୁ ଅକ୍ଟୋବର ପର୍ଯ୍ୟନ୍ତ ତୃଣମୂଳ ସ୍ତରରୁ ରାଜ୍ୟବ୍ୟାପି ନିର୍ଣ୍ଣାୟକ ଆନ୍ଦୋଳନ ଦଳ ତରଫରୁ କରାଯିବ।”

ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, “ଉଭୟ ପ୍ରସଙ୍ଗ ଭିତ୍ତିହୀନ। ଏହା ଏକ ରାଜନୈତିକ ସ୍ଲୋଗାନ। ଦୁଇବର୍ଷ ହେଲା ଚିଟ୍‌ଫଣ୍ଡକୁ ନେଇ ବିଭିନ୍ନ ଗଣମାଧ୍ୟମରେ ବିଭିନ୍ନ କଥା କହାଯାଉଛି। କେହି ବୁଝିବାକୁ ପ୍ରସ୍ତୁତ ନୁହନ୍ତି ଯେ ଏହାର ପରାଧିକ ତଦନ୍ତ ଚାଲିଛି। ତଦନ୍ତ ଚାଲିଥିବା ବେଳେ ଟଙ୍କା ଦେଇ ହେବ ନାହିଁ। ଶୀଘ୍ର ଟତିଗ୍ରସ୍ତ ଜମାକାରୀଙ୍କୁ ଟଙ୍କା ଦିଆଯିବା ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story