ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କେନ୍ଦ୍ର ମନ୍ତ୍ରୀ ରାମକ୍ରିପାଲ ଯାଦବ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ରାଷ୍ଟ୍ରମନ୍ତ୍ରୀ ରାମ କ୍ରିପାଲ ଯାଦବ। ସେ କହିଛନ୍ତି,“ଓଡ଼ିଶା ଏକ ପଛୁଆ ଅଞ୍ଚଳ। ଏହି ଅଞ୍ଚଳର ବିକାଶ କରିବା ପାଇଁ କେନ୍ଦ୍ର ସରକାର ବହୁ ଯୋଜନା କରୁଛନ୍ତି। ମାତ୍ର ଏହି ଅର୍ଥକୁ ଗ୍ରାମାଞ୍ଚଳରେ ଠିକା ଭାବେ କାର୍ଯ୍ୟକାରୀ କରାଯାଉନି। ଏବେ ମଧ୍ୟ ଗ୍ରାମାଞ୍ଚଳର ଲୋକେ ଝୁମ୍ପୁଡିରେ ଦୟନୀୟ ଅବସ୍ଥାରେ ରହୁଛନ୍ତି। ସେମାନଙ୍କ ଜୀବନ ଶୈଳୀର କୌଣସି ପରିବର୍ତ୍ତନ ହୋଇନି।” ସେ କହିଛନ୍ତି,“କେନ୍ଦ୍ରର ପ୍ରଧାନମନ୍ତ୍ରୀ […]

ram kripal yadav

ram kripal yadav

Rakesh Mallick
  • Published: Friday, 10 February 2017
  • Updated: 10 February 2017, 12:33 PM IST

Sports

Latest News

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ରାଷ୍ଟ୍ରମନ୍ତ୍ରୀ ରାମ କ୍ରିପାଲ ଯାଦବ। ସେ କହିଛନ୍ତି,“ଓଡ଼ିଶା ଏକ ପଛୁଆ ଅଞ୍ଚଳ। ଏହି ଅଞ୍ଚଳର ବିକାଶ କରିବା ପାଇଁ କେନ୍ଦ୍ର ସରକାର ବହୁ ଯୋଜନା କରୁଛନ୍ତି। ମାତ୍ର ଏହି ଅର୍ଥକୁ ଗ୍ରାମାଞ୍ଚଳରେ ଠିକା ଭାବେ କାର୍ଯ୍ୟକାରୀ କରାଯାଉନି। ଏବେ ମଧ୍ୟ ଗ୍ରାମାଞ୍ଚଳର ଲୋକେ ଝୁମ୍ପୁଡିରେ ଦୟନୀୟ ଅବସ୍ଥାରେ ରହୁଛନ୍ତି। ସେମାନଙ୍କ ଜୀବନ ଶୈଳୀର କୌଣସି ପରିବର୍ତ୍ତନ ହୋଇନି।”

ସେ କହିଛନ୍ତି,“କେନ୍ଦ୍ରର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଇନ୍ଦିରା ଆବାସ ଯୋଜନାକୁ ନିଜ ନାଁରେ କରି ରାଜ୍ୟ ସରକାର ବାହାବାହା ନେଉଛନ୍ତି। ରାଜ୍ୟ ସରକାର ଅଢେଇ ବର୍ଷରେ ୧୦ ଲକ୍ଷ ପକ୍କା ଘର ନିର୍ମାଣ କରିଛନ୍ତି ବୋଲି କହୁଛନ୍ତି। ଏହି ବାର୍ତ୍ତା ନେଇ ପଞ୍ଚାୟତ ନିର୍ବାଚନ ବୈତରଣୀ ପାର ହେବା ପାଇଁ ବିଜେଡି ଚେଷ୍ଟା କରୁଛି।  ତେବେ ମୁଁ ପ୍ରଶ୍ନ କରିବାକୁ ଚାହେଁ ବିଜୁ ଆବାସ ଯୋଜନା ପାଇଁ ପଇସା କେଉଁଠୁ ଆସୁଛି? ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆସୁଥିବା ଅର୍ଥ କେଉଁଠି ଯାଉଛି? ଏହାର ହିସାବ ବିଜେଡି ଦେଉ। ମୁଁ ଏଠାରେ ଆହୁରି ଦୁଇ ଦିନ ରହିବ, ଆଶା କରୁଛି ବିଜେଡି ନିତାମାନେ ଏହାର ଜବାବ ଦେବେ।”

ସେ କହିଛନ୍ତି,“୨୦୧୬-୧୭ ମସିହାରେ ଓଡ଼ିଶାକୁ ଭାରତ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ୨୨୧୭.୩୯ କୋଟି ଟଙ୍କା ଦେଇଥିଲେ। ୨ ଲକ୍ଷ ୯୬ ହଜାର ୧୨୭  ପରବାରକୁ ଘର ଆବଣ୍ଟନ କରିବାକୁ ଟାର୍ଗେଟ ଦିଆଯାଇଥିଲା। ବର୍ତ୍ତାମାନ ସୁଦ୍ଧା ୨୧.୨୭% ଗୃହ ନିର୍ମାଣ ହୋଇଛି। ସେହିପରି ମନରେଗାରେ ଦିଆଯାଇଥିବା ଅର୍ଥକୁ ଠିକ ଭାବେ ଉପଯୋଗ କରାଯାଇନି। ମନରେଗାରେ ୨୦୧୪-୧୫ ବର୍ଷରେ ୧୪ ଲକ୍ଷ ୬୯ ହଜାର ଜଣଙ୍କୁ କାମ ଯୋଗାଇ ଦିଆଯାଇଥିଲା।  ୨୦୧୫-୧୬ରେ ୧୯ ଲକ୍ଷ ୯୭ ହଜାର ଲୋକଙ୍କୁ କାମ ଯୋଗାଇ ଦିଆଯାଇଥିଲା। ସମଗ୍ର ଦେଶରେ ମନରେଗା କାମର ଟାର୍ଗେ ହେଉଛି ୫୬% ରହିଥିବା ବେଳେ ଓଡ଼ିଶାରେ ୨୦୧୪-୧୫ରେ ୩୩.୭୮%, ୧୫-୧୬ ବର୍ଷରେ ୩୮.୨% ଓ ୨୦୧୬-୧୭ରେ ୩୯.୩୭% କାମ ହୋଇଛି। ଓଡ଼ିଶାରେ ବିକାଶର ଧାରା ଅତି ନୈରାଶ୍ୟଜନକ ରହିଛି।”

କେନ୍ଦ୍ର ମନ୍ତ୍ରୀଙ୍କ ପ୍ରଶ୍ନର ଉତ୍ତର ରଖିଛି ବିଜେଡି। ବିଜେଡି ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ କହିଛନ୍ତି,“କେନ୍ଦ୍ରର ପଇସା ଦେଉନି ଆଜି ହିସାବ ମାଗୁଛି କଣ?”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story