ବିମୁଦ୍ରାକରଣ ପ୍ରସଙ୍ଗ: ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ରଙ୍କ ଟାର୍ଗେଟ

ଭୁବନେଶ୍ୱର: ବିମୁଦ୍ରାକରଣ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମାଲୋଚନା କରିଛନ୍ତି। ପ୍ରଥମେ ବଡ଼ ନୋଟ୍‌ ଅଚଳ ପ୍ରସଙ୍ଗକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଗତ କରିବା ପରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ପଛର କାରଣ କ’ଣ ବୋଲି ସେ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି,“ଅନ୍‌ଲାଇନରେ ଧାନ କିଣାର ବ୍ୟବସ୍ଥା ରହିଛି। ସମବାୟ ମାଧ୍ୟମରେ ଧାନ କିଣା ଉପରେ କାହିଁକି ରାଜ୍ୟ ସରକାର ଜୋର ଦେଉଛନ୍ତି। ପୁରୁଣା ଟଙ୍କାରେ ଧାନ କାହିଁକି କିଣଶଯିବ?” ସେହିପରି ଟଙ୍କା ଜମାରେ […]

dharmendra

dharmendra

Rakesh Mallick
  • Published: Sunday, 20 November 2016
  • Updated: 20 November 2016, 08:23 PM IST

Sports

Latest News

ଭୁବନେଶ୍ୱର: ବିମୁଦ୍ରାକରଣ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମାଲୋଚନା କରିଛନ୍ତି। ପ୍ରଥମେ ବଡ଼ ନୋଟ୍‌ ଅଚଳ ପ୍ରସଙ୍ଗକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଗତ କରିବା ପରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ପଛର କାରଣ କ’ଣ ବୋଲି ସେ ପ୍ରଶ୍ନ କରିଛନ୍ତି।

ସେ କହିଛନ୍ତି,“ଅନ୍‌ଲାଇନରେ ଧାନ କିଣାର ବ୍ୟବସ୍ଥା ରହିଛି। ସମବାୟ ମାଧ୍ୟମରେ ଧାନ କିଣା ଉପରେ କାହିଁକି ରାଜ୍ୟ ସରକାର ଜୋର ଦେଉଛନ୍ତି। ପୁରୁଣା ଟଙ୍କାରେ ଧାନ କାହିଁକି କିଣଶଯିବ?”

ସେହିପରି ଟଙ୍କା ଜମାରେ ପାନ୍‌ପାର୍ଡ ମଗାଯିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିରୋଧ କରିବାକୁ ଧର୍ମେନ୍ଦ୍ର ପ୍ରଧାନ ସମାଲୋଚନା କରିଛନ୍ତି।

ଧର୍ମେନ୍ଦ୍ରଙ୍କ ପ୍ରଶ୍ନର ଉତ୍ତର ସମବାୟ ମନ୍ତ୍ରୀ ଦାମୋଦର ରାଉତ ଦେଇଛନ୍ତି। ସେ କହିଛନ୍ତି,“ନିଜର କଳା ଟଙ୍କାକୁ ଧଳା କରିବା ପରେ ବିଜେପି ନୋଟ୍‌ ବନ୍ଦ କରିଛି। ବିଜେପି ନୋଟ ବନ୍ଦ ଚକ୍ରାନ୍ତ, ଷଡଯନ୍ତ୍ର କରି ଅନ୍ୟକୁ ଖାଲରେ ପକାଇବାକୁ ଉଦ୍ୟମ କରୁଛି। ବିଜେପିର ଚାଲ ଲୋକେ ବୁଝିଲେଣି, ଧର୍ମେନ୍ଦ୍ର ଓଡ଼ିଶାର ଲୋକ ହୋଇ ବିହାର ଲୋକଙ୍କ କଥା ବୁଝୁଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story