‘ରକ୍ତ ଦେବୁ ପଛେ ନିୟମଗିରି ଡଙ୍ଗରକୁ ଛାଡ଼ିବୁ ନାହିଁ’

କଲ୍ୟାଣସିଂହପୁର: ‘ରକ୍ତ ଦେବୁ ପଛେ ନିୟମଗିରି ଡଙ୍ଗରକୁ ଛାଡିବୁ ନାହିଁ’। ନିୟମଗିରି ଖଣି ଖନନ ପ୍ରସଙ୍ଗରେ ଶନିବାର ଏହିପରି କଡ଼ା ଅଭିମୁଖ୍ୟ ଗ୍ରହଣ କରିଛନ୍ତି ସ୍ଥାନୀୟ ଡଙ୍ଗରିଆ କନ୍ଧ। ଆଜି ଏନେଇ ନିୟମଗିରି ସୁରକ୍ଷା ସମିତି ସମ୍ପାଦକ ଦୋଧି କାଡ୍ରାକା କହିଛନ୍ତି,“ଜୀବନ ଦେବୁ ପଛେ ଡଙ୍ଗର ରାଜାକୁ ଖିନ୍‌ଭୀନ୍‌ କରିବାକୁ ଦେବୁ ନାହିଁ। ଦରକାର ପଡିଲେ ଟାଙ୍ଗିଆ କାତି ଧରିବୁ। ବଂଶଧାରା-ନାଗାବଳୀରେ ରକ୍ତର ନଦୀ ବୁହାଇ ଦେବୁ। ଡଙ୍ଗର ଓ ଏହାର ଅଦିବାସୀଙ୍କ ସୁରକ୍ଷା ପାଇଁ ସରକାରଙ୍କୁ […]

dangaraia kandamala

dangaraia kandamala

Rakesh Mallick
  • Published: Saturday, 05 March 2016
  • Updated: 05 March 2016, 04:17 PM IST

Sports

Latest News

କଲ୍ୟାଣସିଂହପୁର: ‘ରକ୍ତ ଦେବୁ ପଛେ ନିୟମଗିରି ଡଙ୍ଗରକୁ ଛାଡିବୁ ନାହିଁ’। ନିୟମଗିରି ଖଣି ଖନନ ପ୍ରସଙ୍ଗରେ ଶନିବାର ଏହିପରି କଡ଼ା ଅଭିମୁଖ୍ୟ ଗ୍ରହଣ କରିଛନ୍ତି ସ୍ଥାନୀୟ ଡଙ୍ଗରିଆ କନ୍ଧ। ଆଜି ଏନେଇ ନିୟମଗିରି ସୁରକ୍ଷା ସମିତି ସମ୍ପାଦକ ଦୋଧି କାଡ୍ରାକା କହିଛନ୍ତି,“ଜୀବନ ଦେବୁ ପଛେ ଡଙ୍ଗର ରାଜାକୁ ଖିନ୍‌ଭୀନ୍‌ କରିବାକୁ ଦେବୁ ନାହିଁ। ଦରକାର ପଡିଲେ ଟାଙ୍ଗିଆ କାତି ଧରିବୁ। ବଂଶଧାରା-ନାଗାବଳୀରେ ରକ୍ତର ନଦୀ ବୁହାଇ ଦେବୁ। ଡଙ୍ଗର ଓ ଏହାର ଅଦିବାସୀଙ୍କ ସୁରକ୍ଷା ପାଇଁ ସରକାରଙ୍କୁ ମାରିବୁ ନାହିଁ ତ ଆମେ ମରିବୁ।”

ସେ ଆହୁରି ମଧ୍ୟ କହିଛନ୍ତି,“ ଏନେଇ ବହୁବାର ପଲ୍ଲୀସଭା ବସିଛି। ଏଥିରେ ଆଦିବାସୀମାନେ ଖଣି ଖନନ ବିରୁଦ୍ଧରେ ସ୍ପଷ୍ଟ ମତ ଦେଇଛନ୍ତି। ଯଦି ସରକାର ପୁଣି ପଲ୍ଲୀସଭା ବସାନ୍ତି ତେବେ ଏହାର ଫଳ ସରକାରଙ୍କୁ ଦେବାକୁ ପଡିବ। ଏହାକୁ ଡଙ୍ଗରିଆ କନ୍ଧଙ୍କ ପକ୍ଷରୁ ବିରୋଧ କରାଯାଇଛି। ଏହି ବିରୋଧ ଆଗକୁ ମଧ୍ୟ ଜାରି ରହିବ। ଡଙ୍ଗରିଆ କନ୍ଧମାନେ ସରକାର ଓ ଖଣି ମାଫିଆଙ୍କୁ କଦାପି ଖଣି ଖୋଳିବାକୁ ଦେବେ ନାହିଁ। ଡଙ୍ଗର ନଷ୍ଟ ହେଲେ ଆମେ ଖାଇବୁ କ’ଣ ? ରହିବୁ କେଉଁଠି? ଯେତେବେଳେ ଯାଏଁ ଏହାର ସାମାଧାନ ନ ହୋଇଛି ସେତେବେଳ ଯାଏଁ ସରକାର ଓ ପଲ୍ଲୀସଭାକୁ ବିରୋଧ କରାଯିବ। ଯଦି ଏଥିରେ ସରକାରଙ୍କ ପକ୍ଷରୁ ବଳ ପ୍ରୟୋଗ କରାଯାଏ ତେବେ ପଲ୍ଲୀସଭାକୁ ବିରୋଧ କରାଯିବା ପରି ସରକାରଙ୍କୁ ମଧ୍ୟ ବିରୋଧ ପ୍ରଦର୍ଶନ କରାଯିବ।”

ନିୟମଗିରି ଖଣି ଖନନ ପାଇଁ ପୁନଃ ଜନଶୁଣାଣି ସଂକ୍ରାନ୍ତ ମାମଲାରେ ନିଷ୍ପତ୍ତି ସୁପ୍ରିମକୋର୍ଟଙ୍କ ତିନିଜଣିଆ ଖଣ୍ଡପୀଠ ନେବେ ବୋଲି ଗତକାଲି ଦୁଇଜଣିଆ ଖଣ୍ଡପୀଠ ମୁଖ୍ୟ ବିଚାରପତିଙ୍କୁ ସୁପାରିଶ କରିଥିଲେ।

ଏହାପରେ ଡଙ୍ଗାମାଟିଠାରେ ନିୟମଗିରି ଖଣିଖନନ ସମ୍ପର୍କରେ ଜନସଭା ହୋଇଥିଲା। ୨୦୧୩ ଜୁଲାଇ ଓ ଅଗଷ୍ଟ ମାସରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ୧୨ଟି ପଲ୍ଲୀସଭା ବୈଠକ ଡକାଯାଇ ନିୟମଗିରିରେ ଖଣି ଖନନ ସମ୍ପର୍କରେ ସେମାନଙ୍କ ମତ ଲୋଡା ଯାଇଥିଲା। ସମସ୍ତେ ୧୨ଟି ପଲ୍ଲୀସଭା ଖଣିଖନନକୁ ସର୍ବସମ୍ମତିକ୍ରମେ ବିରୋଧ କରିଥିଲେ। ତେବେ ଗତ ୧ ତାରିଖରେ ନିୟମଗିରି ଖଣି ଖନନ ପାଇଁ ପୁନଃ ଜନଶୁଣାଣି ଲାଗି ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story