ରମେଶ ଲିଙ୍କ୍‌: କର୍ପୋରେଟର ମୂରଲୀମୋହନ ଗିରଫ

ବ୍ରହ୍ମପୁର: ପୂର୍ବତନ କଂଗ୍ରେସ ବିଧାୟକ ରମେଶ ଜେନାଙ୍କ ସହ ସମ୍ପର୍କ ଥିବା ଅଭିଯୋଗରେ ଜଣଙ୍କ ପରେ ଜଣେ ପୋଲିସ୍ ହାତରେ ଧରାପଡୁଛନ୍ତି। ଆଜି ରମେଶ ଲିଙ୍କ୍‌ ଅଭିଯୋଗରେ କର୍ପୋରେଟର ମୂରଲୀମୋହନଙ୍କ ସମେତ ଦୁଇଜଣଙ୍କୁ ଗିରଫ କରାଯାଇଛି। ଏହାସହ ରମେଶଙ୍କ ଘନିଷ୍ଠ ସହଯୋଗୀ କନିଅନ ଜେନାକୁ ପୋଲିସ ଅଟକ ରଖିଛି। ମୂରଲୀଙ୍କୁ ଏକ ଜମି ହଡ଼ପ ମାମଲାରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ପରେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ଜେଲକୁ ପଠାଇ ଦିଆଯାଇଛି। ଏହି ଜମି ହଡ଼ପ ମାମଲାରେ […]

murali

murali

Rakesh Mallick
  • Published: Wednesday, 16 March 2016
  • Updated: 16 March 2016, 02:07 PM IST

Sports

Latest News

muraliବ୍ରହ୍ମପୁର: ପୂର୍ବତନ କଂଗ୍ରେସ ବିଧାୟକ ରମେଶ ଜେନାଙ୍କ ସହ ସମ୍ପର୍କ ଥିବା ଅଭିଯୋଗରେ ଜଣଙ୍କ ପରେ ଜଣେ ପୋଲିସ୍ ହାତରେ ଧରାପଡୁଛନ୍ତି। ଆଜି ରମେଶ ଲିଙ୍କ୍‌ ଅଭିଯୋଗରେ କର୍ପୋରେଟର ମୂରଲୀମୋହନଙ୍କ ସମେତ ଦୁଇଜଣଙ୍କୁ ଗିରଫ କରାଯାଇଛି। ଏହାସହ ରମେଶଙ୍କ ଘନିଷ୍ଠ ସହଯୋଗୀ କନିଅନ ଜେନାକୁ ପୋଲିସ ଅଟକ ରଖିଛି।

ମୂରଲୀଙ୍କୁ ଏକ ଜମି ହଡ଼ପ ମାମଲାରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ପରେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ଜେଲକୁ ପଠାଇ ଦିଆଯାଇଛି। ଏହି ଜମି ହଡ଼ପ ମାମଲାରେ ଆଜି ରମେଶ ଓ ତାଙ୍କ ବାପାଙ୍କ ନାଁରେ ବି ଏକ ମାମଲା ରୁଜୁ ହୋଇଛି। ଏଥିରେ ବୁନା ସାହୁ ନାମକ ଜଣେ ବିଲ୍‌ଡର ବି ଗିରଫ ହୋଇଛି। ଆଉ ଜଣେ ବିଲଡର୍ ବାବୁଲା ସାହାଣି ଫେରାର ରହିଛି।

୩ଦିନ ହେଲା ଅଟକ ଥିବା ୫ ନମ୍ବର ୱାର୍ଡର କର୍ପୋରେଟର ମୂରଲୀଙ୍କୁ ଆଜି ବ୍ରହ୍ମପୁର ପୋଲିସ୍ ଗିରଫ କରିବା ସହିତ ଏସଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଇଥିଲା। ତାଙ୍କ ସମ୍ପର୍କରେ ଜାଣିବା ଲାଗି ମୂରଲୀଙ୍କ ପରିବାର ଲୋକେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ସେହିପରି କନିଅନକୁ ଭୁବନେଶ୍ୱରରେ ଏକ ଅଜଣା ସ୍ଥାନରେ ରଖାଯାଇ ପଚରାଉଚରା ଚାଲିଛି। କନିଅନ ରମେଶଙ୍କ ଟେଣ୍ଡର କାରବାର ବୁଝୁଥିବା ଜଣାପଡ଼ିଛି। ପୂର୍ବରୁ କନିଅନ ରାଉରକେଲାରେ ଏକ ଆନ୍ତଃରାଜ୍ୟ ଗ୍ୟାଙ୍ଗ ପାଇଁ କାମ କରୁଥିଲା।

ରମେଶଙ୍କ ସହ ଲିଙ୍କ୍ ଅଭିଯୋଗରେ ସୋରଡ଼ାର କଂଗ୍ରେସ ନେତା ସୟିତ ମୁବାରକଙ୍କୁ ମଧ୍ୟ ବ୍ରହ୍ମପୁର ପୋଲିସ୍ ଜେରା କରୁଛି। ଏଥିସହ ଟେଣ୍ଡର ଫିକ୍ସିଂ ଅଭିଯୋଗରେ ଦୁଇଜଣ ବିଲ୍‌ଡରଙ୍କୁ ବି ପୋଲିସ୍ ଜେରା କରୁଛି।

ଗତକାଲି ଜବତ ହୋଇଥିବା ଏକ ଗାଡିର ମାଲିକ ଅଶୋକ ଚାୱଲା ଏବଂ ତାଙ୍କ ପୁଅ ରଜତ ଚାୱଲାଙ୍କୁ ପୋଲିସ୍ ପଚରାଉଚରା କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story