ରଥରେ ଶ୍ରୀଜିଉଙ୍କୁ ଦର୍ଶନ ପ୍ରସଙ୍ଗରେ ହାଇକୋର୍ଟରେ ଆଜି ନିଜ ପକ୍ଷ ରଖିବେ ଶଙ୍କରାଚାର୍ଯ୍ୟ

ପୁରୀ: ରଥରେ ଚଢ଼ି ଶ୍ରୀଜିଉଙ୍କୁ ଦର୍ଶନ ପ୍ରସଙ୍ଗରେ ଶଙ୍କରାଚାର୍ଯ୍ୟ ଆଜି ହାଇକୋର୍ଟରେ ନିଜ ପକ୍ଷ ରଖିବେ। ରଥ ଉପରେ ସଂପନ୍ନ ହେଉଥିବା କୌଣସି ନୀତି ସହ ଶଙ୍କରାଚାର୍ଯ୍ୟଙ୍କର ସଂପର୍କ ଅଛି କି ନାହିଁ ସେ ନେଇ ଆଜି ହାଇକୋର୍ଟରେ ଶୁଣାଣି ହେବ। ଶ୍ରୀମନ୍ଦିର ରେକର୍ଡ ଅଫ୍‌ ରାଇଟ୍ସ ଅନୁସାରେ ଶଙ୍କରାଚାର୍ଯ୍ୟଙ୍କର ରଥରେ ଚଢ଼ି ଶ୍ରୀଜିଉଙ୍କୁ ଦର୍ଶନ କରିବାର ଅଧିକାର ଅଛି କି ନାହିଁ ସେ ସଂପର୍କରେ ଆଜି ତାଙ୍କ ତରଫରୁ ପକ୍ଷ ରଖାଯିବ। ସାଧାରଣ ଭକ୍ତଙ୍କୁ ରଥ […]

ratha

ratha

Rakesh Mallick
  • Published: Tuesday, 05 July 2016
  • Updated: 05 July 2016, 03:48 PM IST

Sports

Latest News

ପୁରୀ: ରଥରେ ଚଢ଼ି ଶ୍ରୀଜିଉଙ୍କୁ ଦର୍ଶନ ପ୍ରସଙ୍ଗରେ ଶଙ୍କରାଚାର୍ଯ୍ୟ ଆଜି ହାଇକୋର୍ଟରେ ନିଜ ପକ୍ଷ ରଖିବେ। ରଥ ଉପରେ ସଂପନ୍ନ ହେଉଥିବା କୌଣସି ନୀତି ସହ ଶଙ୍କରାଚାର୍ଯ୍ୟଙ୍କର ସଂପର୍କ ଅଛି କି ନାହିଁ ସେ ନେଇ ଆଜି ହାଇକୋର୍ଟରେ ଶୁଣାଣି ହେବ। ଶ୍ରୀମନ୍ଦିର ରେକର୍ଡ ଅଫ୍‌ ରାଇଟ୍ସ ଅନୁସାରେ ଶଙ୍କରାଚାର୍ଯ୍ୟଙ୍କର ରଥରେ ଚଢ଼ି ଶ୍ରୀଜିଉଙ୍କୁ ଦର୍ଶନ କରିବାର ଅଧିକାର ଅଛି କି ନାହିଁ ସେ ସଂପର୍କରେ ଆଜି ତାଙ୍କ ତରଫରୁ ପକ୍ଷ ରଖାଯିବ। ସାଧାରଣ ଭକ୍ତଙ୍କୁ ରଥ ଉପରେ ଚଢ଼ିବାର ଅନୁମତି ଦିଆଯାଉ ନ ଥିବା ବେଳେ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ରଥ ଚଢ଼ିବାକୁ ବିରୋଧ କରି ଏହି ରିଟ୍ ପିଟିସନ ଦାଖଲ ହୋଇଥିଲା। ଏହାକୁ ନେଇ ପୂର୍ବରୁ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନକୁ ନୋଟିସ୍ ଜାରି କରାଯାଇଥିଲା।

ଗତ ଜାନୁଆରୀରେ ଶଙ୍କରାଚାର୍ଯ୍ୟଙ୍କୁ ଏହି ମାମଲାରେ ପକ୍ଷଭୁକ୍ତ କରାଯାଇଥିଲା। ଶ୍ରୀଜଗନ୍ନାଥ ମନ୍ଦିର ରେକର୍ଡ ଅଫ୍‌ ରାଇଟସ୍‌ ଅନୁସାରେ ଶଙ୍କରାଚାର୍ଯ୍ୟଙ୍କର ରଥ ଉପରେ ଚଢ଼ିବାର ଅଧିକାର ନାହିଁ ଓ ରୀତିନୀତି ସହ ଜଡ଼ିତ ସେବାୟତମାନେ ହିଁ କେବଳ ରଥ ଉପରେ ଚଢ଼ିପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story